Public App Logo
Profile Picture

ସତ୍ୟବାଦୀ ଖବର

@tushar56789
46865Followers
113Following
ସତ୍ୟବାଦୀ: ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ବିଭିନ୍ନ ୟୁର୍ଣ୍ଣୟନ ମୂଳକ କାର୍ଯ୍ୟ ବାବଦରେ ଆଲୋଚନା କଲେ ପଞ୍ଚାୟତ ଅଧିକାରୀ।
ସତ୍ୟବାଦୀ: ସତ୍ୟବାଦୀ ବ୍ଲକ ପେଣ୍ଠପଡା ପଞ୍ଚାୟତ ବଡ଼ କାଞ୍ଜିଆ ଗ୍ରାମ ନିକଟରେ ସଡ଼କ ଦୁର୍ଘଟଣା।ଜଣେ ଗୁରୁତର ଆହାତ ସାକ୍ଷୀଗୋପାଳ ଡାକ୍ତରଖାନା ଭର୍ତ୍ତି।
ସତ୍ୟବାଦୀ: ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ବ୍ଲକ ଅଧ୍ୟକ୍ଷଙ୍କୁ ଭେଟିଲେ କନିଷ୍ଠ ଯନ୍ତ୍ରୀ।
ସତ୍ୟବାଦୀ: ସାକ୍ଷୀଗୋପାଳ ଇରିଗେସନ ଡାକବଙ୍ଗଳାରେ ଅନୁଷ୍ଠିତ ହେଲା ସତ୍ୟବାଦୀ ବିଧାୟକ ଓ ଅଳସା ପଞ୍ଚାୟତର କର୍ମକର୍ତ୍ତାଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ
ସତ୍ୟବାଦୀ: ପିପିଲି ଠାରେ ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ଏକାଦଶାହ କାର୍ଯ୍ୟକ୍ରମରେ ଯୋଗଦେଲେ ସତ୍ୟବାଦୀ ବିଧାୟକ
ସତ୍ୟବାଦୀ: କଣାସ ବ୍ଲକ ଦିବ୍ୟସିଂହପୁର  ଗ୍ରାମରେ ରାମକୃଷ୍ଣ ଯୁବ ପରିଷଦ ପକ୍ଷରୁ ୪୫ ତମ ବାର୍ଷିକ ଉତ୍ସବରେ ଯୋଗଦେଲେ ସତ୍ୟବାଦୀ ବିଧାୟକ।
ସତ୍ୟବାଦୀ: ଧୁମଧାମରେ ସାକ୍ଷୀଗୋପାଳ ବଜାରରେ ଶାନ୍ତିପୂର୍ଣ୍ଣ ଭାବରେ ଅନୁଷ୍ଠିତ ହେଲା ମା ଦୁର୍ଗାଙ୍କ ଭସାଣି ଉତ୍ସବ।
ସତ୍ୟବାଦୀ: ଚନ୍ଦନପୁର ବିରନର୍ସିଂପୁର ଛକରେ ଅଜଣା ଗାଡି ଧକ୍କାରେ ଜଣେ ଯୁବକ ଗୁରୁତର ଆହାତ।
ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି।
ସତ୍ୟବାଦୀ: ସତ୍ୟବାଦୀ ବଡ଼କାଞ୍ଜିଆ ଛକରେ ବାଇକ ଦୁର୍ଘଟଣା।ଜଣେ ଆହାତ ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି।
ସତ୍ୟବାଦୀ: ସତ୍ୟବାଦୀ ଆଠବାଟିଆ ଛକରେ ସଡ଼କ ଦୁର୍ଘଟଣା।ଜଣେ ଯୁବକ ଗୁରୁତର ଆହତ
ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି।
ସତ୍ୟବାଦୀ: ସାତସଙ୍ଖ ବିରପୁରୁଷୋତ୍ତମପୁର ଗ୍ରାମରେ ପୁର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣଙ୍କୁ ମରଣାତ୍ମକ ଆକ୍ରମଣ।ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି।
ସତ୍ୟବାଦୀ: ସାତସଙ୍ଖ ନାଲିହଣାଠାରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଧକ୍କା ଦେଲା ବାଇକ, ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି ହେଲେ ଯୁବକ
