Public App Logo
Profile Picture

Khordha News

@khordhakhabar
84670Followers
12Following
ଖୋର୍ଦ୍ଧା: ଖୋର୍ଦ୍ଧା ବ୍ଲକରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଶୁଣାଣି ଶିବିରରେ ଅଭିଯୋଗ କଲେ ସୁର ରାଉତରାୟ
ଖୋର୍ଦ୍ଧା: ସୋମନାଥ ଭୁଜବଳ ହତ୍ୟାକାଣ୍ଡକୁ ନେଇ ଆଦର୍ଶ ଥାନାରେ ପ୍ରତିକ୍ରିୟା ରଖିଲେ ଜିଲ୍ଲା ଏସ୍‌ପି
ଖୋର୍ଦ୍ଧା: ପ୍ରାଣନାଥ ସ୍ଵୟଂଶାସିତ ମହାବିଦ୍ୟାଳୟର ସ୍ନାତକ ଶେଷ ପରୀକ୍ଷା ଫଳ ପ୍ରକାଶିତ, ପ୍ରତିକ୍ରିୟା ରଖିଲେ ପ୍ରାକ୍ତନ କୁଳପତି
ଖୋର୍ଦ୍ଧା: ଗୋଶାଳା ମୋଦି ପଡ଼ିଆରେ ଡକାୟତି ଯୋଜନା ପଣ୍ଡ, ୫ ଗିରଫ ସହ ମାରଣାସ୍ତ୍ର ଜବତ
ଖୋର୍ଦ୍ଧା: ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆନ୍ତର୍ଜାତୀୟ ନିଶା ନିବାରଣ ଓ ଅନୈତିକ କାରବାର ବିରୋଧୀ ଦିବସ ପାଳନ
ଖୋର୍ଦ୍ଧା: ଜିଲ୍ଲା ଟାଉନ ହଲରେ ଏନକୋଏନ୍ ଓଡ଼ିଶା ଆସୋସିଏସନର ଷଷ୍ଠ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ, ଯୋଗଦେଲେ ଖୋର୍ଦ୍ଧା ବିଧାୟକ
ଖୋର୍ଦ୍ଧା: କାଇପଦର ଓ ଗୁରୁଜଙ୍ଗରେ ଅବକାରୀ ବିଭାଗର ଚଢାଉ; ଦେଶୀ ମଦ ସହ ବାଇକ ଜବତ, ୩ ଜଣ ଗିରଫ
ଖୋର୍ଦ୍ଧା: ଜିଲ୍ଲା ପୋଲିସ୍ ମୁଖ୍ୟାଳୟରେ ଅପରାଧିକ ମାମଲାର ସମୀକ୍ଷା କଲେ ବରିଷ୍ଠ ଅଧିକାରୀ ଆଶିଷ ସିଂହ
ଖୋର୍ଦ୍ଧା: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓଡ଼ିଶା ଆଉଟ ସୋର୍ସିଙ୍ଗ କର୍ମଚାରୀ ସଂଘର ବିକ୍ଷୋଭ ପ୍ରଦର୍ଶନ
ଖୋର୍ଦ୍ଧା: ବରପଦା ଜଙ୍ଗଲରେ ଅବକାରୀ ବିଭାଗର ଚଢ଼ାଉ, ଦେଶୀ ମଦ ନଷ୍ଟ ସହ ୨ ଜଣ ଗିରଫ
ଖୋର୍ଦ୍ଧା: ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ ନିକଟରେ ନିଶାଗ୍ରସ୍ତ ଯୁବକଙ୍କ ଉନ୍ମତ୍ତ କାଣ୍ଡ କାବୁ କଲା ପୋଲିସ
