Public App Logo
Profile Picture

ଦଶମନ୍ତପୁର ବ୍ଲକ ଖବର 8018444078

@habildasamanthpur
21235Followers
4Following
ଦଶମନ୍ତପୁର: ସଦର ଖ୍ରୀଷ୍ଟିଆନ ସାହିରେ ରହୁଥିବା ଅବସରପ୍ରାପ୍ତ ବିଦ୍ୟୁତ କର୍ମଚାରୀଙ୍କ ଦେହାନ୍ତ, ଶେଷକୃତ୍ୟରେ ସାମିଲ ହେଲେ ବିଧାୟକ
ଦଶମନ୍ତପୁର: ଗୋଉଡ କନ୍ତି ଗାଁର ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ, ଥାନାରେ ଏତଲା
ଦଶମନ୍ତପୁର: ଦଶମନ୍ତପୁର ବିଇଓ କାର୍ଯ୍ୟାଳୟରେ ଶିକ୍ଷକ ସଂଘକୁ ଭେଟିଲେ ଲକ୍ଷ୍ମୀପୁର ବିଧାୟକ
ଦଶମନ୍ତପୁର: ଦଶମନ୍ତପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଅବ୍ୟବସ୍ଥା ନେଇ ମୁହାଁମୁହିଁ ହେଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ଡାକ୍ତର
ଦଶମନ୍ତପୁର: ବିରିଗୁଡ଼ା ଉପ ସ୍ବାସ୍ଥ୍ୟ କେନ୍ଦ୍ରରେ ନିୟମିତ ଡାକ୍ତର ଆସୁ ନଥିବା ନେଇ ଅଭିଯୋଗ ଆଣିଲେ ଗ୍ରାମବାସୀ
ଦଶମନ୍ତପୁର: ଦଶମନ୍ତପୁର ମୋବାଇଲ ଟାୱାର ପ୍ରତିଷ୍ଠା ପାଇଁ ଦାବି କଲେ ପଝାର ଗ୍ରାମବାସୀ
ଦଶମନ୍ତପୁର: ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଶିକ୍ଷକ ସଂଘ ପକ୍ଷରୁ ଦାବିପୂରଣ ନେଇ ଗଣଧାରଣା
ଦଶମନ୍ତପୁର: ପିଣ୍ଡା ପଦର ପଞ୍ଚାୟତ ଅଧିନସ୍ଥ ଲରେଶ ବାସୀ ମୌଳିକ ସୁବିଧାରୁ ବଞ୍ଚିତ, ପ୍ରତିକ୍ରିୟା ରଖିଲେ ସରପଞ୍ଚ
ଦଶମନ୍ତପୁର: ସ୍ଥାନୀୟ ସାଇ କଲ୍ୟାଣ ମଣ୍ଡପ ଠାରେ ମିସ୍ତ୍ରୀ ମାନଙ୍କୁ ନେଇ ସଚେତନତା ସଭା ଅନୁଷ୍ଠିତ
ଦଶମନ୍ତପୁର: ଚିକାମ୍ବ ପଞ୍ଚାୟତ ବିରିପାଣି ପଡ଼ିଆ ନିକଟରେ କଂଗ୍ରେସର ପଞ୍ଚାୟତ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ
ଦଶମନ୍ତପୁର: ଦୁର୍ନୀତି ଓ ଭ୍ରଷ୍ଟାଚାର ପ୍ରତିବାଦରେ ଦଶମନ୍ତପୁର ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ବିଜେପିର ବିକ୍ଷୋଭ
ଦଶମନ୍ତପୁର: ନନ୍ଦିଗାଁ ପଞ୍ଚାୟତରେ ବିଜେଡି ର ବୁଥ୍ ସ୍ତରୀୟ କର୍ମଶାଳା ଅନୁଷ୍ଠିତ
ଦଶମନ୍ତପୁର: ବିଭିନ୍ନ ପ୍ରକାର ସମସ୍ୟାର ସମାଧାନ ପାଇଁ ବିଜେପି ପକ୍ଷରୁ ଚଣାବାଡ ପଞ୍ଚାୟତ ଘେରାଉ
ଦଶମନ୍ତପୁର: ପଦୁଗୁଡା ଗାଁରେ ସ୍ଥିତି ଅନୁଧ୍ୟାନ କଲେ ବିଧାୟକ ଓ କଂଗ୍ରେସ ନେତା
ଦଶମନ୍ତପୁର: ପାଇକ ଫୁଲ ବେଢ଼ା ପଞ୍ଚାୟତର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବିଜେପି ପକ୍ଷରୁ ପଞ୍ଚାୟତ ଘେରାଉ
ଦଶମନ୍ତପୁର: ପ୍ରସବ କାଳୀନ ଅର୍ଥରୁ ବଞ୍ଚିତ ବଦଳି କୁଡୁମା ୨ ନମ୍ବର ୱାର୍ଡର ମହିଳା
ଦଶମନ୍ତପୁର: ଗ୍ୟାସ ସିଲିଣ୍ଡରର ଆବଶ୍ୟକୀୟ କାଗଜପତ୍ର ନ ପାଇ ବିଡ଼ିଓଙ୍କ ଦ୍ବାରସ୍ଥ ହେଲେ ବ୍ଲକର ଅଙ୍ଗନବାଡ଼ି କର୍ମୀ
ଦଶମନ୍ତପୁର: ଦଶମନ୍ତପୁର ସାଇ କଲ୍ୟାଣ ମଣ୍ଡପ ଠାରେ ଯୁବ ବିଜେଡି ପକ୍ଷରୁ ସାଙ୍ଗଠନିକ ବୈଠକ ଅନୁଷ୍ଠିତ
ଦଶମନ୍ତପୁର: ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବିଜେପି ପକ୍ଷରୁ ଲୁଲା ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ
ଦଶମନ୍ତପୁର: ବଦଳିକୁଡୁମା ଆଶ୍ରମ ସ୍କୁଲରେ ବିଳମ୍ବରେ ଆସୁଛନ୍ତି ଶିକ୍ଷୟିତ୍ରୀ, ଗେଟ୍‌ ଆଗରେ ଘେରିଲେ ଅଭିଭାବକ
ଦଶମନ୍ତପୁର: ଦଶମନ୍ତପୁର ସାଇ କଲ୍ୟାଣ ମଣ୍ଡପଠାରେ ମହାସମାରୋହରେ ଆଦିବାସୀ ଦିବସ ପାଳିତ
ଦଶମନ୍ତପୁର: ଦଶମନ୍ତପୁର ୭ ନମ୍ବର ୱାର୍ଡରେ ଖାଲି ପଡିଥିବା ଅଙ୍ଗନବାଡ଼ି ନିଯୁକ୍ତି ଅନିୟମିତତା ହୋଇଥିବା ଅଭିଯୋଗ।
ଦଶମନ୍ତପୁର: ଦଶମନ୍ତପୁର ବିଭିନ୍ନ ଦାବି ନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ କଳା ବ୍ୟାଚ ପରିଧାନ କରି ଆନ୍ଦୋଳନ
ଦଶମନ୍ତପୁର: ଚଣାବାଡ ପଞ୍ଚାୟତ ନିକଟ ଶ୍ମଶାନ ଜମିରେ ପୋଖରୀ ଖନନକୁ ଗ୍ରାମବାସୀଙ୍କ ବିରୋଧ
ଦଶମନ୍ତପୁର: ବ୍ଲକର ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