Public App Logo
Profile Picture

Sambalpuri Tv

@sambalpuri_tv
132170Followers
134Following
ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ଜିଲ୍ଲାପାଳଙ୍କ ସମ୍ବଲପୁର ବାସୀଙ୍କୁ 
ଅନୁରୋଧ ଆଜିନୁ ଆରମ୍ଭ ହେଲା ସୁଭଦ୍ରା ମେଳା
ସମ୍ବଲପୁର ମ୍ୟୁନିସିପାଲଟି: ମାନେଶ୍ୱର୍ ମାନ୍ଧାତା ବାବା ଜ୍ୱେଲେରି ଦୋକାନରୁ
ସୁନା ଅଳଙ୍କାର ଚୋରି ଘଟଣା,ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କଲା ପୁଲିସ
ସମ୍ବଲପୁର ମ୍ୟୁନିସିପାଲଟି: ବୁର୍ଲା MCL ଛକ ଠାରେ ଜଣେ ବ୍ୟକ୍ତିଙ୍କ ଘରୁ ଟଙ୍କା ଚୋରି, ୨ ଅଭିଯୁକ୍ତ ଗିରଫ
ସମ୍ବଲପୁର ମ୍ୟୁନିସିପାଲଟି: କିର୍ବା ଠାରେ ଜଣେ ଯୁବକଙ୍କ ମୋବାଇଲ ଫୋନ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ
ସମ୍ବଲପୁର ମ୍ୟୁନିସିପାଲଟି: ଫାର୍ମ ରୋଡ ଠାରେ ବ୍ୟକ୍ତିଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ ସହ ହତ୍ୟା ଧମକ ଅଭିଯୋଗ
ସମ୍ବଲପୁର ମ୍ୟୁନିସିପାଲଟି: ଗଉଡପାଲି ହନୁମାନ ମନ୍ଦିର ଗଳି ନିକଟରେ ଜଣେ ବ୍ୟକ୍ତିଙ୍କ ବାଇକ ଚୋରି ଅଭିଯୋଗ
ସମ୍ବଲପୁର ମ୍ୟୁନିସିପାଲଟି: ଧାଧରଖୋଲ ଠାରେ ଜଣେ ବ୍ୟକ୍ତିଙ୍କ ପାଖରୁ ୫ ଲିଟର ଦେଶୀ ମଦ ଜବତ
ସମ୍ବଲପୁର ମ୍ୟୁନିସିପାଲଟି: ମୁଦିପଡ଼ା ଠାରେ ଜନୈକା ମହିଳାଙ୍କୁ ଫୋନରେ ଗାଳିଗୁଲଜ ସହ ହତ୍ୟା ଧମକ ଦେବା ନେଇ ଥାନାରେ ଅଭିଯୋଗ
ସମ୍ବଲପୁର ମ୍ୟୁନିସିପାଲଟି: ରେଙ୍ଗାଲି ଆରଆଇ ଅଫିସ୍ ସମ୍ମୁଖରୁ ବ୍ୟକ୍ତିଙ୍କ ବାଇକ୍ ଚୋରି ଅଭିଯୋଗ
ସମ୍ବଲପୁର ମ୍ୟୁନିସିପାଲଟି: ଅଇଁଠାପାଲି ଉପର ଛକ ଟେମ୍ପୋ ଷ୍ଟାଣ୍ଡରେ ଜଣେ ଅଟୋ ଡ୍ରାଇଭରଙ୍କୁ ମାଡ଼ପିଟ ଥାନାରେ ଅଭିଯୋଗ
ସମ୍ବଲପୁର ମ୍ୟୁନିସିପାଲଟି: ସାଧୁମୁଣ୍ଡା ଗ୍ରାମଠାରେ ଜଣେ ବ୍ୟକ୍ତିଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ ସହ ମରଣାନ୍ତକ ଆକ୍ରମଣ ଅଭିଯୋଗ
ସମ୍ବଲପୁର ମ୍ୟୁନିସିପାଲଟି: ଧନୁପାଲି ଥାନା ଅନ୍ତର୍ଗତ ଡିଅର୍ ପାର୍କ ରୋଡ଼ ନିକଟରେ 2 ଜଣ ବ୍ୟକ୍ତିଙ୍କ ପାଖରୁ 15 ବୋତଲ କଫସିରଫ ଜବତ
