Public App Logo
Profile Picture

BELPADA BREAKING KHABAR

@blptwonkhabar
82604Followers
80Following
ପାଟଣାଗଡ: ସୁନାମୁଦି ସ୍କୁଲରେ ଛାତ୍ରୀଙ୍କୁ ଉଠବସ କରିବା ଘଟଣା, ବିଭାଗୀୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ତଦନ୍ତ ଆରମ୍ଭ କଲେ ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ
ପାଟଣାଗଡ: ବେଲପଡା ମାରୁତି ଆଶ୍ରମ ଆୟୋଜକ ପକ୍ଷରୁ ସ୍ଥାନୀୟ ରାମ ମନ୍ଦିରରେ ରକ୍ତଦାନ ଶିବିର ଅନୁଷ୍ଠିତ, ୧୮ ୟୁନିଟ ରକ୍ତ ସଂଗ୍ରହ
ପାଟଣାଗଡ: ବେଲପଡାରେ ପ୍ରସ୍ତାବିତ ସିଭିଲ କୋର୍ଟର ନୂତନ କୋଠା ପାଇଁ ସରକାରୀ ଜମି ଚିହ୍ନଟ ନେଇ ଗ୍ରାମବାସୀ ପକ୍ଷରୁ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ
ପାଟଣାଗଡ: ନୁନହାଡ଼ ସ୍ଥିତ ଏଚପି ପେଟ୍ରୋଲ ପମ୍ପ ନିକଟରେ ସୁଖିଲା ବରଗଛରେ ଅଗ୍ନିକାଣ୍ଡ; ନିଆଁକୁ ଲିଭାଇଲେ ଅଗ୍ନିଶମ କର୍ମଚାରୀ
ପାଟଣାଗଡ: ବେଲପଡ଼ା ସହର ସ୍ଥିତ ପୋଖରୀ ଭିତରୁ ବୃଦ୍ଧାଙ୍କ ମୃତଦେହ ଉଉଦ୍ଧାର
ପାଟଣାଗଡ: ସୁନାମୁଦି ବାପୁଜୀ ହାଇସ୍କୁଲରେ ପ୍ରାର୍ଥନା ସମୟରେ ଛାତ୍ରୀଙ୍କୁ ଉଠବସ କରାଇବା ଘଟଣା, ଅସୁସ୍ଥ ଛାତ୍ରୀ ରଖିଲେ ପ୍ରତିକ୍ରିୟା
ପାଟଣାଗଡ: ସୁନାମୁଦି ହାଇସ୍କୁଲର ୬ ଜଣ ଛାତ୍ରୀ ପ୍ରାର୍ଥନା କରୁଥିବା ସମୟରେ ଅସୁସ୍ଥ, ଛାତ୍ରୀ ମାନେ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି
ପାଟଣାଗଡ: ଅଏଲାତୁଙ୍ଗା ଗାଁର ଯୁବତୀଙ୍କୁ ଅସଦାଚରଣ ଓ ମାଡ଼ ମରାଯାଇଥିବା ନେଇ ଲରମ୍ଭା ଥାନାରେ ଅଭିଯୋଗ
ପାଟଣାଗଡ: ବନମାଲ ପଞ୍ଚାୟତ ହାଇସ୍କୁଲର ପିଅନ କ୍ଷେତ୍ରବାସୀ ସାହୁଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ
ପାଟଣାଗଡ: ନୀଳଗିରିରେ ସାମ୍ବାଦିକଙ୍କୁ ଆଇଆଇସିଙ୍କ ନିର୍ଯ୍ୟାତନା ଘଟଣା: ବେଲପଡା ସାମ୍ବାଦିକ ସଙ୍ଘର ନିନ୍ଦା ସହ ଦାବିପତ୍ର ପ୍ରଦାନ
ପାଟଣାଗଡ: ସ୍ଥାନୀୟ ଦୀନରଘୁ ମେହେର ହାଇସ୍କୁଲରେ ବିଜ୍ଞାନମେଳା ଅନୁଷ୍ଠିତ; ଛାତ୍ରଛାତ୍ରୀଙ୍କ ଦ୍ୱାରା ୫୮ ଗୋଟି ପ୍ରକଳ୍ପ ପ୍ରଦର୍ଶିତ