ଖୋର୍ଦ୍ଧା: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭୁବନେଶ୍ଵର ଶିଖରଚଣ୍ଡୀ ପାହାଡ କାର୍ଯ୍ୟକୁ ନେଇ ପ୍ରତିକ୍ରିୟା ରଖିଲେ ଦାରୁଠେଙ୍ଗ ସରପଞ୍ଚ
ଖୋର୍ଦ୍ଧା: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜଟଣୀ ବସ୍ତି ବାସିନ୍ଦାଙ୍କ ଥଇଥାନ ନେଇ ପ୍ରତିକ୍ରିୟା ରଖିଲେ ରାଜ୍ୟସଭା ସାଂସଦ
ଖୋର୍ଦ୍ଧା: ପୁରୀରେ ସାମ୍ବାଦିକଙ୍କୁ ସେବାୟତଙ୍କ ଆକ୍ରମଣ ଘଟଣା, ଡିଆଇପିଆରଓଙ୍କ କାର୍ଯ୍ୟାଳୟରେ ଖୋର୍ଦ୍ଧା ପ୍ରେସ୍ କ୍ଲବର ପ୍ରତିବାଦ ସଭା
ଖୋର୍ଦ୍ଧା: ଉଇଲକିସନ୍ ନଗରରେ ଗଡିଲା ଶ୍ରୀଜୀଉଙ୍କ ରଥ, ଯୋଗଦେଲେ ବିଧାୟକ
ଖୋର୍ଦ୍ଧା: ଧଉଳିମୁହରେ ରଥଯାତ୍ରା ପାଳିତ, ଯୋଗଦେଲେ ବହୁ ଶ୍ରଦ୍ଧାଳୁ
ଖୋର୍ଦ୍ଧା: ଜାଗୁଳାଇପାଟଣା ରଥଯାତ୍ରା ଅବସରରେ ପ୍ରତିକ୍ରିୟା ରଖିଲେ ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀ
ଖୋର୍ଦ୍ଧା: ଖୋର୍ଦ୍ଧା ଆଦର୍ଶ ଥାନା ଗୁରୁଜଙ୍ଗ ଓ ରାମଚନ୍ଦ୍ରପୁର ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ, ଦେଶୀ ମଦ ଜବତ ସହ ଦୁଇ ଗିରଫ
ଖୋର୍ଦ୍ଧା: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବାତ୍ୟା ଓ ବନ୍ୟା ପରିଚାଳନା କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଖୋର୍ଦ୍ଧା: ଆଦର୍ଶ ଥାନା ପାନବରଜ ଜଙ୍ଗଲରୁ ୧୦ଟି ଗାଈ ସହ ପିକଅପ ଜବତ, ଥାନାରେ ଅଭିଯୋଗ
ଖୋର୍ଦ୍ଧା: ସାରୁଅ ନିକଟରୁ ଫୁଲବାଣୀ ରୁ ଭୁବନେଶ୍ୱର ଯାଉଥିବା ଏକ ଘରୋଇ ବସ୍‌ରୁ ୫୬କେଜି ଗଞ୍ଜଇ ଜବତ; ୫ଜଣ ଗିରଫ
ଖୋର୍ଦ୍ଧା: ବରୁଣେଇ ପୀଠରେ ରଜ ମହୋତ୍ସବ ଉଦଯାପିତ
ଖୋର୍ଦ୍ଧା: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ୧୭ ଦିନ ପରେ ହଟିଲା ଅମଲା ସଙ୍ଘର ଆନ୍ଦୋଳନ
ଖୋର୍ଦ୍ଧା: ଠେଙ୍ଗାହାଟ ସୋମନାଥ ଭୁଜବଳ ହତ୍ୟାକାଣ୍ଡ ଘଟଣାରେ ଜବତ ହେଲା ଭ୍ୟାନ
ଖୋର୍ଦ୍ଧା: ପୌରପରିଷଦ ଗୁରୁଜଙ୍ଗରେ ପ୍ରସ୍ତୁତ ହେଉଛି ଶ୍ରୀ ଜଗନ୍ନାଥଙ୍କ ରଥ ପାଇଁ ସୋଲ ଫୁଲ