ସମ୍ବଲପୁର ମ୍ୟୁନିସିପାଲଟି: ବୁଢ଼ାରଜା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ନାଁରେ ଥିବା ୨୧ ଡିସିମିଲ ଜମିକୁ ଜାଲିଆତି କରି ବିକ୍ରି କରିଥିବା ନେଇ ଅଭିଯୋଗ
ସମ୍ବଲପୁର ମ୍ୟୁନିସିପାଲଟି: ଡେରବା ଗ୍ରାମରେ ମଦ୍ୟପ ସ୍ୱାମୀ ମାର ପିଟ୍‌ କରୁଥିବାରୁ ଠେଲକୋଲୋଇ ଥାନାରେ ଅଭିଯୋଗ କଲେ ମହିଳା
ସମ୍ବଲପୁର ମ୍ୟୁନିସିପାଲଟି: ସାବଲହରାସ୍ଥିତ ଗଣେଶ ପୂଜା ପେଣ୍ଡାଲ ସମ୍ମୁଖରେ ଜଣେ ବ୍ୟକ୍ତିଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ ସହ ହତ୍ୟା ଧମକ ନେଇ ଥାନାରେ ଅଭିଯୋଗ
ସମ୍ବଲପୁର ମ୍ୟୁନିସିପାଲଟି: କିର୍ବାରେ ଜଣେ ମହିଳାଙ୍କ ଘରେ ପଶି ଝୁପଡୀପଡ଼ାର କିଛି ବ୍ୟକ୍ତି ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ପିଟ କରିଥିବା ନେଇ ଥାନାରେ ଅଭିଯୋଗ
ସମ୍ବଲପୁର ମ୍ୟୁନିସିପାଲଟି: ଧନୁପାଲି ଅଞ୍ଚଳରେ ୧୭ ବର୍ଷୀୟା ନାବାଳିକା ନିଖୋଜ, ଥାନାରେ ଅଭିଯୋଗ
ସମ୍ବଲପୁର ମ୍ୟୁନିସିପାଲଟି: ମହାନ୍ତିପଡ଼ା ଛକ ଠାରେ ଧାର ଟଙ୍କା ମାଗିବାରୁ ଯୁବକଙ୍କୁ ହତ୍ୟା ଧମକ ଅଭିଯୋଗ
ସମ୍ବଲପୁର ମ୍ୟୁନିସିପାଲଟି: ଧନୁପାଲି ଛକରେ ମଦ୍ୟପ ବ୍ୟକ୍ତିର ଉନ୍ମତ୍ତ କାଣ୍ଡ ଦେଖି ଲୋକେ ଭୟଭୀତ
ସମ୍ବଲପୁର ମ୍ୟୁନିସିପାଲଟି: ବାମରା ସ୍ଥିତ ଶ୍ରୀ କ୍ରୀଷ୍ଣା ପେଟ୍ରୋଲ ପମ୍ପ ଛକଠାରେ ୩୦ ପକେଟ୍ ମଦ ପାଉଚ ଜବତ
ସମ୍ବଲପୁର ମ୍ୟୁନିସିପାଲଟି: ଗୋପାଲମାଲ ଠାରେ ଜଣେ ମହିଳାଙ୍କ ଘରେ କିଛି ଲୋକ ପଶି ପରିବାର ଲୋକଙ୍କୁ ହତ୍ୟା ଧମକ ଦେବା ନେଇ ଥାନାରେ ଅଭିଯୋଗ
ସମ୍ବଲପୁର ମ୍ୟୁନିସିପାଲଟି: ଯୁଜୁମୂରା ରୁ ଚାରମାଲ ମଧ୍ୟରେ ଥିବା ରେଳଧାରଣାରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କଲା ଜିଆରପି ପୋଲିସ
ସମ୍ବଲପୁର ମ୍ୟୁନିସିପାଲଟି: ରାମଜିପଡ଼ା ଠାରେ ଜଣେ ବ୍ୟକ୍ତିଙ୍କ ବାଇକ ଚୋରି; ଥାନାରେ ଅଭିଯୋଗ
ସମ୍ବଲପୁର ମ୍ୟୁନିସିପାଲଟି: ଠେଲକୋଲୋଇ ଠାରେ ଜଣେ ବ୍ୟକ୍ତିଙ୍କ ବାଇକ୍ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ
ସମ୍ବଲପୁର ମ୍ୟୁନିସିପାଲଟି: ଚିପିଲମା ମାରାଙ୍ଗଗୋଲା ଛକରେ ୨୦ ପ୍ୟାକେଟ ମଦ ପାଉଚ ଜବତ କଲା ପୋଲିସ