This browser does not support the video element.
ବିଶୋଇ: ବିଶୋଇ ଥାନା ସଭାଗୃହ ଠାରେ ଆଜି ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ନେଇ ବୈଠକ ଅନୁଷ୍ଠିତ
Bisoi, Mayurbhanj | Jul 1, 2024
ଭାରତ ବର୍ଷରେ ଦୀର୍ଘ ବର୍ଷରୁ ପ୍ରଚଳିତ ଥିବା ତିନୋଟି ଆଇନ କୁ ଭାରତ ସରକାର ପରିବର୍ତ୍ତନ କରି,ତା ବଦଳରେ ଜୁଲାଇ ୧ / ୨୦୨୪ ପାଖରୁ ଆଉ ତିନୋଟି ନୂଆ ଆଇନ୍ ପ୍ରୋୟଣ କରିଛନ୍ତି। ତାହା ବର୍ତମାନ ନୂତନ ଅପରାଧିକ ଆଇନ୍ ରେ କାର୍ଯ୍ୟକାରୀତା ହେବାକୁ ଯାଉଅଛି। ତେବେ ଏହି ପରିପ୍ରେକ୍ଷୀରେ ଆଜି ୧୧ ଟା ସମୟରେ ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ସଭାଗୃହ ଠାରେ, ଥାନା ଅଧିକାରିଣୀ ମିନି ଭୋଇ ଙ୍କ ନେତୃତ୍ୱରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା। ମିନି ଭୋଇ ନୂତନ ଆଇନ୍ ର କାର୍ଯ୍ୟକାରିତା ଆଲୋକପାତ କରିବା ସହିତ ସମ୍ମାନୀତ ଅତିଥି ବ୍ଲକ ଉପାଧ୍ୟକ୍ଷ ଚନ୍ଦ୍ର ମୋହନ ଗିରି ଉପସ୍ଥିତ ଥିଲେ।