Public App Logo
Profile Picture

ଆପଣଙ୍କ ଅଞ୍ଚଳ: ଖବର

@ihhfdjodehilurffn
19900Followers
1Following
ନିରାକାରପୁର: ନିରାକାରପୁର ଠାରେ ବିକାଶ ସଂକଳ୍ପ ରଥକୁ ବିରୋଧ କଲେ ସ୍ଥାନୀୟ ଜନସାଧାରଣ....
ନିରାକାରପୁର: ଟାଙ୍ଗୀ ଅବକାରୀ ପୋଲିସର ଭାଜଗଡ ଗ୍ରାମରେ ଚଢାଉ। ଦେଶୀ ମଦ ଜବତ ଜଣେ ଗିରଫ।
ନିରାକାରପୁର: ୧୬ ନମ୍ବର ଜାତୀୟ ରାଜପଥ ମଙ୍ଗୁଳି ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସିପଡିଲା ଟ୍ରକ
ନିରାକାରପୁର: ନିରାକାରାପୁର ପୋଲିସ ପକ୍ଷରୁ ନୂତନ ଜଗନ୍ନାଥ ସଡକ ଠାରେ ତିନୋଟି ମାଙ୍କଡା ପଥର ବୋଝେଇ ଗାଡି ଜବତ
ନିରାକାରପୁର: ମଧୁବନରେ ଭାଙ୍ଗିଲା ନଡ଼ିଆ ଗଛ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
ନିରାକାରପୁର: ହରିଜନ ସାହିରେ ଆଜି ଭୋର ସମୟରେ ଘରେ ପଶିଲା ନାଗସାପ
ନିରାକାରପୁର: ରାଜଜଙ୍କିଆ ଗ୍ରାମରେ ଦନ୍ତା ହାତୀ ଉପଦ୍ରବ
ନିରାକାରପୁର: ବେଣ୍ଟ ଗ୍ରାମରେ ବର ଓସ୍ତ ବୃକ୍ଷ ବିବାହ ଉତ୍ସବ ପାଳନ କଲେ ଗ୍ରାମବାସୀ
ଟାଙ୍ଗୀ: ଟାଙ୍ଗୀ କଲେଜ ଛକ ନିକଟରେ ସ୍ଥାନୀୟ ଲୋକଙ୍କ ମାଡରେ ନାଗ ସାପ ମୃତ
ଜଙ୍କିଆ: ମାଣିକାପୁରପାଟଣାରେ ବାଲି ବୋଝେଇ ଟ୍ରକ ଓଲଟି ହେଲ୍ପର ମୃତ
ନିରାକାରପୁର: ଜମି ବାଡି ବିବାଦକୁ ନେଇ ନିରାକାରପୁର ଥାନା ଦ୍ୱାରସ୍ଥ ହେଲେ ନୂଆଗଡ ପଞ୍ଚାୟତର ଦୁଇ ଭାଇ
ନିରାକାରପୁର: ଆଜି ଭୋର ସମୟରେ ନିରାକାରପୁର ନୂତନ ଜଗନ୍ନାଥ ସଡ଼କରେ ଟାଗିଂ ତହସିଲଦାରଙ୍କ ଚଢ଼ାଉ, ୭ଟି ମଙ୍କଡ଼ା ପଥର ଗାଡି ଜବତ
ନିରାକାରପୁର: ସନ୍ୟାସୀ ଧର୍ମ ଗ୍ରହଣ କଲେ ହନୁମନ୍ତ ଗ୍ରାମର ଶତୃଘ୍ନ ସାହୁ
ନିରାକାରପୁର: ସ୍ଥାନୀୟ ପୋଲିସ ଦ୍ୱାରା ନୂତନ ଜଗନ୍ନାଥ ସଡ଼କରୁ ମାଙ୍କଡା ପଥର ବୋଝେଇ ମିନିଟ୍ରକ ଜବତ
ନିରାକାରପୁର: ୧୬ନଂ ଜାତୀୟ ରାଜପଥ ଶନି ମନ୍ଦିର ଓଭର ବ୍ରିଜ୍ ନିକଟରେ ଡିଭାଇଡରରେ ପିଟି ହେଲା ଟ୍ରକ, ଅଳ୍ପକେ ବର୍ତିଲେ ଟ୍ରକ ଚାଳକ
ନିରାକାରପୁର: ବଡପୋଖରୀଆରେ ଜବ୍ କାର୍ଡ଼ଧାରୀମାନଙ୍କୁ କାମ ଯୋଗାଇଲେ ବଡପୋଖରୀଆ ସରପଞ୍ଚ
ନିରାକାରପୁର: ଟଙ୍କା ନେବାକୁ କେନ୍ଦ୍ର କରି ହରିଜନ ସାହିର ଦୁଇ ମହିଳାଙ୍କ ମଧ୍ୟରେ ବିବାଦ
ନିରାକାରପୁର: ନିରାକାରପୁର ସ୍ଵାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରରେ ଟିକାକରଣ ବେଳେ ଲୋକଙ୍କ ପ୍ରବଳ ଭିଡ଼କୁ ନିୟନ୍ତ୍ରଣ କଲା ପୋଲିସ
ନିରାକାରପୁର: ୧୬ ନମ୍ବର ଜାତୀୟ ରାଜପଥ ରାମେଶ୍ବର ରାସ୍ତା ପାଲଟିଛି ମରଣଯନ୍ତା
ଟାଙ୍ଗୀ: ଟାଙ୍ଗୀ ସ୍ଥିତ ସାଇ ସୁମିତ ଔଷଧ ଦୋକାନରେ ଚଢାଉ, ବିପୁଳ ପରିମାଣାର ନିମ୍ନମାନର ଔଷଧ ଜବତ
ନିରାକାରପୁର: ନିରାକାରପୁର ପୋଲିସର ଚଢାଉ; ୧୨୯ ଲିଟର ବିଦେଶୀ ମଦ ସହ  କାର୍ ଜବତ, ୨ ଅଭିଯୁକ୍ତ ଫେରାର
ଟାଙ୍ଗୀ: ଟାଙ୍ଗୀ ୧୬ ନମ୍ବର ଜାତୀୟ ରାଜପଥ କୁହୁଡି ଓଭର ବ୍ରିଜ ପାଲଟିଛି ମରଣଯନ୍ତା
ନିରାକାରପୁର: ନିରାକାରପୁର ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରରେ କୋଭିଡ ଟିକାକରଣ
ନିରାକାରପୁର: ଜାତୀୟ ରାଜପଥ ୧୬ ନିକଟ ଶନି ମନ୍ଦିର ଓଭରବ୍ରିଜ‌ ନିକଟରେ ଅଜଣା ଗାଡି ଧକ୍କାରେ ବାଛୁରୀ ମ୍ରୁତ
ଟାଙ୍ଗୀ: ମଙ୍ଗଳାଯୋଡି କାରଟିଆ ସାହିରେ କୂଅରେ ବୁଡି ନାବାଳିକା ମୃତ