Public App Logo
Profile Picture

Gyana Ranjan Biswal

@gyanabiswal
2700Followers
1Following
କୋଣାର୍କ: ବିଶ୍ଵ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କଲେ ଭାରତର ମୂଖ୍ୟ ନିର୍ବାଚନ କମିଶନର ଶ୍ରୀଯୁକ୍ତ ଜ୍ଞାନେନ୍ଦ୍ର କୁମାର ।
କାକଟପୁର: କାକଟପୁର ବ୍ଲକରେ ଅଙ୍ଗନବାଡ଼ି କେନ୍ଦ୍ରରେ ମିଳୁଛି କମ୍ ଓଜନର ସାମଗ୍ରୀ, ତଦନ୍ତ ପାଇଁ ଦାବି।
କୋଣାର୍କ: ରିଙ୍ଗରୋଡ ଛକ ନିକଟରେ କାର ଓ ବାଇକ୍ ମଧ୍ୟରେ ଧକ୍କା, ଦୁଇ ବାଇକ୍ ଆରୋହୀ ଆହତ
କାକଟପୁର: ବାଙ୍ଗୁରିଗାଁ ନିକଟରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ, ଚାଳକ ଆହତ
ଗୋପ: ଗୋଲାସାହି ଗ୍ରାମରେ ନବ ବିବାହିତା ମହିଳାଙ୍କ ଆତ୍ମହତ୍ୟା ଘଟଣା, ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଲା ପୋଲିସ
ଗୋପ: ପାଣିଛତ୍ର ନିକଟରେ ୨ ବାଇକ ମୁହାଁମୁହିଁ ଧକ୍କା ଘଟଣା; ମେଡିକାଲରେ ଜଣେ ମୃତ, ଜଣେ ଗୁରୁତରଙ୍କ ଚିକିତ୍ସା ଜାରି
କୋଣାର୍କ: ବାଲିଦୋକାନ ବଜାରରେ ଥିବା ଏକ ଫାଷ୍ଟଫୁଡ ଦୋକାନରୁ ବିଳମ୍ବିତ ରାତିରେ ରୋଷେଇ ସାମଗ୍ରୀ ଲୁଟିନେଲେ ଦୁବୃର୍ତ୍ତ
ଗୋପ: ଗଣେଶ୍ୱରପୁର ନିକଟରେ ଅର୍ଗସ୍ ଟିଭିର ଜନମଞ୍ଚ କାର୍ଯ୍ୟକ୍ରମରେ ହଠାତ୍ ପଶି ଗଣ୍ଡଗୋଳ କଲେ ବିଜେଡ଼ି କର୍ମୀ; ଘଟଣା ସ୍ଥଳରେ ପୋଲିସର ହସ୍ତକ୍ଷେପ
କୋଣାର୍କ: ଗୋଧନପଡା ନିକଟ ଫାର୍ମ ହାଉସରୁ ବିଳମ୍ବିତ ରାତିରେ ଚୋରି, ପୋଲିସ ଓ ସାଇଣ୍ଟିଫିକ ଟିମ୍ ପକ୍ଷରୁ ତଦନ୍ତ
ପୁରୀ ମ୍ୟୁନିସିପାଲଟି: ଗୋପିନାଥପୁର ସ୍କୁଲ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ; ୮୩ ଗ୍ରାମ ବ୍ରାଉନ ସୁଗାର ଜବତ ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ
ନିମାପଡା: କୁଶଭଦ୍ରା ବ୍ରିଜ ତ୍ରିନାଥ ମନ୍ଦିର ସମ୍ମୁଖରେ ଅବକାରୀ ପୋଲିସ ପକ୍ଷରୁ ଚଢାଉ, ୮୦ ଗ୍ରାମ ବ୍ରାଉନସୁଗାର୍ ଜବତ ସହ ଅଭିଯୁକ୍ତ କୋର୍ଟ ଚାଲାଣ
କାକଟପୁର: ମା' ମଙ୍ଗଳାଙ୍କ ନାମରେ ଫେସବୁକ୍ ପେଜରେ ଅଶ୍ଳୀଳ ଫଟୋ ପୋଷ୍ଟକୁ ନେଇ ସାମ୍ବାଦିକ ସଂଘ ପକ୍ଷରୁ ଥାନାରେ ମାମଲା
