Public App Logo
Profile Picture

ତିହିଡ଼ି ଖବର

@nareshmuduli.1995
1055Followers
0Following
ତିିହିଡି: ଅଚକ ପଞ୍ଚାୟତ ସମ୍ମୁଖରେ ଟ୍ରକକୁ ପଛରୁ ପିଟିଲା ବାଇକ, ଆରୋହୀ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
ତିିହିଡି: ବଜ୍ରପାତରେ ସାବରଙ୍ଗ ନୂଆସାହି ଗ୍ରାମରେ ଶୁଭକାନ୍ତ ଭୁଇଁଙ୍କ ଜଳିଗଲା ୨ ବଖରା ଘର, ପ୍ରତିକ୍ରିୟା ରଖିଲେ ତାଙ୍କ ମା'
ତିିହିଡି: ତିହିଡ଼ି ଥାନାରେ ସ୍ବାମୀଙ୍କ ନାମରେ ମିଥ୍ୟା ମାମଲାକୁ ଏସପିଙ୍କ ଦ୍ବାରସ୍ଥ ହେଲେ ସ୍ତ୍ରୀ, ରଖିଲେ ପ୍ରତିକ୍ରିୟା
ତିିହିଡି: ଚାରି ତରଫ ଗ୍ରାମରେ ଜମିବାଡିକୁ ନେଇ ୨ ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ, ଥାନାରେ ମାମଲା
ତିିହିଡି: ବିଳମ୍ବିତ ରାତିରେ ସିନ୍ଦୋଳ ଠାରେ ଚୋରା କୋଇଲା ବୋଝେଇ ଟ୍ରକ ଜବତ, ୨ ଗିରଫ
ତିିହିଡି: ସିନ୍ଦୋଳ ଗ୍ରାମରେ ଛାତରୁ ପଡି ବୃଦ୍ଧା ଗୁରୁତର, ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ଯୁ
ତିିହିଡି: ପଣ୍ଡାପୋଖରି ଛକରେ ବାଇକ ଧକ୍କାରେ ସାଇକେଲ ଆରୋହୀ ମୃ
ତିିହିଡି: ପ୍ରତାପଙ୍କ ଅଭିଯୋଗ କ୍ରମେ ଚୋରା କୋଇଲା ଚାଲାଣରେ ସମ୍ପୃକ୍ତ ସାବରଙ୍ଗ ଥାନାର କନେଷ୍ଟବଳଙ୍କୁ ନିଲମ୍ବିତ କଲେ ଏସପି, ଆଜି ରଖିଲେ ପ୍ରତିକ୍ରିୟା
ତିିହିଡି: ବାହାନଗା ରେଳ ଦୁର୍ଘଟଣାରୁ ବର୍ତ୍ତିବା ପରେ କେଦାରପୁର ଗ୍ରାମର ବ୍ୟକ୍ତିଙ୍କ ପ୍ରତିକ୍ରିୟା
ତିିହିଡି: ରେଳ ଦୁର୍ଘଟଣାରେ କୁବେରା ଗ୍ରାମର ମୃତକ ହରିହରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ସାଂସଦ
ତିିହିଡି: ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ରାଜେଶ କୁମାର ବଳଙ୍କ ଉଦ୍ଦେଶ୍ୟରେ ସାବରଙ୍ଗ କାଳିପଡ଼ିଆରେ ଦିଆଗଲା ଶ୍ରଦ୍ଧାଞ୍ଜଳି
ତିିହିଡି: ବାରୁଅ ଦେଉଳାରୁ ଦହପାଣିଆ ଯାଏଁ ନିର୍ମାଣାଧୀନ ରାସ୍ତାର ଅଗ୍ରଗତି ନେଇ ଅଧିକାରୀଙ୍କ ସହ ସମୀକ୍ଷା କଲେ ବିଧାୟକ
