Public App Logo
Profile Picture

ବରପାଲି ନିଉଜ୍

@sahu.chittaranjan1
40153Followers
21Following
ବରପାଲି: ହଳଦୀପାଲି ଗ୍ରାମ ରାଧାକୃଷ୍ଣ ମନ୍ଦିର ରୂପାନ୍ତରିକରଣର ଶୁଭ ଶିଳାନ୍ୟାସ କଲେ ମନ୍ତ୍ରୀ ରିତା ସାହୁ
ବରପାଲି: ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଜାତୀୟ ସେବା ସଂସ୍ଥା ଦିବସ ପାଳିତ; ଯୋଗଦେଲେ ତହସିଲଦାର
ବରପାଲି: ହଳଦୀପାଲି ଛକ ଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା, ଦୁଇ ଜଣ ବୁର୍ଲା ସ୍ଥାନାନ୍ତରରିତ
ବରପାଲି: ଗୁଜରାଟ ଏଥେଲେଟ ମିଟର ସ୍ୱର୍ଣ୍ଣ ପଦକ ବିଜେତା ତୋଷମତି ବିଶ୍ଵାଳଙ୍କୁ ଜଗନ୍ନାଥ ନଗର ଠାରେ ସମ୍ବର୍ଦ୍ଧିତ କଲେ ତହସିଲଦାର
ବରପାଲି: ଭଟିଗାଁ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଆଜି ସଂନ୍ଧ୍ୟାରେ ହେଉଥିବା ବିଶ୍ୱକର୍ମା ପୂଜା କାର୍ଯ୍ୟକ୍ରମରେ ଯୋଗଦେଲେ ମନ୍ତ୍ରୀ ରିତାସାହୁ
ବରପାଲି: ସହରର ହେଉଥିବା  ବିଶ୍ୱ କର୍ମାପୂଜା ମଣ୍ଡପରେ ଆଜିରାତ୍ର ୮ ଘଣ୍ଟାସମୟରେ ମନ୍ତ୍ରୀ ରିତାସାହୁ  ପ୍ରଭୁ ବିଶ୍ୱକର୍ମାଙ୍କ ଠାର କଲେ ପୂଜାର୍ଚ୍ଚନା।
ବରପାଲି: ସହରରେ ଆଜି ଅପରାନ୍ହ ଘ ୪ ସମୟରେ ବିଜ୍ଞାପିତଅଞ୍ଚଳ ପରିଷଦ ତହସିଲଅଫିସ,ବ୍ଲକ ଅଫିସ ଓ ସ୍ଥାନୀୟ ଗାଡିଚାଳକ ସଂଘ ପକ୍ଷରୁ ବିଶ୍ୱକର୍ମାପୂଜା ପାଳିତ।
ବରପାଲି: ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ ଭୂମିହୀନ ମାନଙ୍କୁ ପଟ୍ଟା ବଣ୍ଟନ କଲେ ମନ୍ତ୍ରୀ ରୀତା ସାହୁ
ବରପାଲି: ବରପାଲି ସୁକାନ୍ତି ହେଣ୍ଡଲୁମ୍ ରେ ବୁଣାକାର ମାନଙ୍କ ଏକ ୪୫ ଦିନିଆ ଶିବିର କୁ ଆଜିସନ୍ଧ୍ୟା  ୫ ଘଣ୍ଟା ସମୟରେ ଉଦଘାଟନ କଲେ ମନ୍ତ୍ରୀ ରୀତା ସାହୁ
ବରପାଲି: ଆଜିଦିନ ଘ୧୨ ସମୟରେ ବରପାଲି ପ୍ରାଥମିକ ଶିକ୍ଷକସଂଘ ପକ୍ଷରୁ ସ୍ଥାନୀୟ BEOଙ୍କ କାର୍ଯାଲୟ ସମ୍ମୁଖରେ ବିକ୍ଷୋବ ଓ କାର୍ଯ୍ୟ ବନ୍ଦ ଆନ୍ଦୋଳନ।
ବରପାଲି: ମେକଦୁମଟିକ୍ରାଠାରେ ଶିବ ମନ୍ଦିରର ଭୂମି ପୂଜନ କଲେ ମନ୍ତ୍ରୀ ରିତା ସାହୁ
