Public App Logo
Profile Picture

ଭୁବନେଶ୍ୱର ଡାଏରୀ

@bhubaneswardiary
5869Followers
1Following
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଠକେଇର ଶିକାର ହୋଇଥିବା ନେଇ ଲିଙ୍ଗରାଜ ଥାନାରେ ଅଭିଯୋଗ କଲେ ୧୦ ରୁ ଅଧିକ ବ୍ୟୁଟିସିଆନ
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଝାରପଡ଼ା ଜେଲର ଅଧିକାରିଣୀଙ୍କ ନାଁରେ ଆଜି ଲକ୍ଷ୍ମୀସାଗର ଥାନାରେ ସାଙ୍ଘାତିକ ଅଭିଯୋଗ ଆଣିଲେ ସମାଜସେବୀ; ମାମଲା ରୁଜୁ
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ପାର୍ବଣ ପାଇଁ ରାଜଧାନୀରେ ଅପରାଧୀଙ୍କ ତାଲିକା ପ୍ରସ୍ତୁତ କଲା ପୋଲିସ, ଲୋୟର ପିଏମଜି କ୍ୟାମ୍ପ ଅଫିସରେ ଡିସିପିଙ୍କ ପ୍ରେସମିଟ
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଗୌତମ ନଗର ଅଞ୍ଚଳରେ ଘର ଭଡାକୁ ନେଇ ଭଡାଟିଆଙ୍କୁ ନିର୍ଯାତନା ଦେବା ଘଟଣା; ଆଜି ଅଭିଯୁକ୍ତ ଘର ମାଲିକ ଗିରଫ
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଡୁମଡ଼ୁମା ସୁବାଷ ନଗର ବସ୍ତିରେ ଘର ଭାଙ୍ଗି ଲୁଟ ଘଟଣା, ସୈନିକ ସ୍କୁଲ ନିକଟରୁ ଅଭିଯୁକ୍ତକୁ ଗିରଫ କଲା ପୋଲିସ
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଶିବ ନଗର ଚିଲ୍ଲୀ ପୋଖରୀ ନିକଟରେ ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରିବା ଘଟଣା, ଆଜି ୨ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ବାଜପେୟୀ ନଗର ଫିଲଡ଼ ସାଲିଆ ସାହି ନିକଟରେ ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଆଜି ଅଭିଯୁକ୍ତ ଗିରଫ
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ପାହାଳ ଥାନା ମହାରଥ ହାଇସ୍କୁଲ ନିକଟରେ ଜଣେ ଡ୍ରାଇଭରଙ୍କ ଠାରୁ ଟଙ୍କା ଓ ମୋବାଇଲ ଛଡାଇନେବା ଘଟଣା; ଅଭିଯୁକ୍ତକୁ ଗିରଫ କଲା ପୋଲିସ
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ନଦୀରେ ବୁଡି ଜୀବନ ଯିବା ଘଟଣା: ରାଜଧାନୀର ସମସ୍ତ ନଦୀ ଓ କେନାଲରେ ଲାଗିଲା ସୂଚନା ଫଳକ, ଏନେଇ ଆଜି ଲୋୟର ପିଏମଜିରେ ସୂଚନା ଦେଲେ ଡିସିପି
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଲୋୟର ପିଏମଜିରେ ଆଶା କର୍ମୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି, ବ୍ୟାପକ ପୋଲିସ ଫୋର୍ସ ମୁତୟନ
ଉତ୍ତରା ପୋଲିସ ଷ୍ଟେସନ: ଶିଶୁପାଳଗଡ଼ ପତିତପାବନ ଯୁବ ପାଠାଗାର ନିକଟରେ ଗୋଡ଼ାଇ ଗୋଡ଼ାଇ ହାଣିବା ଘଟଣା, ଆଜି ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା ପୋଲିସ
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ମଞ୍ଚେଶ୍ୱରଶିଳ୍ପାଞ୍ଚଳଲାଫିଏଷ୍ଟା କଲ୍ୟାଣୀମଣ୍ଡପରେ ଭୁବନେଶ୍ୱରବାଲିଯାତ୍ରାପାଇଁ ପ୍ରସ୍ତୁତିବୈଠକ ମୁଖ୍ୟଅତିଥିଭାବେ ଯୋଗଦେଇଥିଲେ ପୋଲିସ କମିଶନର
