Public App Logo
Profile Picture

jay jagatsinghpur

@jayho12345
14726Followers
66Following
ଜଗତସିଂହପୁର: ରେଢୁଆ ଅଙ୍ଗନବାଡି କେନ୍ଦ୍ରରୁ ଚାଉଳ ବସ୍ତା ଓ ଗ୍ୟାସ ସିଲିଣ୍ଡର ଚୋରି ନେଇ ଥାନାରେ ଲିଖିତ ଅଭିଯୋଗ
ଏରସମା: ନଳପାହି ଅଞ୍ଚଳରେ ଜଣେ ମହିଳାଙ୍କ ଘରେ ପଶି ଆକ୍ରମଣ ଓ ଲୁଟ; ଥାନାରେ ଲିଖିତ ଅଭିଯୋଗ
ଏରସମା: ଭିତରଅନ୍ଧାରି ଅଞ୍ଚଳରେ ଜାଗାବାଡ଼ି ବିବାଦକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ଗାଳିଗୁଲଜ; ଥାନାରେ ଲିଖିତ ଅଭିଯୋଗ
ଏରସମା: କୁଞ୍ଜକୋଠି ଅଞ୍ଚଳରେ ଗଣେଶ ଭସାଣି ଚାଲିଥିବା ବେଳେ ପୁଅକୁ ଆକ୍ରମଣ ନେଇ ଥାନାରେ ଅଭିଯୋଗ ଆଣିଲା ମା'
ଏରସମା: ଏରସମା  ଭିତରଅନ୍ଧାରି ଅଞ୍ଚଳ ରେ ବାଲି ପକାଇବାକୁ କେନ୍ଦ୍ର କରି ମହିଳା ଙ୍କୁ ଆକ୍ରମଣ ଥାନାରେ ଲିଖିତ ଅଭିଯୋଗ
ଏରସମା: ବଳରାମପୁର ଅଞ୍ଚଳରେ ବାଡ଼ିରେ ଗାଈ ପଶିବାକୁ କେନ୍ଦ୍ରକରି ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ,  ଥାନାରେ ଅଭିଯୋଗ
ଏରସମା: ଏରସମା ଥାନା ଅଧିନ ନଳପାହି ଅଞ୍ଚଳରେ ଗଣେଶ ଭଷାଣି ଚାଲିଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ, ଥାନାରେ ଲିଖିତ ଅଭିଯୋଗ
ବାଲିକୁଦା: ବାଲିକୁଦା ଥାନା ଅଧିନ ବ୍ରାହ୍ମଣଡ଼ିହି ନିକଟରେ ପୁଅର ଦୁର୍ଘଟଣା ଘଟଣା କୁ ନେଇ ଥାନାରେ ଅଭିଯୋଗ ଆଣିଲା ବାପା
ବାଲିକୁଦା: କଣିଆ ବଜାର ନିକଟରେ ଜଣେ ବ୍ୟକ୍ତିଙ୍କୁ ଅପହରଣ ସହ ଆକ୍ରମଣ କରିବା ନେଇ ଥାନାରେ ଅଭିଯୋଗ
ପାରାଦୀପ: ବାଗଦିଆ ଅଞ୍ଚଳରେ ଜାଗାବାଡ଼ି ବିବାଦକୁ କେନ୍ଦ୍ର କରି ମହିଳାଙ୍କୁ ଗାଳିଗୁଲଜ ଓ ଧମକ, ଥାନାରେ ଲିଖିତ ଅଭିଯୋଗ
ପାରାଦୀପ: ପୁରୁଣା ୱାରେଣ୍ଟ ବଳ ରେ ଢ଼ିଙ୍କିଆ ଅଞ୍ଚଳ ର ଅଭିଯୁକ୍ତ ଗିରଫ
ନାଉଗାଁ: ନାଉଗାଁ ଥାନା ଅଧିନ ବେଣାପଡା ଗ୍ରାମରେ ଜଣେ ବ୍ୟକ୍ତି ଙ୍କ ଗାଡି କାଚ ଭଙ୍ଗା ଯିବା କୁ ନେଇ ଥାନାରେ ଲିଖିତ ଅଭିଯୋଗ
