Install App
khabaraebeebe
This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ରାଜ ମହଲ ଛକରେ ଆକ୍ଟିଭା ଡିକିରେ ଢ଼ମଣା ସାପ,ଦେଢ଼ ଫୁଟର ସାପକୁ ଉଦ୍ଧାର କଲା ସ୍ନେକ ହେଲ୍ପ ଲାଇନ
Bhubaneswar M Corp, Khordha | Aug 30, 2025
ରାଜ ମହଲ ଛକରେ ଆକ୍ଟିଭା ଡିକିରେ ଢ଼ମଣା ସାପ,ଦେଢ଼ ଫୁଟର ସାପକୁ ଉଦ୍ଧାର କଲା ସ୍ନେକ ହେଲ୍ପ ଲାଇନ | ଭୁବନେଶ୍ଵର ଚନ୍ଦ୍ରଶେଖରପୁରର ସୁଜିତ୍ ଗିରି ନିଜର ହଣ୍ଡା ଆକ୍ଟିଭା ସ୍କୁଟର ଧରି ରାଜମହଲ ଛକକୁ ମେଡିସିନ ଆଣିବା ପାଇଁ ଯାଇଥିଲେ । ମେଡିସିନ ରଖିବା ପାଇଁ ସ୍କୁଟର ର ଡିକି ଖୋଲିବା ମାତ୍ରେ ଏକ ସାପ ତା ଭିତରେ ଦେଖିଥିଲେ। ଭୟରେ ତାଙ୍କ ହାତରୁ ସିଟ ଖସି ପଡିଲା । ବିକଳରେ ସିଟ କୁ ଲକ୍ କରି ଦେଇ ସ୍ନେକ୍ ହେଲ୍ପ ଲାଇନକୁ ଉଦ୍ଧାର ପାଇଁ ଫୋନ୍ କରିଥିଲେ ।
Share
Read More News
T & C
Privacy Policy
Contact Us
Your browser does not support JavaScript!