ତିିହିଡି: ଚୋରା କୋଇଲା ଚାଲାଣରେ ସମ୍ପୃକ୍ତି ଅଭିଯୋଗରେ ନିଲମ୍ବିତ ହେଲେ ସାବରଙ୍ଗ ଥାନାର କନେଷ୍ଟବଳ ରାଜେନ୍ଦ୍ର ସାହୁ
ତିିହିଡି: ରୁରାଲ ୱାର୍କ ଡିଭିଜନ ସହାୟକ ଯନ୍ତ୍ରୀ ସଞ୍ଜୟ କୁମାର ବେହେରାଙ୍କ ଅଫିସ, ଭଡ଼ା ଘର, ନିଜ ଗ୍ରାମ ଓ ତିହିଡ଼ି ସିନ୍ଦୋଳ ଗ୍ରାମରେ ଚଢାଉ
ତିିହିଡି: ରେଳ ଦୁର୍ଘଟଣାରେ ମୃତକଙ୍କ ପାଇଁ ତିହିଡ଼ି ବ୍ଲକ କାର୍ଯ୍ୟାଳୟ ଠାରେ ଶୋକ ଦିବସ ପାଳିତ
ତିିହିଡି: ବାହାନଗା ରେଳ ଦୁର୍ଘଟଣାରେ କୁବିରା ଗ୍ରାମର ମୃତକ ହରିହର ସାହୁଙ୍କ ପରିବାରକୁ ଭେଟିଲେ ବିଧାୟକ ସୂର୍ଯ୍ୟବଂଶୀ ସୂରଜ
ତିିହିଡି: ବାହାନଗା ରେଳ ଦୁର୍ଘଟଣାରେ କୁବିରାର ହରିହର ସାହୁଙ୍କ ମୃତ୍ଯୁ
ତିିହିଡି: ବାହାନଗା ଠାରେ ରେଳ ଦୁର୍ଘଟଣାରେ ସାବରଙ୍ଗ ବଳ ସାହିର ରାଜେଶ କୁମାର ବଳଙ୍କ ମୃତ୍ଯୁ
ତିିହିଡି: ପଦ୍ମପୁର ଗ୍ରାମରେ ଜମି ବାଡ଼ି ବିବାଦକୁ ନେଇ ୨ ପରିବାର ମଧ୍ୟରେ ଗଣ୍ଡଗୋଳ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
ତିିହିଡି: ଆଜି ଚୋରା କୋଇଲା ଗାଡି ବିଷୟରେ ପୋଲିସକୁ ସୂଚନା ଦେବାରୁ ପୋଡି ଦେଲେ ଗାଡ଼ି,ଏସ୍ପିଙ୍କୁ ଭେଟି ପ୍ରତିକ୍ରିୟା ରଖିଲେ ଅଭିଯୋଗକାରୀ
ତିିହିଡି: ରାଣିତାଲ ମଇତାପୁର ଛକରୁ ଗୋରୁ ବୋଝେଇ ଗାଡିକୁ ଧରିଲା ପୋଲିସ
ତିିହିଡି: ମତୋ ଗ୍ରାମର ଜିତେନ୍ଦ୍ର ପଣ୍ଡା ପାରିବାରିକ କଳହରୁ ଆତ୍ମହୁତୀ ଉଦ୍ୟମ, ଗୁରୁତର ଅବସ୍ଥାରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
ତିିହିଡି: କୁବିରା ଜୟପୁର ଗ୍ରାମରେ ଝିଅର ମୃତ୍ଯୁ ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରି ପ୍ରତିକ୍ରିୟା ରଖିଲେ ବାପା
ତିିହିଡି: ଆଜି ଭଦ୍ରକ ତିହିଡ଼ି ମୁଖ୍ୟ ରାସ୍ତା ହଳଦିଡିହ ଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କାରେ ଯୁବକ ମୃତ୍ଯୁ, ପ୍ରତିକ୍ରିୟା ଦେଲେ ଭାଇ
ତିିହିଡି: କଣ୍ଡରାଗଡ଼ିଆ ଗ୍ରାମର ସାପ କାମୁଡ଼ାରେ ଯୁବତୀ ଚିକିତ୍ସାଧୀନରେ ଥିବା ବେଳେ ଆଜି ତାଙ୍କ ମୃତ୍ୟୁ ହୋଇଥିବା ସୂଚନା