Public App Logo
Profile Picture

JAGANNATH NEWS ODIA

@jagannathnewsodia
35Followers
0Following
ଶ୍ରୀ ମନ୍ଦିର ବେଢାରେ ପରିସ୍ରା କଲେ ସେବାୟତ। ଭାଇରାଲ ହେଉଛି ଭିଡିଓ l
ଆୱାର୍ଡ଼କୁ ଜଗନ୍ନାଥଙ୍କ ସହ ତୁଳନା କଲେ ହାସ୍ୟ ଅଭିନେତା ହରି l
ଭଦ୍ରକ: ଲଗାଣ ବର୍ଷାରେ ବେହାଲ ଧାମନଗର । ତଳିଆ ଅଞ୍ଚଳ ଜଳମଗ୍ନ।
ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଧୂଷୁରୀ ଠାରେ ବହୁ ଆଡମ୍ବରରେ ପାଳନ ହେଲା ରଥଯାତ୍ରା l
ରଥଯାତ୍ରାରେ ସାମିଲ ହୋଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା ।
ଧରାପଡିଲା ଫୋକସ ପ୍ଲସ ଏଡିଟର ସୁଧାଂଶୁ ରାଉତ ଙ୍କ ମିଛ।
ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ଏକ ଅଭାବନୀୟ ପଣା ସାମ୍ନାକୁ ଆସିଛି।
ଧାମନଗର: ଧାମନଗର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାର ଅବହେଳା ଯୋଗୁଁ ଚାଲିଗଲା ଆଶାକର୍ମୀ ଙ୍କ ଜୀବନ ।
କଟକ : ବଡମ୍ବାସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମା' ଭଟ୍ଟାରିକାଙ୍କ ମନ୍ଦିର ବେଢାକୁ ମହାନଦୀର ବନ୍ୟାଜଳ ଛୁଇଁଛି ।
ଭଦ୍ରକ: ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନଶିକ୍ଷକ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ସୂଚନା ।
ଭଦ୍ରକ: ଆଖୁଆପଦା ଆନିକଟ ଠାରେ ସତର୍କ ସୂଚନା ଟପିଲା ବୈତରଣୀ ନଦୀର ଜଳସ୍ତର।
ଅନୁଗୁଳ ଗସ୍ତ ବେଳେ ହଟହଟା ହେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା l ତୀବ୍ର ବିରୋଧ କଲେ ଲୋକେ ।
ପୁରୀ କେମିତି ଫୁଲେ ଓ ପୁରୀ ପ୍ରସ୍ତୁତ କରିବାର ପ୍ରଣାଳୀ ଉଲ୍ଲେଖ ଅଛି।
ଭଦ୍ରକ: ଚାନ୍ଦବାଲି ବ୍ଲକ ଅଞ୍ଚଳରେ ନିଶାଗ୍ରସ୍ତ ପ୍ରଧାନ ଶିକ୍ଷକଙ୍କ ହାଇଡ୍ରାମା।
ଯାଜପୁର: ଅହିୟାସ ରେ ଥିବା ବହୁ ପୁରାତନ ଦଧିବାମନଙ୍କ ପବିତ୍ର ସ୍ନାନ ଯାତ୍ରା ଅନୁଷ୍ଠିତ
ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ଆଜି ରାତି ସାଢ଼େ ୧୦ଟାରୁ ସାଧାରଣ ଦର୍ଶନ ବନ୍ଦ ।
ଭଦ୍ରକ:ମଦ ଦୋକାନ କୁ ବିରୋଧ କରି ସତାଧିକ ପୁରୁଷ ଓ ମହିଳା ଧୁଷୁରୀ ରୁ ଯାଇ ଥିବା ପଙ୍ଗଟା ମୁଖ୍ୟ ରାସ୍ତା କୁ କଲେ ବନ୍ଦ।
ପୁରୀରେ ବିଜେପି ପକ୍ଷରୁ ମରାଯାଇଥିବା ବ୍ୟାନର ବଙ୍ଗାଳୀରେ ଲେଖା ଯାଇଥିବାରୁ ବିରୋଧ କଲେ ସ୍ଥାନୀୟ ଲୋକ ।
ଚତୁର୍ଥ ଶ୍ରେଣୀ ଭାଷା ମହକ ବହିରେ ଓଡ଼ିଶା କୁ ଏକ ଦେଶ ବୋଲି ଉଲ୍ଲେଖ ହୋଇଛି l
ବିକାଶଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମକୁ ନେଇ ବର୍ଷିଲେ କଂଗ୍ରେସ୍ ନେତା।
ଭଦ୍ରକ:ଛାତ୍ରୋ କି ଗୁଞ୍ଜ କାର୍ଯ୍ୟକ୍ରମରେ ଭଦ୍ରକଜିଲ୍ଲା କଂଗ୍ରେସ ଦ୍ୱାରା ସହିଦ ସଂସ୍କୃତିଭବନରେ ସାମ୍ୱାଦିକ ସମ୍ମିଳନୀ
ଭଦ୍ରକ: ଭଦ୍ରକ ଜିଲ୍ଲା ଅନ୍ତର୍ଗତ ପଦ୍ମପୋଖରୀ ଠାରେ ଜରାଜୀର୍ଣ୍ଣ ଅବସ୍ଥା ରେ ମା ଶାରଳା ଆଶ୍ରମ।
ଚତୁର୍ଥ ଶ୍ରେଣୀ ଇଂରାଜୀ ବହିରେ ଭାସିଯାଆ ମୋର କାଗଜ ଡଙ୍ଗା ଗୀତ।
ଭଦ୍ରକ:ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ "ବିକାଶର ଧାରା, ଓଡ଼ିଶା ସାରା" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l
କଳାକାର ସଂଘ ମୋତେ ସାମ୍ନା କରନ୍ତୁ ସବୁ ଗୁମର ଖୋଲିବି କହିଲେ ରାଣୀ ପଣ୍ଡା ।