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ରାଜଧାନୀର ବିଭିନ୍ନ ଅଞ୍ଚଳରୁ 102ଟି ମୋଟର ସାଇକେଲ ଜବତ, ଆଜି 8.35ରେ ଏଜି ଛକ ଟ୍ରାଫିକ ଥାନା ପୋଲିସ ପକ୍ଷରୁ ସୂଚନା
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଶିଖରଚଣ୍ଡୀ ନଗର ରାସ୍ତାରେ ୬୩ ଲିଟର ଦେଶୀ ମଦ ଜବତ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: କ୍ୟାପିଟାଲ ହସ୍ପିଟାଲରେ ୩ କ୍ୱିଣ୍ଟାଲ ଲୁହା ରଡ ଚୋରି ଘଟଣା; ଅଭିଯୁକ୍ତକୁ ପୋଲିସର ଜିମା ଦେଲେ ଲୋକେ
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ପୋଖରୀପୁଟ ଝାର ପୋଖରୀରେ ବୁଡ଼ି ଦୁଇ ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କଲା ପୋଲିସ
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ରେଳ ଷ୍ଟେସନରୁ ଘରକୁ ଫେରୁଥିବା ବେଳେ ଟଙ୍କା ଓ ମୋବାଇଲ ଛଡାଇନେବା ଘଟଣା, ଶାନ୍ତି ନଗର ବସ୍ତି ଅଞ୍ଚଳରୁ ଆଉ ଜଣେ ଅଭିଯୁକ୍ତ ଗିରଫ
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଶିଶୁପାଳଗଡ଼ ଗଣ୍ଡଗୋଳ ଘଟଣାରେ ଆଉ ୨ ଅଭିଯୁକ୍ତଙ୍କୁ ଗିରଫ ନେଇ ଏୟାରଫିଲଡ ଥାନାରେ ପ୍ରେସମିଟରେ ଏସିପିଙ୍କ ସୂଚନା
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ରାଜଧାନୀର ବିଭିନ୍ନ ଅଞ୍ଚଳରେ ରଂ ରୁଟରେ ଗାଡି ଚଳାଉଥିବା ୧୦୨ ଟି ଗାଡ଼ି ଜବତ; ଏଜି ଛକ ଟ୍ରାଫିକ ଥାନାରେ ଏସିପିଙ୍କ ପ୍ରତିକ୍ରିୟା
ମଞ୍ଚେଶ୍ବର: ଭୁବନେଶ୍ୱର ବାଲିଯାତ୍ରା ପଡିଆ ନଦୀ କୁଳ lରୁ ମିଳିଲା ମୃତ ଦେହ, ଘଟଣା ସ୍ଥଳରେ ପୋଲିସ ର
ଛାନଭିନ
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: କିମ୍ସ ହସ୍ପିଟାଲ ପରିସରରେ ଥିବା ବିଦ୍ୟୁତ ଟ୍ରାନ୍ସଫରମରରେ ଅଗ୍ନିକାଣ୍ଡ, ଘଟଣା ସ୍ଥଳରେ ଅଗ୍ନିସମ ବାହିନୀ ପହଂଚି ନିଆଁକୁ କଲେ ଆୟତ
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ବମିଖାଲ ଓଭର ବ୍ରିଜକୁ ଧକା ଦେଲା କାର, ଗୁରୁତର କାର ଚାଳକଙ୍କୁ SCB କୁ ସ୍ଥାନାନ୍ତର
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ସରକାରୀ ଚାକିରୀ କରାଇବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ, ମଞ୍ଚେଶ୍ୱରରୁ ଅଭିଯୁକ୍ତ ଗିରଫ
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ରାଜଧାନୀର ବିଭିନ୍ନ ଅଞ୍ଚଳରୁ 73 ଲିଟର ଦେଶୀ ମଦ ଜବତ ସହ 4 ଜଣଙ୍କୁ ଗିରଫ ନେଇ ବିଜେବି ନଗର ଅଫିସ ପକ୍ଷରୁ ସୂଚନା
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ସିସୋର ଚିଟଫଣ୍ଡ ଠକେଇ ମାମଲା; ଭୁବନେଶ୍ୱର ସିବିଆଇ-୧ କୋର୍ଟରେ ଚାର୍ଜଫ୍ରେମ ଦାଖଲ