Public App Logo
Profile Picture

Sashikanta Behera (9439061617)

@sashikantabehera007
22289Followers
7Following
ନୀଳଗିରି: ଓଡ଼ଙ୍ଗ ଗ୍ରାମରୁ ୬୦ ଗ୍ରାମ ବ୍ରାଉନସୁଗାର ଜବତ; ଜଣେ ଗିରଫ
ବାଲେଶ୍ବର ସଦର: ସହଦେଵଖୁଣ୍ଟା ପୋଲିସ ଦ୍ୱାରା ବାଲେଶ୍ୱର ଟାଉନରୁ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ପାପା ପଣ୍ଡା ଗିରଫ
ବାଲେଶ୍ବର ମ୍ୟୁନିସିପାଲଟି: ଚାନ୍ଦିପୁର ଅଞ୍ଚଳରେ ହତ୍ୟା ଓ ଲୁଟ ଘଟଣାକୁ ନେଇ ପୂର୍ବାଞ୍ଚଳ ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଏସପି
ବାଲେଶ୍ବର ସଦର: ଚାନ୍ଦିପୁର ଥାନା ବୁଢ଼ାବଳଙ୍ଗ ନଦୀପଠାରୁ କେରଳ ଅଂଚଳର ଜଣେ ଯୁବକ ଠାରୁ 15ହଜାର ଟଙ୍କା ଲୁଟ ଅଭିଯୋଗରେ ଗତ ରାତିରେ 2 ଗିରଫ
ବାଲେଶ୍ବର ସଦର: ଆଇନଶୃଙ୍ଖଳା ବିପର୍ଯ୍ୟାସ୍ତ ନେଇ ବିଭିନ୍ନ ଦଳ ପକ୍ଷରୁ ଷ୍ଟେସନ ଛକ ଠାରେ ୧୨ ଘଣ୍ଟିଆ ବନ୍ଦ ସହ ପ୍ରତିବାଦ
ବାଲେଶ୍ବର ମ୍ୟୁନିସିପାଲଟି: ବିବାହ ପରେ ଗର୍ଭବତୀ କରି ନଟାପଡା ଗ୍ରାମର ଯୁବକ ଖଇରା ଥାନାରେ ଅଟକ, ଅଭିଯୋଗ କଲେ ପୀଡିତା
ବାଲେଶ୍ବର ସଦର: ଖନ୍ତାପଡ଼ା ଓ ବାମପଦା ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ, 40 କେଜି ଗଞ୍ଜେଇ ଜବତ ଓ 3 ଗିରଫ
ସୋର: ବରିପଦାରେ ରାସ୍ତା କାମକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୁମୁଳକାଣ୍ଡ,ଘଟଣାସ୍ଥଳରେ ପୋଲିସ
ସୋର: ଗୋଲପୁର ଗ୍ରାମରେ ପ୍ରଶାସନ ତରଫରୁ ଜବରଦଖଲ ଉଚ୍ଛେଦ, ଗ୍ରାମରେ ଉତ୍ତେଜନା
ଜଳେଶ୍ବର: ରାଇବଣିଆ ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ; ବହୁ ପରିମାଣର ଦେଶୀ ମଦ ଓ  3ଟି ମୋଟର ସାଇକେଲ ସହ 3 ଗିରଫ
ବାଲେଶ୍ବର ମ୍ୟୁନିସିପାଲଟି: ନୟାଖଣ୍ଡି ପଞ୍ଚାୟତ ତଳଖୁଣ୍ଟା ଗ୍ରାମରେ ସରକାରୀ ଜମିରେ ଶ୍ରମିକ କାମ ନକରି ମେସିନ ନାଳ ଖୋଳୁଥିବା ନେଇ ଉତ୍ତେଜନା, ଭିଡିଓ ଭାଇରାଲ
