Public App Logo
Profile Picture

Mahesh Mishra

@maheshmiki33
65580Followers
327Following
ନୟାଗଡ: ରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପକ୍ଷରୁ ନୀଳମାଧାବ କଲ୍ୟାଣ ମଣ୍ଡପ ପରିସରରେ ଆସ ଆମେ ଶିଶୁଙ୍କୁ ବୁଝିବା ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଟିତ
ନୟାଗଡ: ସତସଙ୍ଗ ବିହାର ଆଗରେ ଦୁଇ ବାଇକ ମଧ୍ୟରେ ଦୁର୍ଘଟଣା; ୨ ଗୁରୁତର
ନୟାଗଡ: ଦୁଇ ଯାତ୍ରୀବାହି ବସର ଦାଦା ଗିରି, ଯାତ୍ରୀ ଉଠାଇବାକୁ ନେଇ ଦୁଇ ବସର ବିବାଦ ଯୋଗୁ ଦୀର୍ଘ ସମୟ ଧରି ମୁଖ୍ୟଛକ ଠାରେ ଜାମ ହେଲା ରାସ୍ତା
ନୟାଗଡ: ଜିଲା ପୋଲିସର ସ୍ପେସାଲ୍ ଡ୍ରାଇଭ, ନିଖୋଜ 192 ଜଣ ଉଦ୍ଧାର
ନୟାଗଡ: ଜିଲ୍ଲା ସାମ୍ବାଦିକ ଭବନରେ ଗଜାନନଙ୍କ ପୂଜାରେ ବିଧାୟକଙ୍କ ଯୋଗଦାନ
ନୟାଗଡ: ପଣ୍ଡୁସର ବ୍ରିଜ ଠାରେ ବାଇକ ସହ ତଳକୁ ଖସିଲେ ଜଣେ ବ୍ୟକ୍ତି; ସ୍ଥାନୀୟ ଲୋକଙ୍କ ଦ୍ବାରା ଉଦ୍ଧାର
ନୟାଗଡ: ନୂଆ ବସଷ୍ଟାଣ୍ଡ ସମ୍ମୁଖରୁ ନର୍ସଙ୍କ ଠାରୁ ସୁନାଚେନ ଲୁଟ ଘଟଣାରେ ୨ ଅଭିଯୁକ୍ତଙ୍କୁ ଧରିଲା ଟାଉନ ଥାନା ପୋଲିସ
ନୟାଗଡ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ସ୍ବଚ୍ଛତା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ବିଧାୟକ
ନୟାଗଡ: ସଦର ପୋଲିସ ଦ୍ବାରା ପାଣିପୋଇଲା ଚିନିକଳରୁ ଚୋରି ବିଭିନ୍ନ ସାମଗ୍ରି ଜବତ, ଜଣେ ଗିରଫ
ନୟାଗଡ: ଜିଲା ପାଇଁ 5ଟି ଭ୍ରାମ୍ୟମାଣ ପ୍ରାଣୀ ଆମ୍ଭୁଲାନ୍ସ ଜୋଗାଇ ଦେବା ସହ କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ କରିଲେ ଉଦଘାଟନ
ନୟାଗଡ: ଦଳ ବିରୋଧୀ କାର୍ଯ୍ୟ ଉପରେ ମତ ରଖିଲେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ
ନୟାଗଡ: ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ନେତା ସମ୍ବିତ ପାତ୍ରଙ୍କୁ କଳାପତକା ପ୍ରଦର୍ଶନ ଓ ଅଣ୍ଡାମାଡ଼ କଲେ ନିଜ ଦଳର କର୍ମୀ
ନୟାଗଡ: ତୁଳସୀପୁର ଛକ ନିକଟରୁ ୨୮ କେଜି ଗଞ୍ଜେଇ ଜବତ ସହ ୩ ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ
ନୟାଗଡ: ଇଟାମାଟି ବସଷ୍ଟାଣ୍ଡ ଠାରେ ଟ୍ରକ ସହ ଧକ୍କା ହୋଇ ଜଳିଗଲା ବାଇକ, ୨ ଜଣ ଗୁରୁତର
ନୟାଗଡ: ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାରେ ଲକ୍ଷ୍ମୀପ୍ରସାଦ ଗାଁର ଅଭିଯୁକ୍ତକୁ ୧୦ ବର୍ଷର କାରାଦଣ୍ଡାଦେଶ ଶୁଣାଇଲେ ଅତିରିକ୍ତ ଜିଲ୍ଲାଜଜ୍
ଦଶପଲ୍ଲା: ଗୋଳାହାଣ୍ଡି ବସଷ୍ଟାଣ୍ଡ ନିକଟରୁ ବିଭିନ୍ନ ମାଦକ ଦ୍ରବ୍ୟ ଜବତ, ଜଣକୁ ଗିରଫ କଲା ଦଶପଲ୍ଲା ପୋଲିସ
ନୟାଗଡ: ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନର ଆଡଭାଇଜରି କମିଟି ବୈଠକ ଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ
ନୟାଗଡ: ଆସନ୍ତା ୩ ଦିନ ଧରି ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ସତର୍କ କରାଇବା ସହ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ
ନୟାଗଡ: ଛାତ୍ରୀ ନିବାସରେ କାର୍ଯ୍ୟରତ ରୋଷେୟାଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ ସହ ଦାବିପତ୍ର ପ୍ରଦାନ
ବାଣିଗୋଛା: ବାଣିଗୋଛା ମୁଖ୍ୟ ଛକରୁ ୧୨ କିଲୋ ଗଞ୍ଜେଇ ଜବତ ସହ ଜଣଙ୍କୁ ଗିରଫ କଲା ପୋଲିସ
ନୟାଗଡ: ଜିଲ୍ଲାରେ ବିନା ଡ୍ରାଇଭିଂ ଲାଇସେନ୍ସରେ ଗାଡି ଚଳାଉଥିବା ଛାତ୍ରଛାତ୍ରୀଙ୍କ ଉପରେ ରୋକ ଲଗାଇଲେ ନୟାଗଡ଼ ଏସପି
ନୟାଗଡ: ସିନ୍ଦୁରିଆ ଅଞ୍ଚଳରୁ ବ୍ରାଉନ ସୁଗାର ଜବତ ସମେତ ଜଣଙ୍କୁ ଗିରଫ କଲା ଟାଉନ ଥାନା ପୋଲିସ
ନୟାଗଡ: କନ୍ଦଳବ, ନାରାୟଣୀ ପାର୍କ ଆଦି ସ୍ଥାନରୁ ଗଞ୍ଜେଇ ଓ କଫ ସିରଫ ଜବତ ଘଟଣାରେ ଗିରଫ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା ପୋଲିସ
ନୟାଗଡ: ଆଙ୍କୁଲେଇ ପାଟଣାରୁ ବାଇକ ଚୋରି ଘଟଣାରେ 2 ଅଭିଯୁକ୍ତଙ୍କୁ କୋଟିନାଡା ଓ ବୁଗୁଡା ଥାନା ଅଞ୍ଚଳରୁ ଗିରଫ କଲା ଇଟାମାଟି ପୋଲିସ
ନୟାଗଡ: ଯୁବତୀଙ୍କ ଠାରୁ ଲୋନ ଦେବା ନାଁରେ ଠକେଇ ଘଟଣାରେ ୨ ଆନ୍ତଃରାଜ୍ୟ ସାଇବର ଠକଙ୍କୁ ବିହାରରୁ ଗିରଫ କଲା ଟାଉନ ପୋଲିସ