Public App Logo
Profile Picture

ମୋରଡା ନିର୍ବାଚନ ମଣ୍ଡଳୀ ଖବର

@krushnapatra2504
55232Followers
28Following
ମୋରଡା: ଦେଉଳି ରେଞ୍ଜ ପକ୍ଷରୁ ଏକ କାଠ ବୋଝେଇ ପିକଅପ୍ ଜବତ ବେଳେ ଡ୍ରାଇଭର ଚମ୍ପଟ ମାରିଥିବା ସୂଚନା
ମୋରଡା: ସହିଦ ସୃତି ଭବନ ଠାରେ ମୋରଡ଼ା ନିର୍ବାଚନ ମଣ୍ଡଳୀର ୩୮, ୩୯ ଓ ୪୦ ନମ୍ୱର୍ ଜୋନର ମାଷ୍ଟର ଟ୍ରେନରଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ମୋରଡା: ଶହୀଦ ସ୍ମୃତି ଭବନରେ ବ୍ଲକର ୱାର୍ଡ ସ୍ତରୀୟ ବୈଠକ ଅନୁଷ୍ଠିତ; ଯୋଗଦେଲେ ବିଧାୟକ
ମୋରଡା: ପଞ୍ଚାୟତ ସମିତି ଡିଗ୍ରୀ କଲେଜରେ ରକ୍ତଦାନ ଶିବିର ଅନୁଷ୍ଠିତ, ପ୍ରତିକ୍ରିୟା ଦେଲେ କିଶୋର କୁମାର ଗିରି
ମୋରଡା: ପାକଟିଆ ମହାନ୍ତି ନଦୀ ଠାରେ ମଦ୍ୟପ ଚାଳକଙ୍କ ଯୋଗୁଁ ଓଲଟିଲା ଟାଟା ଏସି
ମୋରଡା: ବାଘାଝରଣ ଗ୍ରାମର ଡାହି ସାହିରେ ନିଆଁ ଲାଗି ଗୋଟିଏ ଘର ସମ୍ପୂର୍ଣ୍ଣ ନଷ୍ଟ
ମୋରଡା: ପରମାନନ୍ଦ ଖୁଣ୍ଟାପାଳ ଠାରେ ଦୁଇଦିନ ଧରି ଚାଲିଥିବା ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଯୋଗଦେଲେ କେନ୍ଦ୍ର ମନ୍ତ୍ରୀ
ମୋରଡା: ଚିତ୍ରଡା ସ୍ଥିତ ରାଜୀବ ଗାନ୍ଧୀ କନଫରେନ୍ସ ହଲରେ ସପ୍ତମ ପଞ୍ଚାୟତ ସମିତି ଅଧିବେଶନ ଅନୁଷ୍ଠିତ
ମୋରଡା: ଚିତ୍ରଡ଼ା ଠାରେ ମେରୀ ମିଟି ମେରା ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ
ମୋରଡା: ଡେଙ୍ଗାନାଳିଆ ନିକଟରୁ ବିଶାଳକାୟ ଅଜଗର ସାପ ଉଦ୍ଧାର
ମୋରଡା: ଦେଉଳି ନିକଟରେ ଦୁର୍ଘଟଣା ଘଟି ଜଣେ ଯୁବକ ଗୁରୁତର ଆହତ
ମୋରଡା: ଖୁଣ୍ଟାପାଳ ଗ୍ରାମରେ ମିନି ଷ୍ଟାଡିୟମର ନବନିର୍ମାଣ ସହ ବିକାଶ କାର୍ଯ୍ୟ ପାଇଁ କେନ୍ଦ୍ରମନ୍ତ୍ରୀ ଓ ଟାଟାଷ୍ଟିଲ ଅଫିସର୍ କଲେ ସର୍ଭେ
ମୋରଡା: ବାରମାଇଲରେ ସାନ୍ତାଳୀ କଳା ସଂସ୍କୃତିକୁ ବଞ୍ଚାଇବା ପାଇଁ ଆୟୋଜିତ ୩ ଦିନିଆ ସାଂସ୍କୃତିକ କାର୍ଯ୍ୟକ୍ରମର ଉଦଯାପନୀ ଦିବସରେ ଯୋଗଦେଲେ ବିଧାୟକ
