Public App Logo
Profile Picture

Jitendra Mohanty

@jitendramohanty
71962Followers
51Following
ଝରିଗାଁ: ଧୋଡ଼ିପାଣି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅନୁଷ୍ଠିତ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗଦେଲେ ସାଂସଦ
ଝରିଗାଁ: ଉମରକୋଟ: ଆଜିବେହେଡାଠାରେ ରାସ୍ତା ଓ ଉମରକୋଟ ଠାରେ ବ୍ରିଜ ନିର୍ମାଣ ସକାଶେଶୁଭ ଭିତ୍ତି ପ୍ରସ୍ତର ସ୍ତାପନ୍ କାର୍ଯ୍ୟକ୍ରମ ରେ ଯୋଗ ଦେଲେ ନବରଙ୍ଗପୁର ସାଂସଦ
ଉମରକୋଟ: ହାଟ ଭରଣ୍ଡି ଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ବିଧାୟକ
ଉମରକୋଟ: ପଞ୍ଚାୟତ ସମିତି ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ, ଯୋଗଦେଲେ ବିଧାୟକ
ଉମରକୋଟ: ଆଜି ଉମରକୋଟ ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ ଠାରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ସାଂସଦ
ଉମରକୋଟ: ବୁର୍ଜା ଛକ ନିକଟରେ ରୋଲରକୁ ପଛରୁ ପିଟିଲା ପିକଅପ ଗାଡ଼ି, କେହି ଆହତ ହୋଇନଥିବା ସୂଚନା
ଝରିଗାଁ: ଧାମନାଗୁଡ଼ା ଠାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଓ ସାଧାରଣ ବୈଠକରେ ଯୋଗଦେଲେ ଝରିଗାଁ ବିଧାୟକ
ଉମରକୋଟ: ଚାଟିଗୁଡା ଛକ ନିକଟରେ ମହୁମାଛି ଆକ୍ରମଣରେ ଜଣେ ବ୍ଯକ୍ତିଙ୍କ ମୃତ୍ୟୁ
ଉମରକୋଟ: ଭାଲୁଗୁଡା ଠାରେ ବେକରେ ଓଢଣୀ ଲଗାଇ ଯୁବତୀଙ୍କ ଆତ୍ମହତ୍ୟା
ଉମରକୋଟ: ବନ୍ଧପଡା ସ୍ଥିତ ଫାର୍ମ ପୋଖରୀରେ ବୁଡି ଯାଇଥିବା ଯୁବକଙ୍କ ଦୀର୍ଘ ୨୬ ଘଣ୍ଟା ପରେ ବି ମିଳୁନି ପତ୍ତା
ଉମରକୋଟ: ଗତକାଲି ଘରୁ ଟେକି ନେଇ ଗ୍ରାମ ବାସି ପିଟିବା ଘଟଣାରେ ଆଜି ନୁଆମୋଡ୍ ନେଇଛି,ଦୁଇ ପରିବାର ପକ୍ଷରୁ ଉମରକୋଟ ଥାନାରେ ଏତଲା ଦିଆଯାଇଛି
ଉମରକୋଟ: ଭିକ୍ଷା ଗ୍ରାମରେ ଘରୁ ଟେକି ନେଇ ମାଆ ଓ ପୁଅଙ୍କୁ ମରଣାନ୍ତକ ଆକ୍ରମଣ କଲେ ଗ୍ରାମବାସୀ, ରାସ୍ତାରେ ପଡିଥିବା ଅବସ୍ଥାରେ ଉଦ୍ଧାର କଲା ପୋଲିସ
ଉମରକୋଟ: ବନ୍ଧପଡା ସ୍ଥିତ ଫାର୍ମ ପୋଖରୀରେ ଗାଧୋଇବା ସମୟରେ ବୁଡିଗଲେ ଶ୍ରମିକ
ଉମରକୋଟ: ଉମରକୋଟ ଅତିରିକ୍ତ ଜିଲ୍ଲା ଦୌରା ଜର୍ଜଙ୍କ ଅଦାଲତ ଠାରେ ଆଜି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ
ଉମରକୋଟ: ଝରିଗାଁ ବ୍ଲକ୍ ଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ନେଇ ପ୍ରଶାସନିକ ସ୍ତରରେ ଅବହେଳା ଅଭିଯୋଗ
ଉମରକୋଟ: ଭାରସୁଣ୍ଡୀ ଗ୍ରାମରେ ସରକାରୀ ଡ୍ରେନ ଖୋଲିବାକୁ ଯାଇ ସରକାରି ରାସ୍ତା ଭାଙ୍ଗି ହଟହଟା ହେଲେ ଠିକାଦାର
ଉମରକୋଟ: ପୌର ଅଧ୍ୟକ୍ଷାଙ୍କ ଦୁର୍ବ୍ୟବହାରକୁ ନେଇ ତାତିଲେ ସାତ ନମ୍ବର୍ ୱାର୍ଡର କାଉନସିଲର ଓ ସାହି ବାସିନ୍ଦା
ଉମରକୋଟ: ଅଞ୍ଚଳା ଛକ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ଗୁରୁତର, ଅନ୍ୟଜଣେ ଆହତ
ଉମରକୋଟ: ଭୁବନେଶ୍ବର ଠାରେ ୫ଟି ଚେୟାରମ୍ୟାନଙ୍କୁ ସାକ୍ଷାତ କଲେ ଝରିଗାଁ ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର କର୍ମକର୍ତ୍ତା
ଉମରକୋଟ: ଉମରକୋଟ ଅଞ୍ଚଳରେ ବାତ୍ୟା ପ୍ରଭାବରେ  ଲଗାଣ ବର୍ଷା, ୨୧. ୬ ମିମି ବର୍ଷା ହୋଇଥିବା ରେକର୍ଡ
ଉମରକୋଟ: ପରିଆ ଗ୍ରାମରେ ବର୍ଷା ଓ ପବନରେ ଉଡିଗଲା ଘରର ଆଜବେଷ୍ଟସ
ଉମରକୋଟ: ଆଜି କୋଇଲା ରୟାଲିଟି ବୃଦ୍ଧି ନିମନ୍ତେ ଦିଲ୍ଲୀ ସ୍ଥିତ ପାର୍ଲିଆମେଣ୍ଟ ଠାରେ ନିଜ ମତ ରଖିଲେ ନବରଙ୍ଗପୁର ସାଂସଦ
ଉମରକୋଟ: ଗଦାଧର ଷ୍ଟାଡିୟମ ଠାରେ ୨୪ ତମ ଯାଦବ ମାଝୀ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ, ଯୋଗଦେଲେ ବିଧାୟକ
ଝରିଗାଁ: ବ୍ଲକର ବିଭିନ୍ନ ସ୍ଥାନରେ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗଦେଲେ ଝରିଗାଁ ବିଧାୟକ
ଉମରକୋଟ: ସିଲାଟୀ ଛକ ନିକଟରେ ଟ୍ରକ ଦୁର୍ଘଟଣା ଗ୍ରସ୍ତ