Public App Logo
Profile Picture

Niali Update

@deba.input
2101Followers
5Following
ନିଆଳି: ପୋହଳରେ କଣ୍ଟାପଡା ବିଜେଡିର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ,ଯୋଗଦେଲେ ନିଆଳି ବିଧାୟକ
ନିଆଳି: ଡିହ ସିଠାଳରେ ଶିକ୍ଷକ ଶ୍ୟାମସୁନ୍ଦର ବେହେରାଙ୍କ ସ୍ମୃତି ସଭାରେ ଯୋଗଦେଲେ ବିଧାୟକ
ନିଆଳି: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମଝିଖଣ୍ଡ ଗ୍ରାମର ଯୁବକ ମୃତ, ନିଆଳି ଥାନାରେ ଏତଲା
ନିଆଳି: କଣ୍ଟାପଡା ସବ କେନାଲରେ ଆସୁନାହିଁ ପାଣି; ତହସିଲ ସମ୍ମୁଖରେ ଧାରଣାରେ ବସିଲେ ଚାଷୀ, ପ୍ରତିକ୍ରିୟା ରଖିଲେ ବ୍ଲକ କଂଗ୍ରେସ ସଭାପତି
ନିଆଳି: ନୂଆଗାଁରେ ୨୨ ନମ୍ବର ଜୋନ ପାଇଁ  ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ
ନିଆଳି: ଖେରସରେ କଣ୍ଟାପଡା ବିଜୁ ଜନତା ଦଳ ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ, ଯୋଗଦେଲେ ବିଧାୟକ
ନିଆଳି: ନୂଆଗାଁରେ ସବ ରେଜିଷ୍ଟର ଅଫିସ ସମ୍ମୁଖରେ ନିଆଳି ବିଡ଼ିଓଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ, ଜଣେ ଗୁରୁତର ଓ ପ୍ରତ୍ୟକ୍ଷଦର୍ଶୀଙ୍କ ପ୍ରତିକ୍ରିୟା
ନିଆଳି: ଆସନ୍ତାକାଲି ସକାଳ ୯ ଟାରୁ ୨ଟା ପର୍ଯ୍ୟନ୍ତ କପାସି ନମ୍ବର ୨ ସେକ୍ସନ ଅଞ୍ଚଳରେ ବିଦ୍ୟୁତ ସେବା ବନ୍ଦ ରହିବା ନେଇ ସୂଚନା
ନିଆଳି: ନିଆଳି ଓ ନୂଆଗାଁରେ ଦୁର୍ଗାପୂଜା ଭସାଣି ଅନୁଷ୍ଠିତ, ଯୋଗଦେଲେ ବିଧାୟକ
ନିଆଳି: ବଙ୍ଗାଳି ସାହିରେ ଜଗତ ଜନନୀ ମା' ଦୁର୍ଗତିନାଶିନୀଙ୍କ ଦଶହରା ଉତ୍ସବରେ ଯୋଗଦେଲେ ନିଆଳି ବିଧାୟକ
ନିଆଳି: ଚଉପଡ଼ାରେ କେନାଲ ବନ୍ଧରୁ ମୂଲ୍ୟବାନ ଗଛ କାଟିନେଲେ ମାଫିଆ, ଗୋବିନ୍ଦପୁର ଥାନାରେ ଏତଲା
ନିଆଳି: ନିଆଳି ପୋଲିସ ପକ୍ଷରୁ ଦୁର୍ଗାପୂଜା ପାଇଁ ବିଭିନ୍ନ ପୂଜା ମଣ୍ଡପରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା
ନିଆଳି: ରତନପୁର ହାଟରେ ଜୁଆ ଖେଳ ଚାଲିଥିଲା ବେଳେ ପୋଲିସର ଚଢ଼ାଉ, ୨ ଜଣ ଗିରଫ
ନିଆଳି: କୂଳସାହି ଠାରେ ବାଇକ ଆଟୋ ସଡ଼କ ଦୁର୍ଘଟଣା,ଜଣେ ଗୁରତର ନିଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି
ନିଆଳି: କୋଠମୂଳ ଗାଁରେ ନାବାଳିକାକୁ ପୋଡି ମାରିଦେବା ଘଟଣାରେ ପୋଲିସ ଦ୍ୱାରା ୪ ଅଭିଯୁକ୍ତ ଗିରଫ
ନିଆଳି: ବାହାରଣାରୁ ଚୋରା ମଦ ବେପାରୀକୁ ଅଟକ ରଖିଲା  ନିଆଳି ଥାନା ପୋଲିସ
ନିଆଳି: କଣ୍ଟାପଡା ବ୍ଲକ ପରିସରରେ ORMAS ଆନୁକୂଲ୍ୟରେ ଗ୍ରାମୀଣ ଶିଳ୍ପ ଉଦ୍ୟାନ ଉଦଘାଟିତ
ନିଆଳି: ନିଆଳି ହାଇସ୍କୁଲ ପଡିଆରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ,ବିଭିନ୍ନ ପ୍ରକଳ୍ପ ପାଇଁ 11 କୋଟି 50 ଲକ୍ଷ ଟଙ୍କା ମଞ୍ଜୁର
ନିଆଳି: ନିଆଳି ଥାନା ଅନ୍ତର୍ଗତ ସରାକୋର ଗାଁରେ ଅନୁସୂଚିତ ଜାତିଙ୍କ ଉପରେ ଆକ୍ରମଣ ଘଟଣା, ଅଭିଯୁକ୍ତଙ୍କୁ ଗିରଫ ଦାବୀରେ ଥାନା ଘେରାଉ
ନିଆଳି: ଅଡ଼ଶପୁରରେ ଅନୁଷ୍ଠିତ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ସ୍ଥାନୀୟ ଜନ ପ୍ରତିନିଧିଙ୍କ ପ୍ରକଳ୍ପକୁ ଅଣଦେଖା, କଣ୍ଟାପଡା ବ୍ଳକରେ ପ୍ରତିବାଦ
ନିଆଳି: ମାଧବ ଗ୍ରାମ ପଞ୍ଚାୟତରେ ନିଆଳି ବିଜେପିର କର୍ମୀ ସମ୍ମିଳନୀ ଅନୁଷ୍ଠିତ
ନିଆଳି: କୋଠମୂଳରେ ପ୍ରେମ ବିବାହ ପରେ ନାବାଳିକାକୁ ହତ୍ୟା,ନିଆଳି ଥାନାରେ ଅଭିଯୋଗ ଆଣିଲେ ପରିବାର ଲୋକ
ନିଆଳି: ବାରେଡ଼ିଆରେ ଦଶାହ କାର୍ଯ୍ୟ ସମୟରେ ଅଭାବନୀୟ ଘଟଣା, ନଦୀରେ ବୁଡି ଯାଇଥିବା ୨ ଜଣଙ୍କୁ ମୃତ ଘୋଷଣା କଲେ ଡାକ୍ତର
ନିଆଳି: ମଝିଖଣ୍ଡରେ ମଣ୍ଡଳସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ, ଯୋଗଦେଲେ ନିଆଳି ବିଧାୟକ
ନିଆଳି: ପାରିମାଳ ହିଂସାର ଗୋଟିଏ ଦିନ ପରେ ପୋଲିସର ହାତ ଖାଲି,ଜାତିଆଣ ଆକ୍ଷେପ ଓ ଆକ୍ରମଣ ପରେ ଜୀବନ ପ୍ରତି ବିପଦ ଥିବା କହିଲେ ପୀଡ଼ିତା ମହିଳା