Public App Logo
Profile Picture

କୁମାର ସର୍ବେଶ୍ବର

@ssm565385
30082Followers
11Following
କେନ୍ଦ୍ରାପଡା ସଦର: ଏଣ୍ଡର ପଞ୍ଚାୟତ ରେ ଝାଡା ବାନ୍ତି ଆକ୍ରାନ୍ତ ସମୀକ୍ଷା କଲେ ମେଡିକାଲ ଟିମ୍
କେନ୍ଦ୍ରାପଡା: ଚଣ୍ଡିଖୋଲ ପାରାଦ୍ୱୀପ ରାସ୍ତା ପଞ୍ଚୁପାଣ୍ଡବ ଛକରେ ଟ୍ରକ ପଛରେ ପିଟିଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ଚାଳକ
କେନ୍ଦ୍ରାପଡା: ପୁରୁଣା ବସଷ୍ଟାଣ୍ଡ ଠାରେ ମାଛ ମାର୍କେଟ ସ୍ଥିତି ଏକ ଆଳୁ ଗୋଦାମରେ ଲାଗିଲା ନିଆଁ
କେନ୍ଦ୍ରାପଡା: ଛତାଛକ ଠାରେ ଵେଆଇନ ଗୋରୁ ଚୋରା ଚାଲାଣ ବେଳେ ଗୋରୁଗାଡି କୁ ଅଟକ ରଖି, ଉଦ୍ଧାର ଗୋରୁଙ୍କୁ ଗୋଶାଳା ରେ ଛାଡିଲା କେନ୍ଦ୍ରାପଡ଼ା ଵଜରଙ୍ଗ ଦଳ
କେନ୍ଦ୍ରାପଡା: କାଉପଡା ପଞ୍ଚାୟତରେ ମତ୍ସ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ କୁକୁଡ଼ା ଚିଆଁ ପ୍ରଦାନ, ଭିଡ଼ିଓ କନଫରେନ୍ସରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ପାଟକୁରା: ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ ନେଇ ଚାନ୍ଦୋଳ ଠାରେ ପ୍ରସ୍ତୁତି ବୈଠକ, ଯୋଗଦେଲେ ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ
କେନ୍ଦ୍ରାପଡା: ମାର୍ଚ୍ଚ ୫ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସାନ୍ତସାହି ସ୍ଥିତ ମା' ବୁଢ଼ୀ ବିଳାଶୁଣୀ ମନ୍ଦିରରେ ବିଜେପିର ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡା: ଟାଉନହଲ ଠାରେ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ଚକଚୌକି ଦିବସ ପାଳିତ, ଯୋଗଦେଲେ ଜିଲ୍ଲାପାଳ
ପାଟକୁରା: ଡାହାଳପୁର ଗ୍ରାମର ନିବାସ ପରିଡା ଙ୍କ ଘର ରାତି 2:30 ମିନିଟ ସମୟରେ ନିଆଁଲାଗି ଜଳିଗଲା ଦୁଇ ବଖରା ଘର
ପାଟକୁରା: ଆସନ୍ତା ମାର୍ଚ୍ଚ ୫ ତାରିଖରେ ଯାଜପୁର ଓ କେନ୍ଦ୍ରାପଡ଼ା ଗସ୍ତ କରିବେ ପ୍ରଧାନମନ୍ତ୍ରୀ, ଆଜି ଚାନ୍ଦୋଳ ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
କେନ୍ଦ୍ରାପଡା: ଦିବ୍ୟାଙ୍ଗ ଓ ବିଭିନ୍ନ ବର୍ଗର ଲୋକଙ୍କ ଜନହିତକର କାର୍ଯ୍ୟ ବିଷୟରେ କାର୍ଯ୍ୟାଳୟରେ ପ୍ରତିକ୍ରିୟା ରଖିଲେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ
କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ସଦର ଥାନା ଅଧିକାରୀଙ୍କ ଖୋର୍ଦ୍ଧା ଜିଲ୍ଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟକୁ ବଦଳି ହୋଇଥିବା ସୂଚନା
କେନ୍ଦ୍ରାପଡା: ଓସ୍ତପୁର ଦୁର୍ଘଟଣାକୁ ନେଇ ଆରଡି ଡିଭିଜନରେ ଦାବିପତ୍ର ପ୍ରଦାନ ପରେ ପ୍ରତିକ୍ରିୟା ରଖିଲେ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ସଭାପତି
କେନ୍ଦ୍ରାପଡା: ଜଅଁରାବାରିମୂଳ ପଞ୍ଚାୟତରେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରି ଗିରଫ ହେଲେ ସାଇକେଲ ଦୋକାନୀ
କେନ୍ଦ୍ରାପଡା: କଟକ ଚାନ୍ଦବାଲି ରାସ୍ତା ବାରୁଅ ଛକର କିଛି ଦୂରତାରେ ଥିବା ନବୋଦୟ ବିଦ୍ୟାଳୟ ଠାରେ ଗଛରେ ପିଟିହେଲା କାର, ଅଳ୍ପକେ ବର୍ତ୍ତିଲେ ଚାଳକ
ପାଟକୁରା: ଗରଦପୁର ବ୍ଲକ ପରିସରରେ ମିଶନ ଶକ୍ତି ସହାୟତା ରାଶି ପ୍ରଦାନର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ
କେନ୍ଦ୍ରାପଡା: ତିନିମୁହାଣି ସ୍ଥିତ ଜ୍ଞାନପୀଠ ଠାରେ ଓଲ୍ଡିଂ କରୁକରୁ ଜଳିଗଲା ସ୍କୁଟି
ପାଟକୁରା: ଚଷାଖଣ୍ଡ ଅଙ୍ଗନୱାଡି କେନ୍ଦ୍ରରୁ ଚୋରି ଡେରାବିଶ ଥାନାରେ ମାମଲା
କେନ୍ଦ୍ରାପଡା: ସ୍ଥାନୀୟ ସିଡିଭିଓ କାର୍ଯ୍ୟାଳୟ ସମ୍ମୁଖରେ ସୂଚନା ଅଧିକାର କର୍ମୀଙ୍କ ଶାନ୍ତିପୂର୍ଣ୍ଣ ଧାରଣା
କେନ୍ଦ୍ରାପଡା: ଓସ୍ତପୁର ଠାରେ ଗଛ ରେ ପିଟିଲା ବୋଲେର,4 ଜଣ କଳାକାର ମୃତ୍ୟୁ  ଚାଳକ ଗୁରୁତର
ପାଟକୁରା: ଡେରାବିଶ ର ବିଭିନ ଅଞ୍ଚଳ ରେ  ବେଆଇନ ଇଟାଭାଟି କୁ ରୋକ ଲଗାଇବା ପାଇଁ ସମାଜ ସେବି ଙ୍କ ଦ୍ୱାରା ଛତା ଠାରେ ଏକ ବୈଠକ ଅନୁଷ୍ଠିତ
କେନ୍ଦ୍ରାପଡା: ଝିଙ୍କଡ଼ି ନିକଟରେ ବାଇକ ଦୃଘଟଣା ଜଣେ ଗୁରୁତର
କେନ୍ଦ୍ରାପଡା: ଓସ୍ତପୁର ପଞ୍ଚାୟତରେ ସରପଞ୍ଚଙ୍କ ନେତୃତ୍ୱରେ ମିଶନ ଶକ୍ତି ଗୃହର ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ
କେନ୍ଦ୍ରାପଡା: ପଲେଇ ପଞ୍ଚାୟତ ପରିସରରେ ନୁତନ ମହାତ୍ମା ଗାନ୍ଧିଙ୍କ ପ୍ରତି ମୂର୍ତ୍ତି ଊନଚନ କେଲେ ଡେରାବିଶ ବିଡ଼ିଓ
କେନ୍ଦ୍ରାପଡା: ପୌରପରିଷଦ 10 ୱାର୍ଡ ରେ ମା ବୁଢ଼ୀ ବାସୁଳାଇ କ୍ଲବ ର ନୁତନ ଗୃହ ଉଦ୍ଘାଟନ କଲେ କେନ୍ଦ୍ରାପଡ଼ା ବିଧାୟକ