ମୋରଡା: ଜିଲ୍ଲାରେ ଆସନ୍ତା ନଭେମ୍ବର ୧ରୁ ଇଭିଏମ ମେସିନ ଚେକିଂ ଆରମ୍ଭ ନେଇ କାର୍ଯ୍ୟାଳୟରେ ପ୍ରତିକ୍ରିୟା ରଖିଲେ ଜିଲ୍ଲାପାଳ
ମୋରଡା: ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ମା'ଙ୍କ ଦଶମୀ ପୂଜା ଅନୁଷ୍ଠିତ
ମୋରଡା: ମୁଣ୍ଡାରୀ ଭାଷା ସମନ୍ବୟ ସମିତି ପକ୍ଷରୁ ଶିଶୁ ଉଦ୍ୟାନ ନିକଟର ବୈଠକ ଅନୁଷ୍ଠିତ, ପ୍ରତିକ୍ରିୟା ଦେଲେ ବୀରବଲ ସିଂ
ମୋରଡା: ମୋରଡ଼ା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଦୂର୍ଗା ପୂଜା ମଣ୍ଡପ ଯାଇ ମା'ଙ୍କ ଆଶିଷ କାମନା କଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ
ମୋରଡା: ପାକଟିଆ ଠାରେ ମହା ଧୁମ୍ ଧାମରେ ପାଳିତ ହେଉଛି ଦୁର୍ଗାପୂଜା।
ମୋରଡା: ଅବକାରୀ ଓ ପୋଲିସ ପକ୍ଷରୁ କୁଣ୍ଡିଆସୋଳ ଓ ଶୁଖିଲାଖାଡି ଜଙ୍ଗଲରେ ଚଢ଼ାଉ ୮୫୦୦ ଲିଟର ପୋଚ ଓ ୨୮୦ ଲିଟର ଦେଶୀ ମଦ ନଷ୍ଟ
ମୋରଡା: ବିଭିନ୍ନ ସ୍ଥାନରେ ଭାରତୀୟ ଯୁବମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ, ପ୍ରତିକ୍ରିୟା ଦେଲେ ବିଜେପି ଜିଲ୍ଲା ସଭାପତି କାନ୍ଦ୍ର ସରେନ୍
ମୋରଡା: ରାଜ୍ୟ କ୍ୟାବିନେଟ ପକ୍ଷରୁ ଉଠା ଜଳସେଚନ ପ୍ରକଳ୍ପକୁ ଅନୁମୋଦନ ନେଇ ନିଜ କାର୍ଯ୍ୟାଳୟ ଠାରେ ପ୍ରତିକ୍ରିୟା ଦେଲେ ମୋରଡ଼ା ବିଧାୟକ
ମୋରଡା: ଅମର୍ଦା ଏୟାର ଷ୍ଟ୍ରିପ ଉପରେ ନିଜ କାର୍ଯ୍ୟାଳୟ ଠାରେ ପ୍ରତିକ୍ରିୟା ରଖିଲେ ମୋରଡ଼ା ବିଧାୟକ
ମୋରଡା: ଗୁହାଲଡିହା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ସୁରଭି ଶିଶୁ ମହୋତ୍ସବ ଓ ମିଲେଟସ ପ୍ରତିଯୋଗିତା ଅନୁଷ୍ଠିତ
ମୋରଡା: ୧୫୦ ବର୍ଷ ଧରି ମୁଣ୍ଢାକଟା ହରିଜନ ବସ୍ତିରେ ଇଷ୍ଟ ଦେବୀ ମା ଫୁଲସୁନ୍ଦରୀଙ୍କ ପୂଜା ଓ ନୂଆ ଖାଇପର୍ବ ଅନୁଷ୍ଠିତ
ମୋରଡା: ମୋରଡା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ପଞ୍ଚାୟତ ଗୁଡ଼ିକର ବିକାଶ ନିମୋନ୍ତେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି