Public App Logo
Profile Picture

HIFI ODISHA

@k_khilar
11Followers
0Following
ମୁଁ  ମାଆ ଓ ଭଉଣୀ ଙ୍କ ଉପରେ କହିବାକୁ ଭଲ ପାଏ !
ସାର ସାର ଡାକୁଥିଲା ତା ସହ ପ୍ରେମ ହେଇଗଲା
ପିୟୁଷ ଭାଇ ଯୋଉଠି ଦର୍ଶକ ସେଇଠି
ଭିକୁ ସେଠ୍ ଙ୍କୁ ମୁଁ ବହୁତ ଭଲ ପାଏ ! ସେ ମୋତେ ଗାଳି କରିଥିଲେ
ପିୟୁଷ ଭାଇ ଟୋକା ଖଣ୍ଡେ ! ଚାକିରୀ ଛାଡିକି ଖେଳ କରୁଛି
" ପାପ ଜାଣିନି କି ପୁଣ୍ୟ ଜାଣିନି " ମୋତେ ଭଲ ଲାଗିଥିଲା
ଯାତ୍ରା ଭିଲିଆନ ଙ୍କୁ ଗୁରିଆ କହିଲେ 'ମାଇ ତଣ୍ଟିଆ  ! ଇଙ୍ଗିତ ସହ ଅଭିନୟ କରି ଦେଖେଇଲେ
ଶେଷ ଜାଗା ହେଲା ଯାତ୍ରା
ଗୋଟେ ଛାଡ଼ିବି ଗୋଟେ ଧରିବି
ମୋର ଦୁର୍ବଳତା ଥିଲା
ପିୟୁଷ ଭାଇ ଆଉ ମୁଁ ଗୋଟେ ପାର୍ଟିରୁ ଯାତ୍ରା ଆରମ୍ଭ କରିଥିଲୁ
ପଇସା ନଥିଲା ବୋଲି ସବୁ ଆଶା ମାରିଦେଇଛି
ମୋ ଭାଇ କହିଲେ ତୁ ଯାତ୍ରାକୁ ପଳା  !
ଯୋଉଟା ଭାବିନଥିଲି ସେଇଟା ହେଇଗଲା  !
ଯାହା ମନ ଯୋଉଠି ରସେ ତାକୁ କିଆ ଫୁଲ ପରି ବାସେ
ଏ ହେଲୋ ...ହେଲୋ ...ଏଇ ତମେ ଏମିତି କଣ ହଉଛ !
"ବାଡ଼ୁଅ ବୋହୁ " ନାଟକ  ମୋ ପରିଚୟ
ଜୟଶ୍ରୀ ମୋତେ ବହୁତ ସପୋର୍ଟ କରିଥିଲେ  !
ମୋ ସମ୍ବଲପୁରୀ ଆଲବମ " ସୁନ୍ଦରୀ ଜହ୍ନ" କୁ ଲୋକ ବହୁତ ଭଲପାଇବା ଦେଇଛନ୍ତି
ଡିରେକ୍ଟର ମାନେ ମନା କରିଦିଅନ୍ତି କିନ୍ତୁ ମୁଁ ହାର ମାନିନଥିଲି !
ମୁଁ  ଟିକେ ସୁନ୍ଦର ଅଛିତ ସେଥିପାଇଁ !ସିରିଏଲ ,ଫିଲ୍ମ,ଆଲବମ କରିଛି କିନ୍ତୁ ଯାତ୍ରା ପରିଚୟ ଦେଇଛି
ସୁନ୍ଦରୀ ଜହ୍ନ କେ ଭଲ ପାଉଛେ !
ଏଇଠି ଶେଷ କରିବି ଜୀବନର ଇନିଂସ !
ଶିବାନୀ ରେ "କଥା ଦେଇ କଥା ରଖିଲୁ ନାହିଁ "ନାଟକ ରେ ପ୍ରଥମେ ଚରିତ୍ର ଅଭିନେତା କରିଥିଲି !
ମୁଁ ଝିଅ ଦଲାଲ  !