Public App Logo
Profile Picture

SABITA DASH

@dash752
95499Followers
6Following
ଭଦ୍ରକ ଗ୍ରାମାଞ୍ଚଳ: କଲେଜ ମୁଖ୍ୟ ଫାଟକ ସମ୍ମୁଖରେ ଛାତ୍ରୀ ଦୁର୍ଘଟଣାକୁ ନେଇ ଭଦ୍ରକ କଲେଜରେ ଉତ୍ତେଜନା, ପୋଲିସ ମୁତୟନ
ଭଦ୍ରକ ଗ୍ରାମାଞ୍ଚଳ: ନାଥସାହି ଛକ ପେଟ୍ରୋଲ ପମ୍ପ ନିକଟରେ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି
ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଚରମ୍ପା ସ୍ଥିତ ଧାମରା ରେଳ ଓଭର ବ୍ରିଜ ନିକଟ ଏକ ନାଳରେ ଭାସୁଥିବା ମୃତ ଶରୀର ଉଦ୍ଧାର, ପୋଲିସର ତଦନ୍ତ ଜାରି
ଭଦ୍ରକ ଗ୍ରାମାଞ୍ଚଳ: ଏକ କ୍ଵିଣ୍ଟାଲରୁ ଉର୍ଦ୍ଧ ଆଲୁମିନିୟମ ତାର ଜବତ ସହ 4ଜଣ ତାର ଚୋରଙ୍କୁ ଗିରଫ କରିଲା ଭଦ୍ରକ ଗ୍ରାମାଞ୍ଚଳ ପୋଲିସ
ଭଦ୍ରକ ଗ୍ରାମାଞ୍ଚଳ: ସାମୟିକ କଳା ଓ କ୍ରୀଡା ଶିକ୍ଷକଙ୍କ ପାର୍ଟ ଟାଇମ୍ ଉଚ୍ଛେଦ କରି ପୂର୍ଣ୍ଣ ପ୍ରଶିକ୍ଷକ ମାନ୍ୟତା ଦାବି ନେଇ ଜ଼ିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
ଭଦ୍ରକ ଗ୍ରାମାଞ୍ଚଳ: କଣ୍ଟାପାଳ ଅଞ୍ଚଳରେ ରାସ୍ତା ଉପରେ ଲହଡି ଭାଙ୍ଗୁଛି ବର୍ଷା ଜଳ, ଘରେ ପଶିଲା ପାଣି
ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ପୌରପାଳିକା ଅନ୍ତର୍ଗତ 9 ନଂ ୱାର୍ଡରେ ବର୍ଷା ପବନରେ ବିରାଟ ଗଛ ଉପୁଡି ରାସ୍ତା ଅବରୋଧ ସହ ଛିଣ୍ଡିଲା ବିଦ୍ୟୁତ ତାର, ସଫେଇ କାର୍ଯ୍ୟ ଜାରି
ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ କାଉପୁର ପଞ୍ଚାୟତର ବିଭିନ୍ନ ଦଳର ପାଞ୍ଚଶହରୁ ଅଧିକ କର୍ମୀ ଦଳଛାଡି ଟାଉନ ହଲଠାରେ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ବିଜେଡିରେ ମିଶିଲେ
ଭଦ୍ରକ ଗ୍ରାମାଞ୍ଚଳ: ଜିଲ୍ଲା ସ୍କୁଲରେ ଜୁନିୟର ରେଡକ୍ରସ ଆନୁକୁଲ୍ୟରେ ଡେଙ୍ଗୁ,ମ୍ୟାଲେରିଆ ଓ କୋଭିଡ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଭଦ୍ରକ ଗ୍ରାମାଞ୍ଚଳ: ପୂର୍ବତନ ପ୍ରଶାସକ ସ୍ବର୍ଗତ କମଳାକାନ୍ତ ରାଉତ ଓ ଧର୍ମପତ୍ନୀ ସ୍ୱର୍ଗତା ବିଜୟଲଷ୍ମୀ ରାଉତଙ୍କ ଶ୍ରାଦ୍ଧବାର୍ଷିକ କୁଆଁସରେ ପାଳିତ
ଭଦ୍ରକ ଗ୍ରାମାଞ୍ଚଳ: ସମରାଇପୁର ସ୍ଥିତ ଏସବିଡ଼ି ସ୍କୁଲ ସମ୍ମୁଖରେ ଥିବା ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ଚାଳକ
ଭଦ୍ରକ ଗ୍ରାମାଞ୍ଚଳ: ବିପୁଳ ପରିମାଣରେ ସୁନା, ରୂପା ଜବତ ସହ 5ଜଣ ସିନ୍ଧି ଚୋର ଓ 4 ରିସିଭରଙ୍କୁ ଗିରଫ କଲା ଭଦ୍ରକ ଗ୍ରାମାଞ୍ଚଳ ପୋଲିସ
