Public App Logo
Profile Picture

Puri Crime News

@crimenewspuri
47231Followers
38Following
ଗଡିଶାଗଦା: ଗୋପୀନାଥ ଉଚ୍ଚ ବିଦ୍ୟାଳୟରୁ ସିସିଟିଭି ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ
ସତ୍ୟବାଦୀ: ବରାଳ ବଜାରରେ ସତ୍ୟବାଦୀ ପୋଲିସର ଚଢ଼ାଉ, ଆସ୍କା 40 ମଦ ସହ ଅଭିଯୁକ୍ତ ଗିରଫ
ସଦର: ଆରେଡା ଅଞ୍ଚଳରୁ ନାବାଳିକା ନିଖୋଜ ହେବାନେଇ ଥାନାରେ ଅଭିଯୋଗ
ପୁରୀ ମ୍ୟୁନିସିପାଲଟି: ପୁରୀ ରେଳ ଷ୍ଟେସନରୁ ମେସିନାରୀ ଜିନିଷ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ
ସତ୍ୟବାଦୀ: ସାରଙ୍ଗଯୋଡି ବଜାରରେ ସତ୍ୟବାଦୀ ପୋଲିସର ଚଢ଼ାଉ, ଆସ୍କା 40 ମଦ ସହ ଅଭିଯୁକ୍ତ ଗିରଫ
ବ୍ରହ୍ମଗିରି: ଥାନା ଅଞ୍ଚଳରୁ ଜନୈକା ନାବାଳିକା ଅପହରଣ ହୋଇଥିବା ନେଇ ଥାନାରେ ଅଭିଯୋଗ
ପୁରୀ ମ୍ୟୁନିସିପାଲଟି: ସାକ୍ଷୀଗୋପାଳ ଷ୍ଟେସନରେ ଶୋଇଥିବା ଜଣେ ବ୍ୟକ୍ତିଙ୍କ ଠାରୁ ଟଙ୍କା, ମୋବାଇଲ ଏବଂ ବାଇକ ଚୋରି ହୋଇଥିବା ନେଇ ଜିଆରପି ଥାନାରେ ଅଭିଯୋଗ
କୋଣାର୍କ: ଗୋଧନ ପଡ଼ାରେ ଫାର୍ମ ହାଉସରୁ ପାଣି ମୋଟର ସହ ଅନ୍ୟାନ୍ୟ ଜିନିଷପତ୍ର ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ
ପିପିଲି: ବଳଙ୍ଗା-ସାତସଙ୍ଖ ରାସ୍ତା ନୂଆ ପେଟ୍ରୋଲ ପମ୍ପ ନିକଟରେ ପୋଲିସର ଚଢ଼ାଉ; ବିଦେଶୀ ମଦ ଓ ସ୍କୁଟି ଜବତ, ଅଭିଯୁକ୍ତ ଗିରଫ
ପୁରୀ ମ୍ୟୁନିସିପାଲଟି: ବଡଶଙ୍ଖ ପରିବା ମାର୍କେଟରୁ ସ୍କୁଟି ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ
ବ୍ରହ୍ମଗିରି: ମାଲୁଦ ବଜାରରେ କୃଷ୍ଣପ୍ରସାଦ ପୋଲିସର ଚଢ଼ାଉ, ଦେଶୀମଦ ପାଉଚ ସହ ଅଭିଯୁକ୍ତ ଗିରଫ
ପୁରୀ ମ୍ୟୁନିସିପାଲଟି: ଜଗନ୍ନାଥ ବସ୍ତି ଅଞ୍ଚଳରୁ ନାବାଳିକା ନିଖୋଜ ହେବାନେଇ ଥାନାରେ ଅଭିଯୋଗ, ପୋଲିସର ତଦନ୍ତ ଆରମ୍ଭ