ପାରାଦୀପ ଲକ୍: ଚୂନ ଛକ ନିକଟରେ ବେପରୁଆ ଭାବେ ଗାଡି ଚାଳନା କରୁଥିବା ପାଞ୍ଚ ଜଣ ଚାଳକଙ୍କ ନାମରେ ମାମଲା ରୁଜୁ କରିବା ସହିତ ଗାଡିକୁ ଜବତ କଲା ପୋଲିସ
ଜଗତସିଂହପୁର: ଦେଭୋଗ ନିକଟରେ ଜଣେ ବ୍ୟକ୍ତିଙ୍କୁ ରାସ୍ତାରେ ଆକ୍ରମଣ ଓ ଲୁଟ; ଥାନାରେ ଲିଖିତ ଅଭିଯୋଗ
ଜଗତସିଂହପୁର: ପୁରଣ ଗ୍ରାମରେ ଗଣେଶ ପୂଜା ଭସାଣି ଚାଲିଥିବା ସମୟରେ ମହିଳାକୁ ଆକ୍ରମଣ; ଥାନାରେ ଅଭିଯୋଗ
ଜଗତସିଂହପୁର: ଗୋପାଳ ଅଞ୍ଚଳରୁ ଜଣେ ବ୍ୟକ୍ତିଙ୍କ ବାଇକ ଡିକି ଭାଙ୍ଗି ମୋବାଇଲ ଲୁଟ; ଥାନାରେ ଲିଖିତ ଅଭିଯୋଗ
ଜଗତସିଂହପୁର: ତରତଙ୍ଗ ମିଶନ ଶକ୍ତି ଗୃହ ନିକଟରୁ ନଳକୂପ ଚୋରି; ଥାନାରେ ଲିଖିତ ଅଭିଯୋଗ
ଜଗତସିଂହପୁର: ପାଣିଶାଳିଆ ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଘର ବିକ୍ରି କରିବା ନାମରେ ଲକ୍ଷାଧିକ ଟଙ୍କା ଠକେଇ; ଥାନାରେ ଅଭିଯୋଗ
ଏରସମା: ଝାଟିପାରି ନିକଟରେ ଜଣେ ବ୍ୟକ୍ତିଙ୍କୁ ସଙ୍ଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ; ଥାନାରେ ଲିଖିତ ଅଭିଯୋଗ
କୁଜଙ୍ଗ: ସ୍ଥାନୀୟ ବିଏସଏନଏଲ ଅଫିସ ନିକଟରେ କାର ଧକ୍କାରେ ଷଣ୍ଢର ମୃତ୍ୟୁ ନେଇ ଥାନାରେ ଲିଖିତ ଅଭିଯୋଗ
ତିର୍ତ୍ତୋଲ: ତିର୍ତୋଲ ଥାନା ଅଧିନ ଜଇପୁର ଅଞ୍ଚଳ ର ଜଣେ ବ୍ୟକ୍ତି ଙ୍କ 17 ବର୍ଷୀୟ ନାବାଳିକା ଝିଅକୁ ଅପହରଣ କରାଯାଇ ଥିବା ନେଇ ଥାନାରେ ଲିଖିତ ଅଭିଯୋଗ
ତିର୍ତ୍ତୋଲ: ତିର୍ତୋଲ ଥାନା ଅଧିନ ଓକଲା ଅଞ୍ଚଳରେ ଜଣେ ମହିଳାଙ୍କ ନାବାଳିକା ଝିଅ ନିଖୋଜ ନେଇ ଥାନାରେ ଲିଖିତ ଅଭିଯୋଗ
ତିର୍ତ୍ତୋଲ: ଗରେଇ ଅଞ୍ଚଳରେ ଜନୈକା ମହିଳାଙ୍କୁ ଧମକ ଓ ଗାଳିଗୁଲଜ କରିବା ନେଇ ଥାନାରେ ଅଭିଯୋଗ
ନାଉଗାଁ: ଗଙ୍ଗଦା ବଜାରରେ ବ୍ୟବସାୟୀ ମାନଙ୍କୁ ଧମକ ଓ ଗାଳିଗୁଲଜକୁ ନେଇ ଥାନାରେ ଅଭିଯୋଗ
ଏରସମା: ଶ୍ରୀ ଜଗନ୍ନାଥ ବିଦ୍ୟାପୀଠ ପରିସରରେ ଜଣେ ବ୍ୟକ୍ତି ପଶି ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ଗାଳିଗୁଲଜ କରୁଥିବା ନେଇ ଥାନାରେ ଲିଖିତ ଅଭିଯୋଗ