Public App Logo
Profile Picture

Pratap Chandra Padhy

@pratapchandrapadhy
1747Followers
1Following
ରାଇକିଆ: ଆଇନଜୀବୀଙ୍କ ଦେହାନ୍ତରେ ଦାରିଙ୍ଗବାଡ଼ିରେ ଓକିଲ ସଂଘ  ପକ୍ଷରୁ ଶୋକସଭା ଅନୁଷ୍ଠିତ
ଫୁଲବାଣୀ ସହର: ଉପ ଜିଲ୍ଲାପାଳ କାର୍ଯ୍ଯାଳୟ,ବାଲିଗୁଡା ଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
ଫୁଲବାଣୀ ସହର: ୧୨୭ CRPF ବାଟାଲିୟନ ତରଫରୁ ସୀତାପତି, ଜକିକିଆ ଆଦି ବିଭିନ୍ନ ଗ୍ରାମରେ ମେରୀ ମିଟି ମେରା ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ
ଫୁଲବାଣୀ ସହର: କିନାରୀ ଗାଁରେ ଦେଶୀ ମଦ କାରବାର ବନ୍ଦ କରିବାକୁ ମଦ ପ୍ରସ୍ତୁତକାରୀଙ୍କୁ ଚେତାବନୀ ଦେଲେ ମହିଳା ସଙ୍ଗଠନ; ବିଭିନ୍ନ ସାମଗ୍ରୀ ଜବତ
ଫୁଲବାଣୀ ସହର: ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଆଦିବାସୀ ମହାବିଦ୍ୟାଳୟ ବାଲିଗୁଡା ଠାରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ଯୋଗଦେଲେ ଜିଲ୍ଲା ଯୁବ ରେଡକ୍ରସ ସଂଯୋଜକ
ରାଇକିଆ: ସ୍ଥାନୀୟ ସ୍ୱସ୍ତିକ କଲ୍ୟାଣ ମଣ୍ଡପରେ ଜିଲ୍ଲା ବିଜେପିର କାର୍ଯ୍ଯକାରିଣୀ ବୈଠକ ଅନୁଷ୍ଠିତ; ଯୋଗଦେଲେ ରାଜ୍ୟ ସାଧାରଣ ସମ୍ପାଦକ
ରାଇକିଆ: ୫ଟି ବିଦ୍ୟାଳୟର ରୂପାନ୍ତିକରଣ କାର୍ଯ୍ୟ ପାଇଁ ରାଇକିଆ ବ୍ଲକ କାର୍ଯ୍ୟାଳୟରେ ଭର୍ଚୁଆଲ ବୈଠକ ଅନୁଷ୍ଠିତ
ରାଇକିଆ: ଆସନ୍ତାକାଲି ରାଇକିଆ ଅଞ୍ଚଳରେ ସକାଳ ୮ ଟାରୁ ୧୧ ପର୍ଯ୍ୟନ୍ତ ବନ୍ଦ ରହିବ ବିଦ୍ୟୁତ ସରବରାହ
ରାଇକିଆ: ଚାଞ୍ଚେଡି ପଞ୍ଚାୟତର ବିଭିନ୍ନ ଗ୍ରାମରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ
ଫୁଲବାଣୀ ସହର: ଦାରିଙ୍ଗବାଡ଼ି ଥାନା ପରିସରରେ ତହସିଲଦାରଙ୍କ ଉପସ୍ଥିତିରେ ଶାନ୍ତି କମିଟି ବୈଠକ; ବିବାଦୀୟ ଜାଗାରେ ଯଜ୍ଞ ନକରିବାକୁ ନିଆଗଲା ନିଷ୍ପତ୍ତି
ଫୁଲବାଣୀ ସହର: ସାପ କାମୁଡ଼ାରେ ଗୁରୁତର ଥିବା ବରଡ଼ିକିଆ ଗ୍ରାମର ଯୁବକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ
ବ୍ରାହ୍ମଣୀ ଗାଁ: ୧୨ଦଫା ଦାବି ନେଇ ବ୍ଲକ ପାଚିକା ଓ ସହାୟିକାଙ୍କ ପକ୍ଷରୁ ମୁଖ୍ଯମନ୍ତ୍ରୀଙ୍କ ଉର୍ଦ୍ଦେଶ୍ଯରେ ଦାରିଙ୍ଗବାଡ଼ି ବିଇଓଙ୍କ ଜରିଆରେ ଦାବିପତ୍ର ପ୍ରଦାନ