ବ୍ରହ୍ମଗିରି: ରେବେଣା ନୂଆଗାଁରୁ ଘର ସାମ୍ନାରୁ ବାଇକ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ
ପୁରୀ ମ୍ୟୁନିସିପାଲଟି: ତାରା ପ୍ୟାଲେସ ହୋଟେଲ ମାଲିକ ଜଣେ ଶ୍ରମିକଙ୍କୁ ମାଡ ମାରିବାକୁ ନେଇ ଥାନାରେ ଅଭିଯୋଗ
ପିପିଲି: ମଠ ସାହିରେ ପିପିଲି ପୋଲିସର ଚଢ଼ାଉ, ଦେଶୀ ଓ ବିଦେଶୀ ମଦ ଜବତ ସହ ଅଭିଯୁକ୍ତ ଗିରଫ
ପୁରୀ ମ୍ୟୁନିସିପାଲଟି: ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ସମ୍ମୁଖରୁ ବାଇକ ଚୋରି ନେଇ ଥାନାରେ ଅଭିଯୋଗ
ସଦର: ଗୋପୀନାଥପୁର ପ୍ରାଥମିକ ବିଦ୍ୟାଳୟ ସାମ୍ନାରେ ଅବକାରୀ ବିଭାଗର ଚଢ଼ାଉ; ୮ ଲକ୍ଷ ୩୦ ହଜାର ଟଙ୍କାର ବ୍ରାଉନସୁଗାର ଜବତ ସହ ଅଭିଯୁକ୍ତ ଗିରଫ
ନିମାପଡା: କୁଶଭଦ୍ରା ବ୍ରିଜ ନିକଟ ତ୍ରିନାଥ ମନ୍ଦିର ସାମ୍ନାରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ; ୮ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ
କାକଟପୁର: ଫକୀରସାହିରେ କାକଟପୁର ପୋଲିସର ଚଢ଼ାଉ, ଆସ୍କା 40 ମଦ ସହ ଅଭିଯୁକ୍ତ ଗିରଫ
ପିପିଲି: ପଣ୍ଡା ବଜାରରେ ବାଇକ ଡିକି ଭାଙ୍ଗି ଟଙ୍କା ବ୍ୟାଗ ଲୁଟିନେଲେ ଦୁର୍ବୃତ୍ତ, ଥାନାରେ ଅଭିଯୋଗ
ଗଡିଶାଗଦା: ଜାଗୁଳେଇପଦରରେ ଗଡ଼ିଶାଗୋଦା ପୋଲିସର ଚଢ଼ାଉ: ଆସ୍କା 40 ମଦ ଜବତ ସହ ଅଭିଯୁକ୍ତ ଗିରଫ
ପୁରୀ ମ୍ୟୁନିସିପାଲଟି: ରେଲୱେ ଗେଟ ନିକଟରେ ଜିଆରପି ଅଧିକାରୀଙ୍କୁ ଗାଳିଗୁଲଜ ସହ ହତ୍ୟା ଧମକ ଅଭିଯୋଗ
ପୁରୀ ମ୍ୟୁନିସିପାଲଟି: ଶ୍ରୀମନ୍ଦିର ପରିସରରେ ଯୁବକଙ୍କ ଠାରୁ ଟଙ୍କା ଲୁଟ ଉଦ୍ୟମ ବେଳେ ଧରା ପଡ଼ିଲା ଅଭିଯୁକ୍ତ
ପୁରୀ ମ୍ୟୁନିସିପାଲଟି: ସୁଭଦ୍ରା ହଲିଡେ ଇନରୁ ୨ଟି ସିସିଟିଭି ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ
ପୁରୀ ମ୍ୟୁନିସିପାଲଟି: କୁମ୍ଭାରପଡ଼ା ଥାନା ନିକଟରେ ମହିଳାଙ୍କ ବେକରୁ ସୁନା ଚେନ ଛିଡ଼ାଇ ନେଲେ ଦୁଇ ବାଇକ ଲୁଟେରା