ସୋର: ଘରୋଇ ହିଂସାର ଶିକାର ହୋଇ ବେଙ୍ଗାଲୁରୁରୁ ଭିଡିଓ ଜାରି କରି ନ୍ୟାୟ ଭିକ୍ଷା କଲେ ଅବଜୁଣା ଗ୍ରାମର ଯୁବକ
ଜଳେଶ୍ବର: ସାରଥା ଗ୍ରାମରେ ବୋହୁ ମାଡ଼ରେ ଶାଶୁ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତି, ଭିଡିଓ ଭାଇରଲ
ସୋର: ୧୬ନଂ ଜାତୀୟ ରାଜପଥ ବରଫ କଳ ଛକ ନିକଟରୁ ବେଆଇନ ଗୋ ଚାଲାଣ ଅଭିଯୋଗରେ ୪୦ଟି ଗୋରୁ, ୧ଟି କଣ୍ଟେନର ସହ ୨ଟି କାର ଜବତ; ୧୧ ଅଭିଯୁକ୍ତ ଅଟକ
ବାଲେଶ୍ବର ସଦର: ବାହାବଳପୁର ଅଞ୍ଚଳରେ ଶୁଖୁଆ ଖଳାରେ ଅଗ୍ନିକାଣ୍ଡ; ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
ସୋର: ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଆସୁଥିବାବେଳେ ସଠି ଗ୍ରାମ ଠାରେ ଯୁବତୀଙ୍କ ଠାରୁ ୬୦ ହଜାର ଝାମ୍ପିନେଲେ ଦୁର୍ବୃତ୍ତ; ଥାନାରେ ଅଭିଯୋଗ
ବାଲେଶ୍ବର ସଦର: ଶେରଗଡ଼ ଟୋଲ ଗେଟ ନିକଟରୁ ୬୩ କେଜି ଗଞ୍ଜେଇ ଜବତ କଲା ଅବକାରୀ ବିଭାଗ; ୬ ଜଣ ଗିରଫ
ସୋର: ଗୋପାଳପୁର ଅଞ୍ଚଳରୁ ଜଣେ ଦୋକାନୀଙ୍କ ଠାରୁ ଠକେଇ ଅଭିଯୋଗରେ ଗୋପାଳପୁର ପୋଲିସ ଦ୍ୱାରା ଜଣେ ଗିରଫ
ସୋର: ଖିରିକୁଣାଠାରେ ଥିବା ବେଆଇନ କରତ କଳରେ ଭିଜିଲାନ୍ସ ଓ ବନ ବିଭାଗ ପକ୍ଷରୁ ଚଢାଉ, ଯନ୍ତ୍ରାଂଶ ସହ କାଠ ଜବତ
ଜଳେଶ୍ବର: ରାଜଘାଟ ନାକାପଏଣ୍ଟ ନିକଟରୁ ପୋଲିସ ଦ୍ୱାରା ବହୁ ପରିମାଣରେ ଗଞ୍ଜେଇ ଜବତ,୨ ଅଟକ
ଜଳେଶ୍ବର: ବରଡିହା ପଞ୍ଚାୟତ କୁସୁମସାହି ଗ୍ରାମରେ ପରକୀୟା ପ୍ରୀତି ସନ୍ଦେହରେ ଯୁବକ ଓ ବିଧବା ମହିଳାଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼
ଜଳେଶ୍ବର: ଦୁର୍ଗାପୁର ଅଞ୍ଚଳରୁ ୪୦୦ କେଜି ଗଞ୍ଜେଇ ଜବତ, ୬ ଗିରଫ
ବାଲେଶ୍ବର ସଦର: ସହଦେବଖୁଣ୍ଟା ଓଭର ବ୍ରିଜ ଉପରୁ ରେଳ ଲାଇନକୁ ଡେଇଁ ଯୁବକ ଗୁରୁତର
ସୋର: ନୂଆଗାଁ ଶାସନପଦା ଗ୍ରାମରେ ଶ୍ଵଶୁର ଓ ଦେଢ଼ଶୁର ମାଡ଼ରେ ମହିଳା ଗୁରୁତର, ତଦନ୍ତ କରୁଛି ଖନ୍ତାପଡ଼ା ପୋଲିସ
ସୋର: ବିଳମ୍ବିତ ରାତ୍ରରେ କୁରୁଡ଼ା ଗ୍ରାମରେ ଘରେ ପଶି ଦମ୍ପତିଙ୍କୁ ଆକ୍ରମଣ; ଗ୍ରାମବାସୀଙ୍କ ଦ୍ୱାରା ୩ ଅଟକ, ବିଭିନ୍ନ ସାମଗ୍ରୀ ଜବତ