Public App Logo
Profile Picture

Sukinda News :: Mb-:8249343609

@jigyansus
107036Followers
221Following
ଯାଜପୁର: ଯାଜପୁର ଜିଲ୍ଲା ବାସୀଙ୍କ ଉଦ୍ଦେଶ୍ୟରେ ସଚେତନତା ବାର୍ତ୍ତା ଦେଲେ ଜିଲ୍ଲାପାଳ ଅମ୍ବର କୁମାର କର
ସୁକିନ୍ଦା: ସୁକିନ୍ଦା ଖଣି ଅଞ୍ଚଳରେ ଏକ ହେଲିକାପ୍ଟର ଜାଲି ଓହଳାଇ ବୁଲିବା ଘଟଣାରେ ସ୍ଥାନୀୟ ଲୋକେ ଆତଙ୍କିତ
ସୁକିନ୍ଦା: ସୁକିନ୍ଦା କ୍ଷୁଦ୍ର ଜଳସେଚନ ଉପ ବିଭାଜନ କାର୍ଯ୍ୟାଳୟରେ ବିଭାଜନ ସ୍ଥରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ
ସୁକିନ୍ଦା: ସୁକିନ୍ଦାଗଡରେ ରାଜା ସାହେବଙ୍କ ଦ୍ବାରା ମା ଖଣ୍ଡୁରାଇ ମିନାବଜାର ସାଂସ୍କୃତିକ ମଞ୍ଚ ଉଦ୍ଘାଟିତ
ଯାଜପୁର: ଆମ୍ପୋଳବା ଯିବା ରାସ୍ତାରେ ଦୁର୍ଘଟଣା ଚାରିଜଣ ଗୁରୁତର, କଟକ ବଡମେଡିକାଲ ସ୍ଥାନାନ୍ତର
ବିଞ୍ଝାରପୁର: ନଦୀବନ୍ଧ ଦୁର୍ବଳକୁ ନେଇ ବିଞ୍ଝାରପୁର ଜଳସମ୍ପଦ କାର୍ଯ୍ୟାଳୟ ଘରିଲେ ସ୍ଥାନୀୟ ଲୋକେ
ସୁକିନ୍ଦା: ହାତୀବାରି ପଞ୍ଚାୟତ ଅଫିସରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ କେନ୍ଦ୍ରକରି ଉତ୍ତେଜନା
ସୁକିନ୍ଦା: ଟାଟା ଷ୍ଟିଲ ୪ ନମ୍ବର ଗେଟ ନିକଟରେ ନିଆଁ ଲାଗି ଜଳିଗଲା ଏକ ତେଜରାତି ଦୋକାନ
ସୁକିନ୍ଦା: ସୁକିନ୍ଦା ମୁଖ୍ୟ ରାଜପଥରେ ଦୁର୍ଘଟଣାରେ ଜଣେ ଆହତ
ସୁକିନ୍ଦା: ହାତୀବାରି ଗ୍ରାମରେ ସ୍ବାମୀ ଆକ୍ରମଣରେ ସ୍ତ୍ରୀ ଆହତ ଥାନରେ ଅଭିଯୋଗ
ସୁକିନ୍ଦା: ଆମ୍ପୋଳବା ମୁଖ୍ୟ ରାସ୍ତାରେ ବାଇକ ଦୁର୍ଘଟଣାରେ ଜଣେ ଯୁବକ ମୃତ ଜଣେ ଗୁରୁତର
ବରୀ ରାମଚନ୍ଦ୍ରପୁର: ସୁକିନ୍ଦାଗଡରେ ବିଜୁ ଜନତା ଦଳ ପକ୍ଷରୁ ସଭ୍ୟ ସଂଗ୍ରହ ଅଭିଯାନ ଅନୁଷ୍ଠିତ
ସୁକିନ୍ଦା: ମାଇନ୍ସ ରଗଦା ଡ୍ୟାମରେ ଭୋଜି କରୁଥିବା ବେଳେ ଯୁବକ ମୃତ
ବିଞ୍ଝାରପୁର: ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ, ରାଷ୍ଟ୍ରୀୟ ବଜରଙ୍ଗ ଦଳ ପକ୍ଷରୁ ଜିଲ୍ଲା କାର୍ଯ୍ୟାଳୟରେ ଯୋଜନା ବୈଠକ ଅନୁଷ୍ଠିତ
ସୁକିନ୍ଦା: ଡୁବୁରି ରାସ୍ତାରେ ବାଇକ ଦୁର୍ଘଟଣାରେ ଯୁବକ ଗୁରୁତର
ସୁକିନ୍ଦା: ପର୍ଯ୍ୟଟନକ୍ଷେତ୍ର ଅଶୋକଝର ରାସ୍ତାରେ ବାଇକ ଦୁର୍ଘଟଣାରେ ଦୁଇ ଯୁବକ ଗୁରୁତର
ସୁକିନ୍ଦା: ବର୍ତ୍ତଣ୍ଡାରେ ବିଜୁ ଜନତା ଦଳ ପକ୍ଷରୁ ସଭ୍ୟ ସଂଗ୍ରହ ଅଭିଯାନ ଅନୁଷ୍ଠିତ
ସୁକିନ୍ଦା: ସୁକିନ୍ଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରୁ ଚୋରି
ଧର୍ମଶାଳା: ବଜରଙ୍ଗ ଦଳ ପକ୍ଷରୁ ମଙ୍ଗଳପୁର ଥାନାରେ ନୂତନ ଥାନା ଅଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ବିଞ୍ଝାରପୁର: ସାପୁଆପଦା ରାସ୍ତାରେ ବାଇକ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର, ମେଡିକାଲରେ ଭର୍ତ୍ତି
ସୁକିନ୍ଦା: ଡୁବୁରୀ ଆସାମ ପେଟ୍ରୋଲ ପମ୍ପ ରାସ୍ତାରେ ବାଇକ ଦୁର୍ଘଟଣାରେ ଯୁବକ ଗୁରୁତର, ମେଡିକାଲରେ ଭର୍ତ୍ତି
ବରୀ ରାମଚନ୍ଦ୍ରପୁର: ମାଧପୁର ଗ୍ରାମର ମାନସିଂ ହାଇବୃଙ୍କ ଏକାଦଶାହ କ୍ରିୟାରେ ଯୋଗଦେଲେ ପୂର୍ବତନ ମନ୍ତ୍ରୀ ପ୍ରିତିରଞ୍ଜନ ଘଡାଇ
ସୁକିନ୍ଦା: କବାଟ ଦେହୁରୀ ସାହିରେ ନିଆଁ ଲାଗି ଘର ଜଳି ନଷ୍ଟ
ସୁକିନ୍ଦା: ଧବାହାଳି ରାସ୍ତାରେ ଦୁର୍ଘଟଣାରେ ଜଣେ ବୃଦ୍ଧ ଗୁରୁତର, ମେଡିକାଲରେ ଭର୍ତ୍ତି
ସୁକିନ୍ଦା: ବୋତଲଣ୍ଡା ଗ୍ରାମରେ ଜମିବାଡି ବିବାଦକୁ କେନ୍ଦ୍ରକରି ଗଣ୍ଡଗୋଳରେ ୩ ଜଣ ଗୁରୁତର, କଟକ ଏସସିବି ସ୍ଥାନାନ୍ତର