ପୁରୀ ମ୍ୟୁନିସିପାଲଟି: କାଶୀହରିପୁର ନିକଟରେ ଅବକାରୀ ପୋଲିସ ପକ୍ଷରୁ ଚଢଉ; ୭୫ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଅଭିଯୁକ୍ତ କୋର୍ଟଚାଲାଣ
ପୁରୀ ମ୍ୟୁନିସିପାଲଟି: ରେଳ ଷ୍ଟେସନରୁ ପୁରୀରୁ ରାଉରକେଲା ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ; ଆରମ୍ଭ ହେଲା ଟ୍ରାଏଲ୍ ରନ
ପୁରୀ ମ୍ୟୁନିସିପାଲଟି: ଶ୍ରୀ ମନ୍ଦିରରେ ଋଷି ପଞ୍ଚମୀ ତିଥି ପାଳନ ନେଇ ସିଂହଦ୍ଵାର ସମ୍ମୁଖରେ ପ୍ରତିକ୍ରିୟା ରଖିଲେ ସଂସ୍କୃତି ଗବେଷକ ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା
ସଦର: ଛଇତନା ନିକଟରେ ପୂର୍ବ ଶତ୍ରୁତାକୁ ନେଇ ଜଣେ ବ୍ୟକ୍ତିଙ୍କୁ କଟୁରିରେ ହାଣି ହତ୍ୟା ଉଦ୍ୟମ; ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି
ଅସ୍ତରଙ୍ଗ: ଜିଉନ୍ତି ଛକ ନିକଟରେ ବାଇକ ଦୁର୍ଘଟଣା; ମେଡିକାଲରେ ଜଣେ ମୃତ
ଅସ୍ତରଙ୍ଗ: ଜିଉନ୍ତି ଛକ ନିକଟରେ ଅଜଣା ଗାଡ଼ି ଧକ୍କାରେ ୩ ବାଇକ ଆରୋହୀ ଗୁରୁତର; ମେଡିକାଲରେ ଭର୍ତ୍ତି
ଗୋପ: ବ୍ଲକ ସମ୍ମୁଖରେ ବିପ୍ଲବୀ ସଙ୍ଗଠନ ପକ୍ଷରୁ 5T ସଚିବ ଭିକେ ପାଣ୍ଡିଆନଙ୍କ କୁଶପୁତ୍ତଳିକା ଦାହ
ରାମଚଣ୍ଡୀ: ମେରାଇନ ରାସ୍ତା ଡିଆରଡିଓ ନିକଟରେ କାର ଓ ମୋ ବସ ଦୁର୍ଘଟଣା; ଉଦ୍ଧାର କାର୍ଯ୍ୟ ପରେ ପ୍ରତିକ୍ରିୟା ରଖିଲେ ଚମ୍ପାହାର ଅଗ୍ନିଶମ ଅଧିକାରୀ
ନିମାପଡା: ସର୍ବାପଡ଼ା ନିକଟରେ ଦାଦାବଟି ଆଦାୟ କରି ଧମକ ଦେବା ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ
ଗୋପ: ପାଣିଛତ୍ର ନିକଟରେ ବ୍ୟବସାୟୀଙ୍କ ଠାରୁ ଟଙ୍କା ଲୁଟ ଘଟଣା, ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କଲା ପୋଲିସ
ଗୋପ: ଏରବଙ୍ଗ ଗ୍ରାମରୁ ଯୁବକ ନିଖୋଜ, ଗୋପ ଥାନାରେ ଅଭିଯୋଗ
କୋଣାର୍କ: ବନାଖଣ୍ଡି ଛକ ନିକଟରେ ରାସ୍ତା ଅବରୋଧ ଘଟଣା; ୩ ଘଣ୍ଟା ଅଟକି ପୋଲିସକୁ ଘେରିଲେ ଶତାଧିକ ପର୍ଯ୍ୟଟକ, ପ୍ରତିକ୍ରିୟା ରଖିଲେ ଅସନ୍ତୁଷ୍ଟ ପର୍ଯ୍ୟଟକ
କୋଣାର୍କ: ବନାଖଣ୍ଡି ଛକ ନିକଟରେ ରାସ୍ତା ନିର୍ମାଣ ଦାବି ନେଇ ରାସ୍ତାରୋକ କଲେ ଗ୍ରାମବାସୀ, ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