Public App Logo
Profile Picture

Krushna Pradhan

@krushnapradhan483
59406Followers
1Following
ଧାମନଗର: ଗୋବିନ୍ଦପୁର ଗ୍ରାମର ସ୍ବାସ୍ଥ୍ୟ କର୍ମଚାରୀ ବସନ୍ତ ସାହୁଙ୍କୁ ହତ୍ୟା ପୂର୍ବରୁ ବନ୍ଦ ଘରେ ମାଡ଼ ମାରୁଥିବା ଭିଡିଓ ସିସି ଟିଭିରେ କଏଦ
ଧାମନଗର: ହାତିଆପଡ଼ା ଠାରେ କମ୍ୟୁନିଟି ସେଣ୍ଟର ଓ ଗଣେଶ ମଣ୍ଡପର ଶୁଭ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ
ଧାମନଗର: ଧାମନଗର ପୋଲିସ ପକ୍ଷରୁ ଛତାବରଠାରେ କୋଇଲା ବୋଝେଇ ଗାଡ଼ି ଜବତ, ଡ୍ରାଇଭର ଓ ହେଲ୍ପର ଫେରାର
ଧାମନଗର: ଶହୀଦନଗର ଠାରେ ଭାରସାମ୍ୟ ହରାଇ ବାଇକରୁ ପଡ଼ି ଯୁବକ ଗୁରୁତର
ଧାମନଗର: ଜାଗୁଳାଇ ସାହି ଗ୍ରାମରେ ବିଷାକ୍ତ ସାପ କାମୁଡାରେ ମହିଳା ମୃତ
ଧୁଷୁରୀ: ଲୁଣିଆ ଶହୀଦ ନଗର ଗୁଳିକାଣ୍ଡକୁ ଆଜି ପୁରିଛି ୮୧ ବର୍ଷ; ଶହୀଦ ନଗର ଠାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଲେ ବିଧାୟକ
ଧାମନଗର: ଧାମନଗର ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକସ୍ତରୀୟ ସଂସାଧନ ସଭ୍ୟଙ୍କ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ଧାମନଗର: ଝାଡରିଆ କେନାଲ ନିକଟ ଏକ ଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
ଧୁଷୁରୀ: ଶହୀଦ ନଗର ହାଇସ୍କୁଲ ଠାରେ ରକ୍ତଦାନ ଶିବିରକୁ ଉଦଘାଟନ କଲେ ଧାମନଗର ବିଧାୟକ
ଧାମନଗର: ଶହୀଦ ନଗର ଠାରେ ୮୧ତମ ଶହୀଦ ସ୍ମୃତି ଦିବସ ପାଳନ ଅବସରରେ ଯୋଗ ଦେଇ ପ୍ରତିକ୍ରିୟା ରଖିଲେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ
ଧାମନଗର: ଝାରିଡିଆ ଦେଇ ଯାଇଥିବା କେନାଲ କଡରେ ଥିବା ଗଛରେ ନାବାଳକର ଝୁଲନ୍ତା ମୃତଦେହ ଉଦ୍ଧାର
ଧାମନଗର: ପଶ୍ଚିମବଙ୍ଗରୁ ଗଣେଶ ଭସାଣି ଲାଗି ଆସିଥିବା ଡିଜେକୁ ଧାମନଗରରେ ସିଜ୍ କଲା ପୋଲିସ
ଧାମନଗର: ସେନାରେ ଅହୀର ରେଜିମେଣ୍ଟ ବାଟାଲିୟନ ଦାବି ନେଇ ସାଇକେଲ ଯାତ୍ରାରେ ଥିବା ଯୁବକଙ୍କୁ ଦୋବଲ ବସଷ୍ଟାଣ୍ଡରେ ସମ୍ବର୍ଦ୍ଧନା ଜଣାଇଲା ଯାଦବ ମହାସଭା
ଧାମନଗର: ବସନ୍ତ ସାହୁ ମୃତ୍ୟୁ ଘଟଣା୬ଦିନ ବିତିଯାଇଥିଲେବି ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ସିସିଟିଭି ଫୁଟେଜ ଯାଞ୍ଚ୍
ଧାମନଗର: ଏପିଜେ ଅବଦୁଲ କଲାମ ସ୍ମୃତି ପାଠାଗାରରେ ବରିଷ୍ଠ ନାଗରିକ ପରିଷଦର କାର୍ଯ୍ୟକାରିଣୀ ବୈଠକ ସହ ନୂତନ ଆଇଆଇସିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ଧାମନଗର: ସାଂସ୍କୃତିକ ଭବନରେ ଅନୁଷ୍ଠିତ ଡଃ ହରେକୃଷ୍ଣ ମହତାବଙ୍କ ସ୍ମୃତି ମହୋତ୍ସବରେ ଯୋଗ ଦେଲେ ଧାମନଗର ବିଧାୟକ
ଧାମନଗର: ତାଳପଦା ଠାରେ ସ୍ବର୍ଗତଃ ରଘୁନାଥ ସାହୁଙ୍କ ଏକାଦଶାହ ଅବସରରେ ସ୍ମୃତି ଚାରଣ ସଭାରେ ଯୋଗଦେଲେ ଧାମନଗର ବିଧାୟକ
ଧାମନଗର: ନିର୍ବାଚନମଣ୍ଡଳୀ କାଳୀପଡିଆ ଠାରେ ସ୍ବର୍ଗତ ପୂର୍ବତନ ବିଧାୟକ ବିଷ୍ଣୁସେଠୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗଦେଲେ ବିଜେପି ରାଜ୍ୟ ସଭାପତି
ଧାମନଗର: ବିଦ୍ୟାଧରପୁର ଗ୍ରାମର ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
ଧାମନଗର: ମୋବାଇଲ ଛଡ଼ାଇବା ହେଲା କାଳ, ଧାମନଗର ଛକ ଠାରେ ବାଇକରୁ ପଡି ଦୁଇ ଲୁଟେରା ଗୁରୁତର
ଧାମନଗର: ବିଦ୍ୟାଧରପୁର ଗ୍ରାମରେ ଗାଧୋଇବାକୁ ଯାଇ ରେବ ନଦୀରେ ଭାସି ଯାଇ ୪୫ ବର୍ଷୀୟ ବ୍ୟକ୍ତି ନିଖୋଜ
ଧୁଷୁରୀ: ଅସୁରାଳୀ ହାଇସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକଙ୍କ ବିୟୋଗ ଖବର ପାଇ ବାସଭବନରେ ପହଞ୍ଚି ସମବେଦନା ଜଣାଇଲେ ଧାମନଗର ବିଧାୟକ
ଧାମନଗର: ଜରାନିବାସ ଠାରେ ମେଡିକାଲ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ, ଘଟଣାସ୍ଥଳରେ ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ ଆରମ୍ଭ
ଧାମନଗର: ଜରାନିବାସରେ ମେଡିକାଲ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଥାନା ଘେରାଉ; ପ୍ରତିକ୍ରିୟା ରଖିଲେ ମୃତକଙ୍କ ଭାଇ ସନ୍ତୋଷ କୁମାର ସାହୁ
ଧାମନଗର: ଜରାନିବାସ ଠାରେ ଧାମନଗର ମେଡିକାଲ କର୍ମଚାରୀଙ୍କ ସନ୍ଦେହଜନକ 
ଅବସ୍ଥାରେ ମୃତଦେହ ଉଦ୍ଧାର; ହତ୍ୟା ଅଭିଯୋଗ ଆଣିଲେ ଗ୍ରାମବାସୀ