Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଦୁର୍ଗା ପୂଜାରେ ମେଲୋଡି ବେଳେ ହେବନି ଅଶ୍ଳୀଳ ନୃତ୍ୟ;ଏନେଇ ପୋଲିସ ସେବା ଭବନରେ ପ୍ରତିକ୍ରିୟା ରଖିଲେ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ

Bhubaneswar M Corp, Khordha | Sep 1, 2025
ମେଲୋଡି ବେଳେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଉପରେ ରୋକ ଲଗାଇବାକୁ ପୂଜା କମିଟିମାନଙ୍କୁ ଅପିଲ କରିଛନ୍ତି ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ । ସୋମବାର ଦୁର୍ଗା ପୂଜାକୁ ନେଇ ପୋଲିସ ସେବା ଭବନରେ ବସିଥିବା ପ୍ରସ୍ତୁତି ବୈଠକରେ ପୂଜା କମିଟି ମାନଙ୍କୁ ଏଭଳି କହିଛନ୍ତି ବିଧାୟକ। ବିଧାୟକ କହିଛନ୍ତି ପୂଜା ମଣ୍ଡପ ନିକଟରେ ହେଉଥିବା ମେଲୋଡିକୁ ପରିବାର ସହ ଯେମିତି ଦେଖି ହେବ ସେ ଭଳି ହେଉ।
Read More News
T & CPrivacy PolicyContact Us