ସତ୍ୟବାଦୀ: ସତ୍ୟବାଦୀ ଥାନାରେ ଅନୁଷ୍ଠିତ ହେଲା ନିଆରା ପାରମ୍ପରିକ ପୂଜାର୍ଚ୍ଚନା।ଥାନାକୁ ଆସି ଭୋଗ ଖାଇଲେ ମା ମହମାୟା।
ସତ୍ୟବାଦୀ: ସାକ୍ଷୀଗୋପାଳ ଏନଏଚ କଡରେ ସର୍ବସାଧାରଣଙ୍କ ଜାଗାରେ ମଦ୍ୟପାନ କରିବା ଅଭିଯୋଗରେ ୫ ଜଣ ମଦ୍ୟପଙ୍କୁ ଥାନାକୁ ଆଣି ଅଟକ ରଖିଛି ପୋଲିସ
ସତ୍ୟବାଦୀ: ସତ୍ୟବାଦୀ ପଟ୍ଟନାଇକିଆ ଛକରେ ସଡ଼କ ଦୁର୍ଘଟଣା, ଜଣେ ଗୁରୁତର ଆହତ ହୋଇ ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି
ସତ୍ୟବାଦୀ: କଣାସ ବ୍ଲକର ବିଭିନ୍ନ ପୂଜା ମଣ୍ଡପରେ ମା' ଦୁର୍ଗାଙ୍କ ପୂଜା କାର୍ଯ୍ୟକ୍ରମରେ ଯୋଗଦେଲେ ସତ୍ୟବାଦୀ ବିଧାୟକ
ସତ୍ୟବାଦୀ: ବଳଙ୍ଗା ବାୟାବର ଛକରେ ସଡ଼କ ଦୁର୍ଘଟଣା, ଜଣେ ଗୁରୁତର ଆହତ ହୋଇ ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି
ସତ୍ୟବାଦୀ: ସତ୍ୟବାଦୀ ଥାନା ନୂଆସୋମେଶ୍ୱରପୁର ଗ୍ରାମରେ ମହିଳା ଗୋଷ୍ଠୀଙ୍କ ମଧ୍ୟରେ  ମାରପିଟ, ଥାନାରେ ଏତଲା
ସତ୍ୟବାଦୀ: ସ୍ଥାନୀୟ ଇଣ୍ଡିଆନ ଅଏଲ ତେଲ ଟାଙ୍କି ଛକରେ ସଡ଼କ ଦୁର୍ଘଟଣା; ଜଣେ ବ୍ୟକ୍ତି ଗୁରୁତର, ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି
ସତ୍ୟବାଦୀ: ସତ୍ୟବାଦୀ କାଦୁଆ ଛକରେ ସଡ଼କ ଦୁର୍ଘଟଣା, ଜଣେ ଆହତ ଓ ଜଣେ ଗୁରୁତର ଆହତଙ୍କୁ ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି
ସତ୍ୟବାଦୀ: ବରାଳ ଛକରେ ସଡ଼କ ଦୁର୍ଘଟଣା, ଜଣେ ଗୁରୁତର ଆହତ ହୋଇ ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି
ସତ୍ୟବାଦୀ: ପଟ୍ଟନାଇକିୟା ଛକରେ ସଡ଼କ ଦୁର୍ଘଟଣା, ଜଣେ ଗୁରୁତର ଆହତ ହୋଇ ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି
ସତ୍ୟବାଦୀ: ସଦାନନ୍ଦପୁର ଗ୍ରାମରେ ସାପ କାମୁଡାରେ ଜଣେ ମହିଳା ଗୁରୁତର ଆହତ, ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି
ସତ୍ୟବାଦୀ: ମଧୁବନ ଛକରେ ସଡ଼କ ଦୁର୍ଘଟଣା; ନିଶାସକ୍ତ ଅବସ୍ଥାରେ ଜଣେ ବ୍ୟକ୍ତି ଗୁରୁତର, ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି
ସତ୍ୟବାଦୀ: ପରଜାପଡା ଗ୍ରାମ ସ୍କୁଲ ନିକଟରୁ ଅଚେତ ଅବସ୍ଥାରେ ଯୁବକ ଉଦ୍ଧାର: ସାକ୍ଷୀଗୋପାଳ ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର
ସତ୍ୟବାଦୀ ଖବର (@tushar56789) | Public App