ପାଟଣାଗଡ: ମଣ୍ଡଳ କଲେଜରେ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ପାଟଣାଗଡ: ଜିଏସଟି ପକ୍ଷରୁ ହରିଶଙ୍କର ଛକ ନିକଟରେ ଟ୍ରକ ଉପରେ ଚଢାଉ, ୧ ଲକ୍ଷ ୫୧ ହଜାର ଟଙ୍କା ଜରିମାନା ଆଦାୟ
ପାଟଣାଗଡ: ବେଲପଡା ପୋଲିସ ପକ୍ଷରୁ ସ୍ଥାନୀୟ ବସଷ୍ଟାଣ୍ଡ ସମ୍ମୁଖରେ ଜଳଛତ୍ର କେନ୍ଦ୍ର ଉଦଘାଟିତ
ପାଟଣାଗଡ: ଘାଗୁର୍ଲି ସ୍ଥିତ ଗିରିଗୋବର୍ଦ୍ଧନ ମନ୍ଦିରରେ ଯାଦବ ସମାଜ ପକ୍ଷରୁ ନବନିର୍ବାଚିତ ୪ ଜଣ ସରପଞ୍ଚ ଓ ଜଣେ ସମିତିସଭ୍ୟଙ୍କୁ ସମ୍ବର୍ଦ୍ଧିତ
ପାଟଣାଗଡ: ବାଗଦୋର ସମିତିସଭ୍ୟାଙ୍କ ସ୍ୱାମୀଙ୍କୁ ଗୁଳି କରି ହତ୍ୟା ଘଟଣା, 2 ଅଭିଯୁକ୍ତଙ୍କୁ ପାଟଣାଗଡ଼ ଜେଲକୁ କୋର୍ଟ ଚାଲାଣ କଲା ପୋଲିସ
ପାଟଣାଗଡ: ବାଗଦୋର ସମିତି ସଭ୍ୟାଙ୍କ ସ୍ୱାମୀଙ୍କୁ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥବା ବସୁଙ୍କ ପୁଅ ରଖିଲେ ପ୍ରତିକ୍ରିୟା
ପାଟଣାଗଡ: ବାଗଦୋର ସମିତି ସଭ୍ୟାଙ୍କ ସ୍ୱାମୀଙ୍କୁ ହତ୍ୟା ଘଟଣାରେ ଅଭିଯୁକ୍ତ କୁହାଯାଇଥିବା ଗିରିଧାରୀ ସାଙ୍କ ସ୍ତ୍ରୀଙ୍କ ପ୍ରତିକ୍ରିୟା
ପାଟଣାଗଡ: ବାଗଦୋର ସମିତି ସଭ୍ୟାଙ୍କ ସ୍ୱାମୀଙ୍କୁ ଗୁଳି କରି ହତ୍ୟା ଘଟଣା; ୬ ଜଣଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନରେ ଅଟକ ରଖି ପଚରାଉଚରା କରୁଛି ପୋଲିସ
ପାଟଣାଗଡ: ବାଗଦୋର ସମିତି ସଭ୍ୟାଙ୍କ ସ୍ୱାମୀଙ୍କୁ ଗୁଲି କରି ହତ୍ୟା ଘଟଣା, ପ୍ରତିକ୍ରିୟା ରଖିଲେ ସମିତି ସଭ୍ୟା ବନିତା ବିଶ୍ୱାଳ
ପାଟଣାଗଡ: ବାଗଦୋର ସମିତିସଭ୍ୟାଙ୍କ ସ୍ୱାମୀଙ୍କୁ ଗୁଳି କରି ହତ୍ୟା ଘଟଣା: ବେଲପଡା ବିଜେଡି ବ୍ଲକ ସଭାପତି ଗଣେଶ କୁମ୍ଭାରଙ୍କ ପ୍ରତିକ୍ରିୟା
ପାଟଣାଗଡ: ବାଗଦୋର ଗ୍ରାମପଞ୍ଚାୟତର ସମିତିସଭ୍ୟାଙ୍କ ସ୍ୱାମୀ ଲୋକନାଥ ବିଶ୍ୱାଳଙ୍କୁ ଗୁଲି କରି ହତ୍ୟା ଘଟଣା- ୨ ଜଣ ଲାଠୋର ଥାନାରେ ଅଟକ ସୂଚନା
ପାଟଣାଗଡ: କଟକ ସ୍ଥିତ ଗୌରିଶଙ୍କର ଟାଉନ ହଲ ଠାରେ ରାଜ୍ୟ ସ୍ତରୀୟ ବାଣୀପୁତ୍ର ସମ୍ମାନ ପାଇଲେ ମଣ୍ଡଲ ଗ୍ରାମର ଆଶୁତୋଷ ଠାକୁର
ପାଟଣାଗଡ: ବିଇଓ କାର୍ଯ୍ୟାଳୟ ଠାରେ ୩୦ ଜଣ କନିଷ୍ଠ ଶିକ୍ଷକଙ୍କୁ ନିୟମିତ ଶିକ୍ଷକ ଭାବରେ ମାନ୍ୟତା ପ୍ରଦାନ
ପାଟଣାଗଡ: ଏନଏସି  ନିର୍ବାଚନର କୋଲପଡା ମତଦାନ କେନ୍ଦ୍ରରେ ଭୋଟରଙ୍କୁ ଟଙ୍କା ବଣ୍ଟନ କରି ମାଡ ଖାଇଲେ ସ୍ଥାନୀୟ ବିଧାୟକଙ୍କ ଭାଇ ପ୍ରଦିପ କୁମାର ମେହେର