Public App Logo
Profile Picture

କୋଣାର୍କ ରାମଚଣ୍ଡୀ ଖବର

@ramchandi2022
3677Followers
32Following
କୋଣାର୍କ: ପୁରୀ ଜିଲ୍ଲା ଯୋଗାଣ ବିଭାଗରେ ଦୁର୍ନୀତି, ପୁର୍ତ୍ତବିଭାଗ ଡାକବଙ୍ଗଳା ଠାରେ ସାମ୍ବାଦିକ ସମ୍ମିଳନୀ କରି ପ୍ରତିକ୍ରିୟା ରଖିଲେ ପୂର୍ବତନ ବିଧାୟକ
କୋଣାର୍କ: ରାମଚଣ୍ଡୀଙ୍କ ପୀଠରେ କଂଗ୍ରେସର ପ୍ରସ୍ତୁତି ବୈଠକରେ ଯୋଗଦେଲେ ରାଜ୍ୟ ଏଆଇସିସି ସମ୍ପାଦକ ବିଶ୍ୱରଞ୍ଜନ ମହାନ୍ତି
ରାମଚଣ୍ଡୀ: ବାଙ୍ଗର ସ୍ଥିତ ଜିଲ୍ଲା କାରାଗାର କର୍ମଚାରୀଙ୍କ ପକ୍ଷରୁ ୫ ଦଫା ଦାବି ନେଇ ଆମରଣ ଅନଶନ
କୋଣାର୍କ: ଚନ୍ଦ୍ରଭାଗା ସ୍ଥିତ ଲାଇଟ ହାଉସ ପରିସରରେ କାର୍ଯ୍ୟରତ ଶ୍ରମିକଙ୍କୁ ମଜୁରୀ ନଦେବାରୁ ଠିକାଦାର ନାଁରେ ଥାନାରେ ଅଭିଯୋଗ
କୋଣାର୍କ: ସୂର୍ଯ୍ୟ ମନ୍ଦିର ପରିଦର୍ଶନ କଲେ ନୌସେନାର ଉଚ୍ଚ ଅଧିକାରୀ
ରାମଚଣ୍ଡୀ: ଗାଗପୁରୁ ଠାରେ ରାଜସ୍ଥାନର ପୂର୍ବତନ ଏମପିଙ୍କ ଦ୍ଵାରା ଶ୍ମଶାନ ଗୃହ ଉଦଘାଟିତ, ପ୍ରତିକ୍ରିୟା ରଖିଲେ ରାଜସ୍ଥାନର ପୂର୍ବତନ ସାଂସଦ
କୋଣାର୍କ: କନ୍ତିମଳା ଗ୍ରାମରେ ଆକ୍ରମଣ ନେଇ ଅଭିଯୋଗ ପରେ ବି ମିଳୁନି ନ୍ୟାୟ, ଥାନାରେ ପ୍ରତିକ୍ରିୟା ରଖିଲେ ମହିଳା
ରାମଚଣ୍ଡୀ: ଚନ୍ଦ୍ରଭାଗା ଇକୋ ସେନ୍ସିଟିଭ ଜୋନରେ ବନ ବିଭାଗ ପକ୍ଷରୁ ବିନା ଅନୁମତିରେ ମାର୍କେଟ ଗୃହ ନିର୍ମାଣ ଆରମ୍ଭ, କାର୍ଯ୍ୟକୁ ଇଡିସି ପକ୍ଷରୁ ବିରୋଧ
କୋଣାର୍କ: ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ବିଡିଓ ଓ ଜିଲ୍ଲା ମଙ୍ଗଳ ଅଧିକାରୀ
କୋଣାର୍କ: ଆଶ୍ରମସ୍କୁଲ ପରିସରରେ ପିତା ମାତା ସହଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ଜିଲ୍ଲା ମଙ୍ଗଳ ଅଧିକାରୀ
କୋଣାର୍କ: ଆମ୍ବିଳିଗାଁରେ ଦିଅର ମାଡରେ ଭାଉଜ ଆହତ, ଥାନାରେ ଅଭିଯୋଗ
କୋଣାର୍କ: ଚନ୍ଦ୍ରଭାଗା ନୋଳିଆ ସାହିରେ ସ୍ତ୍ରୀଙ୍କୁ ମାଡ ମାରୁଥିବା ନେଇ ସ୍ୱାମୀଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ କଲେ ମହିଳା
