Public App Logo
Profile Picture

Hari Narayan Das

@harinarayandas123
10097Followers
13Following
ରାୟଗଡା: ଆକ୍ସନ ମୋଡରେ ରାୟଗଡ଼ା ଟାଉନ ଥାନା ପୋଲିସ
ରାୟଗଡା: ଜାତୀୟ ରାଜପଥର ଭାକୁରଗୁଡ଼ା ନିକଟରେ ବିଦ୍ୟୁତ୍ ପୋଲ ପଡ଼ି ରାସ୍ତା ଅବରୋଧ
ରାୟଗଡା: ସ୍ଥାନୀୟ ତୁମ୍ବିଗୁଡ଼ା ଛକ ନିକଟରେ ଏକ ମାଲ ବୋଝେଇ ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ
ରାୟଗଡା: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହରେ ରାଜସ୍ବ ଆଦାୟରେ ଉଲ୍ଲେଖନୀୟ ସଫଳତା ପାଇଁ ବିଭିନ୍ନ ଟିମକୁ ପୁରସ୍କୃତ କଲେ ଜିଲ୍ଲାପାଳ
ରାୟଗଡା: ସିଆରପିଏଫ୍ ୪ର୍ଥ ବାଟାଲିୟନ ମୁଖ୍ୟ କାର୍ଯ୍ୟାଳୟରେ ବାଟାଲିୟନର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟଙ୍କ ଆତ୍ମହତ୍ୟା
ରାୟଗଡା: ରାୟଗଡ଼ା ଟ୍ରକ ୟୁନିଅନର ଅଭିଯୋଗ ସମ୍ପର୍କରେ ସ୍ଥାନୀୟ ପୂର୍ତ୍ତ ବଙ୍ଗଳାରେ ପ୍ରତିକ୍ରିୟା ରଖିଲେ କୋରାପୁଟ ସାଂସଦ
ରାୟଗଡା: ବିଜୁ ଜନତା ଦଳ, ରାୟଗଡ଼ ନିର୍ବାଚନ ମଣ୍ଡଳୀ ତରଫରୁ ଜିଲ୍ଲା ସଦର ମହକୁମା ଠାରେ ବିଜୁ ବାବୁଙ୍କ ୨୬ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି
ରାୟଗଡା: ଦୁଇ ନାବାଳିକା ଏକତ୍ରିତ ହୋଇ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ, ଜଣେ ମୃତ୍ୟୁ ଜଣେ ଗୁରୁତ୍ୱର , ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
ରାୟଗଡା: କୋରାପୁଟ ଠାରେ ଅଜଣା ଗାଡ଼ି ଧକ୍କାରେ ବାଇକ୍ ଚାଳକଙ୍କ ମୃତ୍ୟୁ: ଘଟଣାସ୍ଥଳରେ ମୃତଦେହ ରଖି ରାସ୍ତାରୋକ
ରାୟଗଡା: ମହିଳା ମହାବିଦ୍ୟାଳୟରେ ବିଷୁବ ବନ୍ଧୁ ମିଳନ ଉତ୍ସବ କମିଟି ପକ୍ଷରୁ ମହିଳାଙ୍କ ପାଇଁ ଓଡ଼ିଆ ସଜବାଜ କାର୍ଯ୍ୟକ୍ରମ ଅନୁଷ୍ଠିତ
ରାୟଗଡା: ଜିଲ୍ଲା ସଦର ମହକୁମାର ଡିଆରଡିଏ ସମ୍ମିଳନୀ କକ୍ଷରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
ରାୟଗଡା: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ
ରାୟଗଡା: କୋତପେଟା ପଞ୍ଚାୟତ ପରିସରରେ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର ଅନୁଷ୍ଠିତ
ରାୟଗଡା: ନେହେରୁ ଯୁବକେନ୍ଦ୍ର ରାୟଗଡ଼ା ଦ୍ୱାରା ଜିଲ୍ଲାସ୍ତରୀୟ ଯୁବ ପଡ଼ୋଶୀ ସଂସଦୀୟ କାର୍ଯ୍ୟକ୍ରମ ମିଟ୍ସ କଲେଜ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ
ରାୟଗଡା: ସହରର ହିରୋ ଓ ବଜାଜ ସୋରୁମ୍ ସାମ୍ନା ପଡିଆରେ ଉଗାଦି ଉତ୍ସବ ଧୁମଧାମରେ ପାଳିତ
ରାୟଗଡା: ଜିଲ୍ଲା ଉତ୍କଳ ତେଲୁଗୁ ସମୀକ୍ଷା ପକ୍ଷରୁ ମଝି ଘରିଆଣୀ ମନ୍ଦିର ଠାରୁ ଉଗାଦି ଉତ୍ସବ ପଡିଆ ପର୍ଯ୍ୟନ୍ତ ଶୋଭାଯାତ୍ରା ଅନୁଷ୍ଠିତ
ରାୟଗଡା: ୟୁଜିଏମଆଇଟି ସମ୍ମିଳନୀ କକ୍ଷ ଠାରେ ରାଜ୍ଯ ମହିଳା କମିଶନଙ୍କ ଦ୍ବାରା ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ରାୟଗଡା: ଉଗାଦି ପାଇଁ ଚଳଚଞ୍ଚଳ ରାୟଗଡ଼ା ସହର
ରାୟଗଡା: କତାପେଟା ଠାରେ ରାଙ୍ଗୋଲି ଓ ମେହେନ୍ଦି ପ୍ରତିଯୋଗିତା ଅନୁଷ୍ଠିତ
ରାୟଗଡା: ଜିଲ୍ଲା ପରିଷଦ ସମ୍ମଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ଓଡିଶା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ରାୟଗଡା: ଦାଦାସାହେବ କାଂଶିରାମଙ୍କ ୮୯ତମ ଜନ୍ମଜୟନ୍ତି ଉତ୍ସବ ପାଳନ
ରାୟଗଡା: ଉଗାଦି ଉତ୍ସବ ପାଳନ ଉପଲକ୍ଷେ ସ୍ଥାନୀୟ ଚେକଗେଟ୍‌ ନିକଟରେ ରହିଥିବା ଏକ ପଡ଼ିଆରେ ପ୍ରସ୍ତୁତି ଜୋରଦାର
ରାୟଗଡା: ସହରରେ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ଧର୍ମଘଟ ପାଳନ
ରାୟଗଡା: ଚୈତ୍ର ମାସ ପ୍ରଥମ ମଙ୍ଗଳବାର ଉପଲକ୍ଷେ ମାଆ ମଝି ଘରିଆଣିଙ୍କ ମନ୍ଦିରରେ ଆଳତି ଦର୍ଶନ ନିମନ୍ତେ ଭକ୍ତଙ୍କ ଭିଡ଼
ରାୟଗଡା: ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ଡ୍ରାଇଭର ମହାସଂଘର ସ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ, ରାୟଗଡ଼ାରେ ମଧ୍ୟ ଦେଖିବାକୁ ମିଳିବ