ବରପାଲି: ଭଟିଗାଁ ଉଚ୍ଚବିଦ୍ୟାଳୟ ପରିସରରେ ଆଜି ଛାତ୍ରଛାତ୍ରୀଙ୍କ ମଙ୍ଗଳକାମନା କରି ଶାନ୍ତି ଯଜ୍ଞ ଅନୁଷ୍ଠିତ, ଯୋଗଦେଲେ ମନ୍ତ୍ରୀ
ବରପାଲି: ଖେମେସରା ଗ୍ରାମରେ ନାଗବାଚା ମନ୍ଦିର ନିର୍ମାଣ ପାଇଁ ଶୁଭ ଦେଲେ ମନ୍ତ୍ରୀ ରୀତା ସାହୁ
ବରପାଲି: ବାଗବାଡ଼ି ହାଇସ୍କୁଲରୁ ଗତ କାଲି ରାତିରେ ଚୋରି ନେଇ ଥାନାରେ ଲିଖିତ ଅଭିଯୋଗ କଲେ ପ୍ରଧାନ ଶିକ୍ଷୟିତ୍ରୀ
ବରପାଲି: କନବାର ଗ୍ରାମରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ରାଜମିସ୍ତ୍ରୀଙ୍କ ମୃତ୍ୟୁ
ବରପାଲି: ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଆଜି ଦିନ ୧ ଘଣ୍ଟା ସମୟରେ ବିଶ୍ଵ ପ୍ରାଥମିକ ସହାୟତା ଦିବସ ପାଳିତ।
ବରପାଲି: ଏନଏସି ଅଫିସରେ ଅଭିନବ ଢଙ୍ଗରେ ଟ୍ରାଫିକ ସମସ୍ୟାର ପ୍ରତିବାଦ କଲା ଶ୍ରୀରାମ ସେନା, ବୁଲା ଗାଈ ଗୋରୁଙ୍କୁ ଏନଏସି ପରିସରକୁ କରାଗଲା ପ୍ରବେଶ
ବରପାଲି: କଣ୍ଟାପାଳିର ଯୁବତୀ ନିଖୋଜ ନେଇ ବରପାଲି ଥାନାରେ ଅଭିଯୋଗ କଲେ ପରିବାର ଲୋକେ
ବରପାଲି: ଡାକବଙ୍ଗଳାପଡାର ବ୍ୟକ୍ତିଙ୍କ ଘରେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
ବରପାଲି: ସତଲମା ଗ୍ରାମରେ ଅଷ୍ଟପ୍ରହରୀ ନାମଯଜ୍ଞରେ ଯୋଗଦେଲେ ଭଟଲି ବିଧାୟକ ସୁଶାନ୍ତ ସିଂ
ବରପାଲି: ଝୁଲୋପାଲି ଗ୍ରାମରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ପୋଲିସର ତଦନ୍ତ ଆରମ୍ଭ
ବରପାଲି: ଗଙ୍ଗାଧର କଲ୍ୟାଣ ମଣ୍ଡପ ଠାରେ ଯାଦବ ସମାଜ ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଲେ ସାଂସଦ
ବରପାଲି: ଗଙ୍ଗାଧର କଲ୍ୟାଣମଣ୍ଡପଠାରେ ଆଜି ସନ୍ଧ୍ୟାଘ୬ ସମୟରେବ୍ଲକ ଯାଦବ ସମାଜପକ୍ଷରୁ ସାର୍ବଜନୀନ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ଉତ୍ସବରେ ଯୋଗଦେଲେ ମନ୍ତ୍ରୀ
ବରପାଲି: ଦୈନିକ ବଜାର ନିକଟ ଏକ ଘର ସମ୍ମୁଖରୁ ବାଇକ ଚୋରି ନେଇ ଥାନାରେ ଅଭିଯୋଗ
ବରପାଲି: ନେହେରୁ ନଗର ବରପାଲି ବଲାଙ୍ଗୀର ରାସ୍ତାରେ ଟ୍ରକର ପଛରେ ପିଟି ହେଲା କାର; ଜଣେ ମୃତ, ଅନ୍ୟ ଜଣେ ଗୁରୁତର