ରାମଚଣ୍ଡୀ: ଚନ୍ଦ୍ରଭାଗା ଉପକୂଳରେ ଦୁଇ ଦିନିଆ ସମରାଭ୍ୟାସ ସାଗର କବଚ ଆରମ୍ଭ
କୋଣାର୍କ: ଚନ୍ଦ୍ରଭାଗାରୁ ବେଆଇନ ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କଲା ପୋଲିସ, ମାମଲା ରୁଜୁ
କୋଣାର୍କ: କନ୍ତିମଳା ଗ୍ରାମରେ ସାନ ଯା' କୁ ବଡ ଯା'ର ମରଣାନ୍ତକ ଆକ୍ରମଣ; ଥାନାରେ ଅଭିଯୋଗ, ପ୍ରତିକ୍ରିୟା ରଖିଲେ ମହିଳା
କୋଣାର୍କ: ଲିଆଖିଆ ବ୍ରିଜ ନିକଟରେ ଗଛରେ ପିଟିହେଲା ବାଇକ; ଆରୋହୀ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
କୋଣାର୍କ: ଯନ୍ତନା ଗ୍ରାମ ବାଲି ସାହିକୁ ରାସ୍ତା କରିବା ନେଇ ଆସନ୍ତା ୨୨ ରେ ପୁନର୍ବାର ବନାଖଣ୍ଡି ଛକରେ ରାସ୍ତାରୋକ କରିବା ନେଇ ସୂଚନା
ରାମଚଣ୍ଡୀ: କୋଣାର୍କ ପୁରୀ ବେଳାମାର୍ଗ ରାସ୍ତାର ଡିଫେନ୍ସ ସମ୍ମୁଖରେ ଦୁର୍ଘଟଣାରେ ମୃତକ କାର ଚାଳକଙ୍କ ମିଳିଲା ପରିଚୟ
ରାମଚଣ୍ଡୀ: ପୁରୀ କୋଣାର୍କ ବେଳାମାର୍ଗ ରାସ୍ତାର ଡିଫେନ୍ସ ସମ୍ମୁଖରେ ମୋ ବସ ଓ କାର ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର ଚାଳକ ମୃତ
କୋଣାର୍କ: ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ ନବଗ୍ରହ ପୀଠରେ କେନ୍ଦ୍ରମନ୍ତ୍ରୀଙ୍କ ସମୂହ ଦୀପଦାନ
କୋଣାର୍କ: ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ଥିବା ଦୋକାନୀଙ୍କ ବିବାଦ ପ୍ରସଙ୍ଗ, ଅତିରିକ୍ତ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଖୋଲିଲା ଦୋକାନ
ରାମଚଣ୍ଡୀ: ରାଜ୍ୟ ପ୍ରଦୂଷଣ ବୋର୍ଡ ପକ୍ଷରୁ ଚନ୍ଦ୍ରଭାଗା ଠାରେ ଅନ୍ତର୍ଜାତିକ ବେଳାଭୂମି ସଫେଇ ଦିବସ ଅନୁଷ୍ଠିତ
କୋଣାର୍କ: ବିଶ୍ଵ ଐତିହ୍ୟ ସୂର୍ଯ୍ୟମନ୍ଦିର ଓ ବ୍ୟାଖ୍ୟାନ କେନ୍ଦ୍ର ପରିଦର୍ଶନ କଲେ ଗୋଆ ରାଜ୍ୟପାଳ
ରାମଚଣ୍ଡୀ: କ୍ଷୁଦ୍ର ଓ ରାସ୍ତା ପାର୍ଶ୍ବ ଉଠା ବ୍ଯବସାୟୀ ସଂଘ ପକ୍ଷରୁ ୧୦ ଦଫା ଦାବି ନେଇ କୋଣାର୍କ ଏନ୍‌ଏସି କାର୍ଯ୍ୟାଳୟ ଘେରାଉ
କୋଣାର୍କ: ପ୍ରତିଶ୍ରୁତି ପରେ ବନାଖଣ୍ଡି ଛକରୁ ରାସ୍ତାରୋକ ହଟିବା ନେଇ ପ୍ରତିକ୍ରିୟା ରଖିଲେ ଅତିରିକ୍ତ ବିଡିଓ