Public App Logo
Profile Picture

Sagarika Ray

@sagarikaray
52774Followers
4Following
ବିଶ୍ରା: ବିଶ୍ରା ର ପୁଅ ରାଜ୍ୟ ସ୍ତରୀୟ ମେନ୍ ଫିଜିକ କ୍ଲାସିକ ୨ 0୨୩ ଗ୍ଲୋଡ ମେଡଲ ଜିତି ଘର ବାହୁଡା଼, ତାଙ୍କୁ ଦିଆଗଲା ଭବ୍ୟ ସମ୍ବର୍ଦ୍ଧନା
ବିଶ୍ରା: ବନ୍ଧମୁଣ୍ଡା ଡ଼ୁମରେତା ମହତୋଟୋଲୀ ସ୍ଥିତ ଡ଼ୁମରେତା ସରକାରୀ ବିଦ୍ୟାଳୟ ପଛପଟେ ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
ବିଶ୍ରା: ବିଶ୍ରା ଫୁଲଝର ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ
ବନ୍ଧୋମୁଣ୍ଡା: ମହିଳା ବିଜେପି ମୋର୍ଚ୍ଚା ପକ୍ଷରୁ ବନ୍ଧମୁଣ୍ଡା ଅଞ୍ଚଳରେ ଖରାପ ହୋଇ ପଡ଼ିଥିବା ନଳକୂପ ଠିକ ପାଇଁ ଅଭିଯୋଗ
ବିଶ୍ରା: ବ୍ଲକ କାର୍ଯ୍ୟାଳୟ ପରିସରରେ ବିଜୁ ଜନତା ଦଳ ପକ୍ଷରୁ ଶାନ୍ତି ପୂର୍ଣ୍ଣ ଧାରଣା
ବିଶ୍ରା: ବିଶ୍ରା ଭାଲୁଲତା ଠାରେ ବସ ଓ ବାଇକ ମୁଁହାମୁହିଁ ଧକ୍କା; ଜଣେ ମୃତ, ଜଣେ ଗୁରୁତର
ବନ୍ଧୋମୁଣ୍ଡା: ବନ୍ଧମୁଣ୍ଡା ସେକ୍ଟର ସିରେ ରେଳ କର୍ମଚାରୀଙ୍କ ଘରୁ ୧୦ ହଜାର ଟଙ୍କା ସହ ସୁନା ଅଳଙ୍କାର ଚୋରି ନେଇ ଥାନାରେ ଅଭିଯୋଗ
ବିଶ୍ରା: ବିଶ୍ରା ଥାନା ଅନ୍ତର୍ଗତ ଦରେଇକେଲା ଗ୍ରାମରେ ଫାଶୀ ଲଗାଇ ଯୁବକ ଆତ୍ମହତ୍ୟା କରିଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ
ବିଶ୍ରା: ବନ୍ଧମୁଣ୍ଡା ଉତ୍ତମବସ୍ତି ଓ ନେପାଳୀବସ୍ତି ନିକଟରେ ଯାଇଥିବା ରେଲୱେ ତୃତୀୟ ଲାଇନକୁ ବିରୋଧ
ବିଶ୍ରା: ମହୀପାଣିସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ଯୋଗଦେଲେ ବିଧାୟକ ଶଙ୍କର ଓରାମ
ବିଶ୍ରା: ରେଳପୋଷ ଜଙ୍ଗଲ ନାଳଠାରେ ଅବକାରୀ ବିଭାଗ ଓ ପୋଲିସର ମିଳିତ ଚଢାଉ, ମହୁଲ ପୋଚ ସହ ଦେଶୀ ମଦ ଜବତ
ବିଶ୍ରା: ବିଶ୍ରା ମାର୍କେଟରେ ଥିବା ଶମ୍ଭୁ କାଠ ଗୋଦାମରେ ପାନପୋଷ ବନ ବିଭାଗର  ଚଢ଼ାଉ, ଖାଲି ହାତରେ ଫେରିଲେ ବନ ବିଭାଗ
