Public App Logo
Profile Picture

ପାଇକମାଳ ଖବର

@manasnayak477
15238Followers
19Following
ପାଇକମାଳ: 10 ଜଣ ନିଖୋଜ ଥିବା ଲୋକଙ୍କୁ ଖୋଜିବାରେ ସଫଳ ହେଲା ପାଇକମାଳ ପୋଲିସ
ପାଇକମାଳ: ନୃସିଂହନାଥ ମହାପ୍ରଭୁ ଓ ପାର୍ଶ୍ୱ ଦେବାଦେବୀଙ୍କୁ ଲାଗିହେଲା ନବାନ୍ନ, ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ
ପାଇକମାଳ: ୧୩ ନିଖୋଜ ବ୍ୟକ୍ତିଙ୍କୁ ଖୋଜି ବାହାର କରିବାରେ ସଫଳ ହେଲା ପାଇକମାଳ ପୋଲିସ
ପାଇକମାଳ: ମାଣ୍ଡୋସିଲ ଓ ଜାମସେଠ ମଝିରେ ବାଇକ ଦୁର୍ଘଟଣା; ଜଣେ ବୃଦ୍ଧ ମୃତ, ଅନ୍ୟଜଣେ ଗୁରୁତର ଆହତ
ପାଇକମାଳ: ପାଇକମାଳ ଥାନା ପରିସରରେ ସିଆରପିଏଫ ପକ୍ଷରୁ ଗଣେଶ ପୂଜା ପାଳିତ ଯୋଗଦେଲେ ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ଓ ପୂର୍ବତନ ବିଧାୟକ
ପାଇକମାଳ: ପାଇକମାଳ ଇଲେକ୍ଟ୍ରି ଗ୍ରିଡ ଠାରେ ମହାସମାରୋହରେ ବିଶ୍ଵକର୍ମା ପୂଜା ପାଳିତ
ପାଇକମାଳ: ବିଇଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲୁଥିବା ଶିକ୍ଷକଙ୍କ ଧାରଣାସ୍ଥଳରେ ପହଞ୍ଚି ସମର୍ଥନ ଜଣାଇଲେ ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ
ପାଇକମାଳ: ସ୍ଥାନୀୟ ବିନ୍ଧ୍ୟବାସିନୀ ଡିଗ୍ରୀ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ଯୋଗଦେଲେ ପଦ୍ମପୁର ବିଧାୟିକା
ପାଇକମାଳ: ଲହଙ୍ଗେର ଗ୍ରାମରେ ନିର୍ମାଣ ହେବାକୁ ଥିବା ନୃସିଂହନାଥ ମନ୍ଦିର ନିମନ୍ତେ ଭୂମିପୂଜନ କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟିକା
ପାଇକମାଳ: ସ୍ଥାନୀୟ ବିଜେପି କାର୍ଯ୍ୟାଳୟରେ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ କରାଯାଇଥିବା ବହିଷ୍କାର ଉପରେ ପ୍ରତିକ୍ରିୟା ରଖିଲେ ପ୍ରଦୀପ ପୁରୋହିତ
ପାଇକମାଳ: ଗୋଇବାହାଲି ଗ୍ରାମରେ ଶବର ସମାଜ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଲେ ପଦ୍ମପୁର ବିଧାୟିକା
ପାଇକମାଳ: ନୃସିଂହନାଥ ମନ୍ଦିର ପରିସରରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କଲେ ଜିଲ୍ଲାପାଳ
ପାଇକମାଳ: ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ଚିନ୍ତନ କାର୍ଯ୍ୟକ୍ରମରେ ଯୋଗଦେଲେ ଜିଲ୍ଲାପାଳ ଓ ପିଡି
ପାଇକମାଳ: ପାଇକମାଳ ବ୍ଲକ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ
ପାଇକମାଳ: ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରରେ ନୂଆଁଖାଇ ଲଗ୍ନ ନେଇ ସୂଚନା ଦେଲେ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ
ପାଇକମାଳ: ପାଇକମାଳ ବିଜେପି କାର୍ଯ୍ୟାଳୟ ଠାରେ ସ୍ବର୍ଗତ ମହେନ୍ଦ୍ର ବଢ଼େଇଙ୍କୁ ବିଜେପି ପକ୍ଷରୁ ଶ୍ରଦ୍ଧାଞୀଳି ଜ୍ଞାପନ
ପାଇକମାଳ: ଯୁଧିଷ୍ଠିରପୁର ନିକଟରେ ବାଇକରୁ 3 କି.ଗ୍ରା ଗଞ୍ଜେଇ ଜବତ ସହ ଜଣକୁ ଗିରଫ କଲା ଅବକାରୀ ବିଭାଗ
ପାଇକମାଳ: ନୃସିଂହନାଥ ସ୍ଥିତ ଆଇଓସିଏଲ ଅତିଥି ଭବନ ଠାରେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେପି ପକ୍ଷରୁ ଅନୁଷ୍ଠିତ ବୈଠକରେ ଯୋଗଦେଲେ ବରଗଡ଼ ସାଂସଦ
ପାଇକମାଳ: ଆସନ୍ତା କାଲି ପାଇକମାଳ ସ୍ଥିତ ନୃସିଂହନାଥ ଧର୍ମଶାଳା ଠାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜିତ ହେବ ବୋଲି ସୂଚନା ଦେଲେ ବିଡିଓ
ପାଇକମାଳ: ମିଠାପାଲି ଛକ ଆଗକୁ ଘଟିଥିବା ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ଥିବା ବୃଦ୍ଧ ଚିକିତ୍ସାଧୀନ ଅବସ୍ଥାରେ ମୃତ
ପାଇକମାଳ: ନିସ୍ୱର୍ଗ ନିବାସ ନୃସିଂହନାଥ ଠାରେ ଆପ୍‌ର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ
ପାଇକମାଳ: ବ୍ଲକ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର କଲେ ଟେମରୀ ପଞ୍ଚାୟତର ଭତ୍ତା ପାଉଥିବା ହିତାଧିକାରୀ
ପାଇକମାଳ: ସ୍ଥାନୀୟ ହାଇସ୍କୁଲ ଖେଳ ପଡିଆରେ ବ୍ଲକର ସମସ୍ତ ପଞ୍ଚାୟତକୁ ବ୍ୟାଟେରୀ ଚାଳିତ ବର୍ଜ୍ୟବସ୍ତୁ ସଂଗ୍ରହ ଗାଡି ପ୍ରଦାନ କଲେ ବିଧାୟିକା
ପାଇକମାଳ: କୋକନରା ଗ୍ରାମରେ ଘଟିଥିବା ମରଣାନ୍ତକ ଆକ୍ରମଣ ଘଟଣାରେ ଜଣେ ନାବାଳକ ସହ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପାଇକମାଳ ପୋଲିସ
ପାଇକମାଳ: ଭୁବନେଶ୍ୱରପୁର ଗ୍ରାମରେ ଅନୁଷ୍ଠିତ ବୈଠକରେ ଗ୍ରାମ ପଞ୍ଚାୟତର 25 ଜଣ ବିଜେପି ଓ ବିଜେଡି କର୍ମୀ କଂଗ୍ରେସରେ ସାମିଲ