Install App
dhenkanalknagar
This browser does not support the video element.
କାମାକ୍ଷାନଗର: କାମାକ୍ଷାନଗର ୯ନମ୍ବର ୱାର୍ଡର ଦେବେନ୍ଦ୍ର ରାଉଳଙ୍କ ହୃଦଘାତରେ ବିୟୋଗ ମଙ୍ଗଳବାର ୩ଟାରେ ଶେଷ ଦର୍ଶନ କଲେ ଅଧ୍ୟକ୍ଷ ଧର୍ମାନନ୍ଦ ପରିଡା
Kamakshyanagar, Dhenkanal | Aug 26, 2025
କାମାକ୍ଷାନଗର ୯ନମ୍ବର ୱାର୍ଡର ଦେବେନ୍ଦ୍ର ରାଉଳଙ୍କ ହୃଦଘାତରେ ବିୟୋଗ ମଙ୍ଗଳବାର ୩ଟାରେ ଶେଷ ଦର୍ଶନ କଲେ ଅଧ୍ୟକ୍ଷ ଧର୍ମାନନ୍ଦ ପରିଡା ।ଢେଙ୍କାନାଳ ଜିଲା କାମାକ୍ଷାନଗର ଏନଏସି ୯ୱାର୍ଡର ଦେବେନ୍ଦ୍ର ରାଉଳଙ୍କର ହୃଦଘାତରେ ପରଲୋକ ହୋଇଯାଇଛି ।ତାଙ୍କ ମୃତଦେହ କାମାକ୍ଷାନଗର ଆସିବା ପରେ ମଙ୍ଗଳବାର ଶେଷ ଦର୍ଶନ କଲେ ଏନଏସି ଅଧ୍ୟକ୍ଷ ଧର୍ମାନନ୍ଦ ପରିଡା ।
Share
Read More News
T & C
Privacy Policy
Contact Us
Your browser does not support JavaScript!