ରାଇକିଆ: ସ୍ବସ୍ତିକ କଲ୍ୟାଣ ମଣ୍ଡପରେ ପ୍ରଧାନମନ୍ତ୍ରୀ ବିଶ୍ବକର୍ମା ଯୋଜନା ନେଇ ବିଜେପି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ
ରାଇକିଆ: ବଗାଡି ଗାଁ ପାଖରେ ତାର ଧରି ନଦୀ ପାର ହେବା ବେଳେ ନଦୀ ମଝିରେ ଛିଣ୍ଡିଲା ତାର; ଶବ ବାହକଙ୍କ ସହ ଭାସିଗଲା ମୃତଦେହ, ସମସ୍ତେ ସୁରକ୍ଷିତ ଉଦ୍ଧାର
ଫୁଲବାଣୀ ସହର: ରେଳବାଇ କ୍ରିୟାନୁଷ୍ଠାନ କମିଟି,ଫୁଲବାଣୀ ପକ୍ଷରୁ ସ୍ଥାନୀୟ ବନାନୀ କଳା ସଙ୍ଗମ କାର୍ଯ୍ଯାଳୟରେ ଜରୁରୀ ବୈଠକ ଅନୁଷ୍ଠିତ
ରାଇକିଆ: ବିଅରପାଙ୍ଗା ଗ୍ରାମର ଶୁଭଶ୍ରୀଙ୍କ ହତ୍ଯା ଘଟଣା,ପରିବାର ଲୋକ ଆଣିଲେ ହତ୍ଯା ଅଭିଯୋଗ, ସ୍ବାମୀକୁ ବାନ୍ଧିଲା ପୋଲିସ
ରାଇକିଆ: ବୁଲେଟ ବାଇକ ମଧ୍ଯରେ କନବାଗେରୀ ନିକଟରେ ମୁହାଁମୁହିଁ ଧକ୍କାରେ ରାଇକିଆ ବାନ୍ଦାପାଙ୍ଗା ଅଞ୍ଚଳର ଦୁଇ ଗୁରୁତରଙ୍କୁ କରାଗଲାଫୁଲବାଣି ସ୍ଥାନାନ୍ତର
ରାଇକିଆ: ମୁଠାବାଲି ଠାରେ ପୋଲ ଉପରୁ ଖସିପଡି ଖଡ୍ଗ ନଦୀରେ ଭାସିଯାଇଥିବା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କଲେ ଅଞ୍ଚଳବାସୀ
ରାଇକିଆ: ମୁଠାବାଲି ଗ୍ରାମ ନିକଟ ଖଡ୍ଗ ନଦୀ ପୋଲ ଉପରୁ ଖସି ପଡି ନଦୀ ଗର୍ଭରେ ଜଣେ ବ୍ୟକ୍ତି ନିଖୋଡ
ରାଇକିଆ: ଡାଦିସୋରୁ ଜଙ୍ଗଲରୁ ବାକିଙ୍ଗିଆ ଗ୍ରାମର ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର
ବ୍ରାହ୍ମଣୀ ଗାଁ: ଜନ୍ମାଷ୍ଟମୀ ପର୍ବ ପାଳନ ନେଇ ବ୍ରାହ୍ମଣୀଗାଁରେ ସୁରକ୍ଷା ବ୍ୟବସ୍ଥା କଡାକଡି, ପୋଲିସର ଫ୍ଳାଗମାର୍ଚ୍ଚ ଅନୁଷ୍ଠିତ
ରାଇକିଆ: ପେଟାପାଙ୍ଗା ହତ୍ଯା ଘଟଣାରେ ପୁତୁରାକୁ ଗିରଫ କରି କୋର୍ଟ ଚାଲାଣ କଲା ରାଇକିଆ ପୋଲିସ
ରାଇକିଆ: ରାଇକିଆ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ନୁତନ ଛାତ୍ରୀ ନିବାସ ଉଦଘାଟନ ଉତ୍ସବରେ ଯୋଗଦେଲେ ବ୍ଳକ ଶିକ୍ଷା ଅଧିକାରୀ
ରାଇକିଆ: ତହସିଲଦାରଙ୍କ ପ୍ରତିଶ୍ରୁତି ପରେ ବ୍ରାହ୍ମଣୀଗାଁ ବନ୍ଦରୁ ଓହରିଲେ ଅଞ୍ଚଳବାସୀ
ରାଇକିଆ: ବଡବାରବା ଗ୍ରାମର ମା' କନ୍ଧୁଣୀଦେବୀ ମନ୍ଦିରର ନବୀକରଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