Public App Logo
Profile Picture

Cuttack Crime News

@123deba
3153Followers
4Following
କଟକ ପୌରାଞ୍ଚଳ: ଦରଘାବଜାର ଥାନା ଅଞ୍ଚଳରେ ଚାକିରୀ ନାଁରେ ଠକେଇ ଘଟଣା, 6 ଅଭିଯୁକ୍ତଙ୍କ ଆକାଉଣ୍ଟ ଅଚଳ ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଲା ପୋଲିସ୍
ଟାଙ୍ଗୀ: ପୁରୀ ମୁଖ୍ୟ କେନାଲ ନିକଟରେ ଜଳିଗଲା କପଡା ବୋଝେଇ ଗାଡି, ଜବତ କଲା ପୋଲିସ
ଚୌଦ୍ବାର: ବାଣୀପଦା ଗ୍ରାମରେ ମହିଳାଙ୍କୁ ହତ୍ୟା ନେଇ ଥାନାରେ ଅଭିଯୋଗ, ଜଣେ ଅଟକ
ନରସିଂହପୁର: ନରସିଂହପୁର ଥାନା ଅଞ୍ଚଳରେ ଚଢାଉ କରି ଦେଶୀ ମଦ ଜବତ, ୩ ଜଣକୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ
କଟକ ପୌରାଞ୍ଚଳ: ମଦ୍ୟପ ସ୍ବାମୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଥାନାର ଦ୍ବାରସ୍ଥ ହେଲେ ଶିବାଜୀ ନଗର ଅଞ୍ଚଳର ମହିଳା
କଟକ ପୌରାଞ୍ଚଳ: ଲକ୍ଷ୍ମୀପ୍ରିୟା ହୋଟେଲ ସାମ୍ନାରୁ ଟଙ୍କା ବ୍ୟାଗ୍ ଚୋରି, ଥାନାରେ ଅଭିଯୋଗ
କଟକ ପୌରାଞ୍ଚଳ: ଛତ୍ରବଜାର ଅଞ୍ଚଳରେ ୱାରେଣ୍ଟକୁ ଧରିବାକୁ ଯାଇଥିବା ଏଏସଆଇଙ୍କୁ ଗାଳି ଗୁଲଜ, ଥାନାରେ ଏତଲା
କଟକ ପୌରାଞ୍ଚଳ: ତୁଳସୀପୁରରେ ରାସ୍ତା କାମକୁ ନେଇ ଗାଳିଗୁଲଜ, ଥାନାରେ ଅଭିଯୋଗ
କଟକ ପୌରାଞ୍ଚଳ: ବ୍ରାହ୍ମଣଝରିଲୋ ଗ୍ରାମରେ ମହିଳାଙ୍କୁ ଗାଡ଼ି ଧକ୍କା କରିବା ନେଇ ଥାନାରେ ଅଭିଯୋଗ ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ
କଟକ ପୌରାଞ୍ଚଳ: ନାନକାର ଅଞ୍ଚଳରେ ବାଇକ ଚୋରି ନେଇ ଥାନାରେ ଅଭିଯୋଗ
କଟକ ପୌରାଞ୍ଚଳ: ସୁଭଦ୍ରାପୁରରେ ମହିଳାଙ୍କୁ ଦିଅରର ଗାଳିଗୁଲଜ ନେଇ ଥାନାରେ ଅଭିଯୋଗ
କଟକ ପୌରାଞ୍ଚଳ: ପୂର୍ବକଚ୍ଛ ଅଞ୍ଚଳରେ ବ୍ୟକ୍ତି ଓ ପୁଅଙ୍କୁ ଗାଳି ଗୁଲଜ ନେଇ ଥାନାରେ ଅଭିଯୋଗ
ଟାଙ୍ଗୀ: କଟକ ଟାଙ୍ଗି ଥାନା ମୋରାଣିଆରେ ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ ପରେ ପୁଲିସ୍ ତଦନ୍ତ ଆରମ୍ଭ
କଟକ ପୌରାଞ୍ଚଳ: ଫୁଲ ନଖରାରୁ ଗାଡ଼ି ଚୋରି ନେଇ ଥାନାରେ ଅଭିଯୋଗ ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ
ଟାଙ୍ଗୀ: ପୁରୁଣା ଟୋଲ୍ ଗେଟ୍ ନିକଟରେ ଦୁର୍ଘଟଣାରେ ସ୍କୁଟି ଚାଳକ ଆହତ, ଗାଡି ଜବତ କଲା ପୋଲିସ
ଟାଙ୍ଗୀ: କଟକ ବାରଙ୍ଗ ଥାନା ଅନ୍ତର୍ଗତ ପୁରୀ ମୁଖ୍ୟ କେନାଲରୁ ଦେଶୀ ମଦ ଜବତ, ବେପାରୀକୁ ଗିରଫ ପରେ କୋର୍ଟ ଚାଲାଣ କଲା ପୋଲିସ
କଟକ ପୌରାଞ୍ଚଳ: ପୁରୀଘାଟ ଥାନା ଅଞ୍ଚଳରେ ବାପା ଦ୍ବାରା ନାବାଳିକା ଦୁଷ୍କର୍ମ ଶିକାର; ଥାନାରେ ଅଭିଯୋଗ ପରେ ପୋଲିସର ତଦନ୍ତ ଆରମ୍ଭ
କଟକ ପୌରାଞ୍ଚଳ: କଲେଜ ଛକ ସ୍ଥିତ ପ୍ରାଇଭେଟ୍ ହସ୍ପିଟାଲରେ ଡାକ୍ତରଙ୍କ ଅନୁପସ୍ଥିତିକୁ ନେଇ ଉତ୍ତେଜନା, ପୋଲିସ୍ ପହଞ୍ଚି ଆରମ୍ଭ କଲା ତଦନ୍ତ
କଟକ ପୌରାଞ୍ଚଳ: ବାଦାମବାଡ଼ି ଥାନା ଅନ୍ତର୍ଗତ ପାଲା ମଣ୍ଡପ ଅଞ୍ଚଳରୁ ବାଇକ ଚୋରି ନେଇ ଥାନାରେ ଅଭିଯୋଗ
କଟକ ପୌରାଞ୍ଚଳ: ଦରଖାପାଟଣା ଅଞ୍ଚଳରେ ଏକ ଦୋକାନରୁ ଲୁଟ ନେଇ ଥାନାରେ ଅଭିଯୋଗ, ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ
କଟକ ପୌରାଞ୍ଚଳ: ବାଦାମବାଡ଼ି ଅଞ୍ଚଳରେ ଘରେ ପଶି ଆକ୍ରମଣ ନେଇ ଥାନାରେ ଅଭିଯୋଗ, ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ
କଟକ ପୌରାଞ୍ଚଳ: ଦରଘାବଜାର ଥାନା ଅଞ୍ଚଳରେ ସ୍ତ୍ରୀଙ୍କୁ ମାଡ଼ ମାରିବା ନେଇ ଥାନାରେ ଅଭିଯୋଗ
କଟକ ପୌରାଞ୍ଚଳ: ରାଜେନ୍ଦ୍ର ନଗର ଅଞ୍ଚଳରେ ଟଙ୍କା ନେଣଦେଣକୁ ନେଇ ଥାନାରେ ଅଭିଯୋଗ; ପୋଲିସର ତଦନ୍ତ ଆରମ୍ଭ
କଟକ ପୌରାଞ୍ଚଳ: ଫୁଲନଖରା ଓଭରବ୍ରିଜ ତଳେ ବାଇକ୍ ଦୁର୍ଘଟଣା, ଜଣେ ଆହତ
କଟକ ପୌରାଞ୍ଚଳ: ଗୁଆଳୀ ଗ୍ରାମରେ ଗଣ୍ଡଗୋଳ; ୩ ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କଲା ପୋଲିସ