Download Now Banner

This browser does not support the video element.

ବାଲିଗୁଡା: ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପାଣି ଓ ଡ୍ରେନ ସମସ୍ୟା ପାଇଁ ଲିଖିତ ଅଭିଯୋଗ କଲେ କୋର୍ଟ ମାର୍କେଟର ଦୋକାନୀ

Baliguda, Kandhamal | Aug 21, 2025
ବାଲିଗୁଡା ଉପଜିଲ୍ଲାପାଳ ଙ୍କ କାଯ୍ୟାଳୟ ଠାରେ କୋର୍ଟ ମାର୍କେଟ ର ଦକାନ ସଦସ୍ୟ ଯାଇ ପାଣି, ଡ୍ରେନ ପାଇଁ ଲିଖିତ ଅଭିଯୋଗ କରିଛନ୍ତି, ବହୁ ବର୍ଷ ଧରି ଏହି ମାର୍କେଟ ଆରମ୍ଭ ହଇଥିବା ବେଳେ ଏମାନଙ୍କ ପାଇଁ ପାଣି ସମସ୍ୟା ଲାଗିରହିଛି ତାହାସହ ଷ୍ଟିଟ ଲାଇଟ ଏବଂ ଡ୍ରେନେଜ ପାଇଁ ବହୁ ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁ ଏଣୁ ଆଜି ଉପଜିଲ୍ଲାପାଳ ଙ୍କୁ ଭେଟି ଏହି ଦାବିପତ୍ର ପ୍ରଦାନ କରାଯାଇଛି, ଉପଜିଲ୍ଲାପାଳ ଘଟଣା ସ୍ଥଳ ବୁଲି ଦେଖିବା ପରେ ପଦକ୍ଷେପ ନିଆଯିବ ବଲି ସୁଚନା ଦେଇଥିବା ନେଇ ମାର୍କେଟ ବାଲା ମତ ପ୍ରକାର କରିଛନ୍ତି
Read More News
T & CPrivacy PolicyContact Us