ବିଶ୍ରା: ବନ୍ଧମୁଣ୍ଡା ଡୁମରେତା ସିନେମା ଟୋଲି ଗ୍ରାମରେ ଦୁଇ ଜଙ୍ଗଲୀ ହାତୀ ଆତଙ୍କ
ବିଶ୍ରା: ରାଜଗାଙ୍ଗପୁର ପୌରପାଳିକା ଅଧ୍ୟକ୍ଷା ମଧୁରୀ ଲୁଗୁନ ସୁନ୍ଦରଗଡ଼ ତଥା ରାଜଗାଙ୍ଗପୁର ବାସୀଙ୍କୁ ନୂତନ ବର୍ଷର ଅଭିନନ୍ଦନ ବାର୍ତ୍ତା
ବିଶ୍ରା: ବନ୍ଧମୁଣ୍ଡା ଡୁମରେତାକେଲା ଠାରେ ମଦ ଦୋକାନକୁ ଗ୍ରାମବାସୀଙ୍କ ବିରୋଧ
ବିଶ୍ରା: ବିଶ୍ରା ମିନି ଷ୍ଟାଡିୟମରେ ଦୁଇଦିନ ଧରି ଚାଲିଥିବା ଫୁଟବଲ ମ୍ୟାଚ ଉଦଯାପିତ, ଯୋଗଦେଲେ ବିଧାୟକ
ବିଶ୍ରା: ବନ୍ଧମୁଣ୍ଡା ସେକ୍ଟର-ବି ଠାରେ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ
ବିଶ୍ରା: ବନ୍ଧମୁଣ୍ଡା ସେକ୍ଟର ସି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ନିକଟରେ ଦକ୍ଷିଣପୂର୍ବ ରେଳବାଇ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ ଦିବସ ପାଳିତ
ବନ୍ଧୋମୁଣ୍ଡା: ସେକ୍ଟର-ବି ଆରପିଏଫ ପଡ଼ିଆରେ ତ୍ରିଦିବସୀୟ ଶାରଣା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ବିଶ୍ରା: ବନ୍ଧମୁଣ୍ଡା ଆରଏସ କଲୋନୀ ଠାରେ ବ୍ଲକସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ
ବିଶ୍ରା: ବ୍ଲକ ରୋଡରେ ଏକ ସ୍କର୍ପିଓ ଗାଡିକୁ କେହି ଦୁର୍ବୃତ୍ତ ଜାଳି ଦେଇଥିବା ନେଇ ଅଭିଯୋଗ
ବିଶ୍ରା: ବି ଖୁଟଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ
ବିଶ୍ରା: ବନ୍ଧମୁଣ୍ଡା ରାସ୍ତା ସମସ୍ୟାକୁ ନେଇ ଡିକେବିନରୁ ଫୁଲୱାରୀ ପର୍ଯ୍ୟନ୍ତ ସଚେତନ ନାଗରିକଙ୍କ ପଦଯାତ୍ରା ରାଲି ଅନୁଷ୍ଠିତ
ବନ୍ଧୋମୁଣ୍ଡା: ବନ୍ଧମୁଣ୍ଡା ସେକ୍ଟର-ସି ଠାରେ ବଜରଙ୍ଗ ଦଳ ପକ୍ଷରୁ ନୂତନ ଗୋସେବା କେନ୍ଦ୍ର ଉଦଘାଟିତ
ବିଶ୍ରା: ରତାଖଣ୍ଡି ଓରାମଟୋଲା ଗ୍ରାମରେ ବିଦ୍ୟୁତ ବିଭାଗ ଓ ଗ୍ରାମର ଜଣେ ବ୍ୟକ୍ତିଙ୍କ ମଧ୍ୟରେ ବିଦ୍ୟୁତ ତାର ପାଇଁ ମୁଁହାମୁଁହି