Public App Logo
Profile Picture

Subarnapur crime news

@satyarasandhan
6451Followers
18Following
ବିନିକା: ବାବୁପାଲି ଗ୍ରାମରେ ଘର ଭଡ଼ା ମାଗିବାରୁ ମହିଳାଙ୍କୁ ଗାଳିଗୁଲଜ, ଥାନାରେ ମାମଲା ରୁଜୁ
ବୀରମହାରାଜପୁର: ପଲାସ ଛକରେ ବାଇକ ଦୁର୍ଘଟଣାରେ ଜଣେ ଆହତ ଘଟଣା, ଥାନାରେ ମାମଲା ରୁଜୁ
ତରଭା: ସିଣ୍ଢୋଲ ଗାଁରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଥାନାରେ ମାମଲା ରୁଜୁ
ବିନିକା: ସିଙ୍ଗିଯୁବାରେ ବିଜେଡି ନେତାଙ୍କ ଘରେ କେନ୍ଦ୍ରୀୟ ଆୟକର ବିଭାଗର ଚଢ଼ାଉ ଜାରି ।
ଡୁଙ୍ଗୁରିପାଲି: ଚିଙ୍ଗେରକଟା କେନାଲ ନିକଟରୁ ଝୁଲନ୍ତା ଅବସ୍ଥାରେ ଅଜଣା ଗଳିତ ମୃତଦେହ ଉଦ୍ଧାର, ପୋଲିସର ତନାଘନା ଜାରି
ତରଭା: ବଡବାହାଲି ଗାଁରେ ବଧୂ ହତ୍ୟା ମାମଲା, ଜଣକୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ
ବୀରମହାରାଜପୁର: କଇରାଝୁଲି ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କାରେ ଜଣଙ୍କ ମୃତ୍ୟୁ ଘଟଣା, ଥାନାରେ ମାମଲା ରୁଜୁ ।
ବିନିକା: ଘୋଡାଧାର ନିକଟରୁ ୧୧ କେଭି ବିଦ୍ୟୁତ୍ ତାର ଚୋରି ଘଟଣା, ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ବିନିକା ପୋଲିସ
ସୋନପୁର: ସରଧାପାଲି ଗୋପାଳ ରାଇସ ମିଲ ପରିସରରେ ପୁସ୍ତକ ଉନ୍ମୋଚନ ଓ ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ସୋନପୁର: ମେଟାକାନି ଛକରୁ ୬ କେଜି ଗଞ୍ଜେଇ ଜବତ, ୨ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଲା ଅବକାରୀ ବିଭାଗ ।
ତରଭା: ତରଭା ଥାନା ଅନ୍ତର୍ଗତ ରୁଗୁଡ଼ିପାଳି ଗାଁରେ ୬୧ ବର୍ଷୀୟ ବୃଦ୍ଧଙ୍କ ମୃତ ଦେହ ନାଳରୁ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ ।
ବୀରମହାରାଜପୁର: ଆମ୍ବସରଭଟାରେ ବିଲରେ ପାଣି ମଡା ବିବାଦରୁ ହତ୍ୟାକାଣ୍ଡ ଘଟଣା, ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା ପୋଲିସ।
ବିନିକା: ଗୁଲାପଡ଼ାରେ ଝିଅ ଜ୍ବାଇଁ ଙ୍କ ବିବାଦ ସମାଧାନ କରିବାକୁ ଯାଇ ଶ୍ବଶୁର ମାଡ଼ ଖାଇବା ଘଟଣାରେ ତିନି ଜଣ ଗିରଫ ।
ସୋନପୁର: ସାନଝିଙ୍କିରେ ଘର କାମ କରିବାକୁ କହି ଟଙ୍କା ନେଇ କାମ ନକରିବାରୁ ଠିକାଦାରଙ୍କ ନାମରେ ଥାନାରେ ମାମଲା ରୁଜୁ।
ସୁବଳୟା: ଆମ୍ବସରଭଟା ଗ୍ରାମରେ ଜମି ବାଡ଼ି ବିବାଦକୁ ନେଇ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
ରାମପୁର: ମିର୍ଦ୍ଧାପାଲି ଅଙ୍ଗନୱାଡି କେନ୍ଦ୍ରରୁ ଗ୍ୟାସ ସିଲିଣ୍ଡର ଓ ଚୁଲା ଚୋରି ୯ ଦିନ ପରେ ଥାନାରେ ମାମଲା ରୁଜୁ।
ବିନିକା: ତୁଲୁଣ୍ଡୁପାଲିରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ, ଉଭୟ ପକ୍ଷରୁ ଥାନାରେ ମାମଲା ରୁଜୁ
ସୋନପୁର: ବୈଦ୍ୟନାଥରେ ମଦ୍ୟପ ବ୍ୟକ୍ତି ସାଇକେଲ ଚୋରି କରିବା ସହ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ଘଟଣା, ଜଣକୁ ଗିରଫ କଲା ସ୍ଥାନୀୟ ପୋଲିସ
ସୋନପୁର: ଧିବରପଡା ସ୍ଥିତ ସୁରେଶ୍ୱରୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମାତୃ- ଶିକ୍ଷକ ସମ୍ମିଳନି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ସୋନପୁର: ପିପିଲିପାଲି ଆଦର୍ଶ ବିଦ୍ୟାଳୟରେ ୨୦ ଦଫା ଦାବି ନେଇ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଦ୍ବାରା କଲା ବ୍ୟାଚ ପରିଧାନ।
ସୋନପୁର: ସୁରେଶ୍ଵରୀ ମନ୍ଦିରରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ସୋନପୁର ଶାଖାର ପୁନର୍ଗଠନ ସହ ଜରୁରୀ ବୈଠକ ଅନୁଷ୍ଠିତ
ତରଭା: ସୁବର୍ଣ୍ଣପୁର-ବଲାଙ୍ଗୀର ସୀମାନ୍ତ ୫୭ ନଂ ଜାତୀୟ ରାଜପଥରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ତରଭା ଅଞ୍ଚଳର ୩ ଅଭିଯୁକ୍ତ ଗିରଫ
ତରଭା: ଯୁରାବନ୍ଧ ଗାଁରେ ଜମିବାଡି ବିବାଦକୁ ନେଇ ୧୧ ଜଣଙ୍କ ନାମରେ ଥାନାରେ ମାମଲା ରୁଜୁ
ଡୁଙ୍ଗୁରିପାଲି: ଡ଼ବଲଙ୍ଗ ଗାଁରେ ମହିଳାଙ୍କୁ ଅସଦାଚରଣ ସହ ଗଣ୍ଡଗୋଳ ଘଟଣାରେ ଜଣକୁ ଗିରଫ କଲା ଲଛିପୁର ପୋଲିସ।
ବିନିକା: ବିନିକା ସହରରେ ଦୋକାନରୁ ଗ୍ରୋସରୀ ସାମଗ୍ରୀ ଚୋରି ଘଟଣା: ୪ ଲୁଟେରାଙ୍କୁ ଗିରଫ କଲା ପୋଲିସ