Public App Logo
Profile Picture

ଦୁର୍ଯ୍ୟୋଧନ ପାତ୍ର

@duryodhan300
10773Followers
5Following
କେନ୍ଦୁଝର ସହର: ରାଣୀବେଡା ଗ୍ରାମରେ ଆତଙ୍କ ଖେଳାଉଛି ଗୋଠ ଛଡାଦନ୍ତା
କେନ୍ଦୁଝର ସଦର: ଦବଲାପାଳ ଗ୍ରାମରେ ନିଜ ଘରେ ନିଆଁ ଲଗାଇଲେ ମଦ୍ୟପ ଯୁବକ
କେନ୍ଦୁଝର ସଦର: ବ୍ରାହ୍ମଣୀଦେଓ ଗ୍ରାମରେ ଚିତିସାପ କାମୁଡାରେ ମହିଳା ଙ୍କ ମୃତ୍ୟୁ ଅଭିମନ୍ୟୁ ନାଏକ ଙ୍କ ସ୍ତ୍ରୀ ଜୟମଣି ନାଏକ
କେନ୍ଦୁଝର ସଦର: ଶାଳବେଡା ନିକଟରେ ବାଇକ୍ ରୁ ପଡି ଯୁବକ ଗୁରୁତର
କେନ୍ଦୁଝର ସଦର: କେନ୍ଦୁଆପଡ଼ା ଗ୍ରାମରେ କୁକୁର ଆକ୍ରମଣରେ ଚଉଶିଙ୍ଗା ମୃତ
କେନ୍ଦୁଝର ସଦର: କୁଣ୍ଡକଳା ଛକ ନିକଟରେ ଶାଳ ଗଛରେ ପିଟି ହେଲା ବାଇକ, ଯୁବକ ଗୁରୁତର
କେନ୍ଦୁଝର ସହର: ସାହାରପଡାରେ ବ୍ଲକର ଦେବାଳୟ ସ୍ଥାନ ଗୁଡିକର ଉନ୍ନତି ପାଇଁ ବିଧାୟକ ଙ୍କ ଦ୍ବ‍ର‍ା ବୈଠକ ଅନୁଷ୍ଠିତ
କେନ୍ଦୁଝର ସହର: ଖିରେଇ ଟାଙ୍ଗରୀରେ ୧୦ ଟିକିଆ ହାତୀପଲର ଉପଦ୍ରବ
କେନ୍ଦୁଝର ସହର: ଦାବାଙ୍କ ଗ୍ରାମରୁ ମଟର ଚୋରି ଅଭିଯୋଗ
କେନ୍ଦୁଝର ସହର: ନୟାଗଡ ଗ୍ରାମରେ ବିଦ୍ୟୁତ ସ୍ପର୍ଶ ରେ ଆସି ଯୁବତୀ ମୃତ୍ୟୁ
କେନ୍ଦୁଝର ସହର: ପୋଇପାଣିରେ ଧାନ ତଳି ନଷ୍ଟ କଲେ ହାତୀପଲ
କେନ୍ଦୁଝର ସହର: ତେଲକୋଇରେ ବିର୍ସାମୁଣ୍ତା ଟ୍ରଷ୍ଟ ପକ୍ଷରୁ ଜନକଲ୍ୟାଣ ବୈଠକ ଅନୁଷ୍ଠିତ
କେନ୍ଦୁଝର ସହର: ରାଇସୁଆଁ ଜିତି ପେଟ୍ରୋଲ ପମ୍ପରେ ଦୁର୍ଘଟଣା ନେଇ ସଦର ଥାନା ପକ୍ଷରୁ ମାମଲା ରୁଜୁ
କେନ୍ଦୁଝର ସହର: ଜଗମୋନପୁର ରାସ୍ତାରେ ବାଇକରୁ ପଡି ଚାଳକ ଆହତ
କେନ୍ଦୁଝର ସହର: ଘୋଳକୁଣ୍ଡ ଗାଁ ତେଲ ନଦୀ ପୋଲ ଉପରେ ପାଣି ପ୍ରବାହିତ, ଯାତାୟତ ଠପ
କେନ୍ଦୁଝର ସହର: ଚମକପୁର ପରିତ୍ୟକ୍ତ କୂଅରୁ ପଡିଲା ହାତୀ
କେନ୍ଦୁଝର ସହର: ଉଖୁଣ୍ଡା କଲ୍ୟାଣ ମଣ୍ଡପରେ ଜାତୀୟ ଜନଜାତି ଆୟୋଗ ସଦସ୍ୟଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ
କେନ୍ଦୁଝର ସଦର: ଜଟ ଗ୍ରାମରେ ଦନ୍ତା ଆତଙ୍କ, ବନବିଭାଗ ର ସତର୍କ ଜାରି
କେନ୍ଦୁଝର ସଦର: ପଡାଙ୍ଗା ଓ ଜଗମୋହନପୁର ପଞ୍ଚାୟତ ରେ ଜନଜାତି ଆୟୋଗ ସଦସ୍ୟ ଙ୍କ ଅଭିଯୋଗ ଶୁଣାଣି
କେନ୍ଦୁଝର ସଦର: ଶଙ୍ଖେଶ୍ଵର ଗ୍ରାମରେ ମା ଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ୭ବର୍ଷ ଜେଲ
କେନ୍ଦୁଝର ସହର: ପଦ୍ମପୁର ଆଞ୍ଚଳିକ ବିଦ୍ୟାଳୟ ରେ ଆଜାଦି କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ
କେନ୍ଦୁଝର ସହର: ଅଁରା ଶ୍ରୀ ମେଟାଲିକ କାରଖାନାରେ ନିଯୁକ୍ତି ଦାବିରେ ଧାରଣା ଘଟଣା, ସମାଧାନ ପାଇଁ ପହଞ୍ଚିଲେ ବ୍ଲକ ଅଧ୍ୟକ୍ଷ
କେନ୍ଦୁଝର ସଦର: କୃଷ୍ଣପୁରରେ ଘର ଭାଙ୍ଗି ଧାନ ଚାଉଳ ଖାଇଗଲେ ୧୨ ଟିକିଆ ହାତୀପଲ
କେନ୍ଦୁଝର ସହର: କଣ୍ଟିଆପଡା ଗ୍ରାମର ନାବାଳିକା ନିଖୋଜ ନେଇ ଥାନାରେ ଅଭିଯୋଗ
କେନ୍ଦୁଝର ସହର: ସାନଘାଗରା ନିକଟରେ ଟ୍ରକକୁ ଧକ୍କା ଦେଲା ଟ୍ରକ, ଚାଳକଙ୍କ ମୃତ୍ୟୁ