ଭଦ୍ରକ ଗ୍ରାମାଞ୍ଚଳ: ଓଡିଶା ମୋ ପରିବାର ପକ୍ଷରୁ କାଉପୁର ଉଚ୍ଚ ବିଦ୍ୟାଳୟ ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ
ଭଦ୍ରକ ଗ୍ରାମାଞ୍ଚଳ: ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ଘଟଣା; ଜିଲ୍ଲା କଂଗ୍ରେସ ସଭାପତି ଭଦ୍ରକ ମେଡିକାଲରେ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ଜଣାଇଲେ ସମବେଦନା
ଭଦ୍ରକ ଗ୍ରାମାଞ୍ଚଳ: କେନ୍ଦୁଝର ଶୋଷ କାନପୁରରେ ନାତିକୁ କାମୁଡ଼ିଲା ସାପ, ବୋତଲରେ ସର୍ପ ନେଇ ଜିଲ୍ଲା ମେଡ଼ିକାଲକୁ ଆସିଲେ ଅଜା
ଭଦ୍ରକ ଗ୍ରାମାଞ୍ଚଳ: ପ୍ରବଳ ବର୍ଷା ଯୋଗୁଁ ଭଦ୍ରକ ସହରର ସାମରାଇପୁର ସ୍ଥିତ ଖେମକା ବିଲଡିଂ ସମ୍ମୁଖ ରାସ୍ତା ଉପରେ ବର୍ଷା ଜଳ, ଲୋକେ ହଇରାଣ
ଭଦ୍ରକ ଗ୍ରାମାଞ୍ଚଳ: ଲାହାପଟି ଛକରୁ ବିପୁଳ ପରିମାଣରେ ନକଲି ଜର୍ଦ୍ଦା ସହ ଅଟୋ ଜବତ, ଜଣେ ଗିରଫ
ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ବହୁଦରଡ଼ା ସ୍ଥିତ କାଳୀତ୍ରା ଦେବୀପୀଠରେ ଚାଲିଥିବା ଉନ୍ନତି ମୂଳକ କାର୍ଯ୍ୟର ଅନୁଧ୍ୟାନ କରିଲେ ଭଦ୍ରକ ବିଧାୟକ
ଭଦ୍ରକ ଗ୍ରାମାଞ୍ଚଳ: ଜିଲ୍ଲାର ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ର ମହାପାତ୍ରଙ୍କର ଅସ୍ତଳ ନରିପୁରସ୍ଥିତ ବାସଭବନରେ ହୃଦଘାତରେ ପରଲୋକ
ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ମହାବିଦ୍ୟାଳୟର 75ତମ ପ୍ରତିଷ୍ଠା ଦିବସ ପୂର୍ତ୍ତି ଅବସରରେ ଭଦ୍ରକ ମହାବିଦ୍ୟାଳୟ ପରିସରରେ ଏକ ପ୍ରସ୍ତୁତି ବୈଠକ
ଭଦ୍ରକ ଗ୍ରାମାଞ୍ଚଳ: ସଦର ୬ ନମ୍ବର ୱାର୍ଡ ବାଇପାସ ଅଞ୍ଚଳରେ ଘରେ ସ୍ୱାମୀ ନଥିବା ବେଳେ ସ୍ତ୍ରୀକୁ ଆକ୍ରମଣ; ଥାନାରେ ଅଭିଯୋଗ
ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାଣୀତାଲ ହାଇସ୍କୁଲ ଛକ ନିକଟରେ ଟ୍ରକ ଧକ୍କାରେ ବାଇକ ଆରୋହୀ ଗୁରୁତର, ଭଦ୍ରକ ମେଡିକାଲରେ ଭର୍ତ୍ତି
ଭଦ୍ରକ ଗ୍ରାମାଞ୍ଚଳ: ଗରିପୁର ଗାଁର ମୃତ ବ୍ୟକ୍ତିଙ୍କ ଆକାଉଣ୍ଟରୁ ଟଙ୍କା ଉଠାଣ ଅଭିଯୋଗ,ନ୍ୟାୟ ପାଇଁ ଭଦ୍ରକ ଏସପିଙ୍କୁ ଭେଟିଲେ ପରିବାର ଲୋକ
ଭଦ୍ରକ ଗ୍ରାମାଞ୍ଚଳ: ସଦର ରେଳ ଷ୍ଟେସନ ନିକଟରେ ଟ୍ରେନରେ କଟି ଯୁବକ ଗୁରୁତର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
ଭଦ୍ରକ ଗ୍ରାମାଞ୍ଚଳ: ରାଣୀତାଲ ବଜାରରେ ଥିବା ଔଷଧ ଦୋକାନରୁ ଚୋରି ଅଭିଯୋଗ; ସିସିଟିଭିରେ କଏଦ ହେଲା ଚୋରୀର ଦୃଶ୍ୟ, ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