Download Now Banner

This browser does not support the video element.

ହିଞ୍ଜିଳି: ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ସ୍ଵପ୍ନେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ଜିଲ୍ଲା ବ୍ରାହ୍ମଣ ସମାଜ ପକ୍ଷରୁ ବୈଠକ ଅନୁଷ୍ଠିତ

Hinjili, Ganjam | Sep 5, 2025
ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ହିଞ୍ଜିଳି ଶ୍ରୀସ୍ଵପ୍ନେଶ୍ଵର ମହାଦେବ ଓ ମାଁ କନକଦୁର୍ଗା ମନ୍ଦିର ପରିସରରେ ଥିବା ଗୋଷ୍ଠୀ କେନ୍ଦ୍ରରେ ଗଞ୍ଜାମ ଜିଲ୍ଲା ବ୍ରାହ୍ମଣ ପୁରୋହିତ ସମିତି ପକ୍ଷରୁ ପୁରୋହିତ ଯୁବକ ମାନଙ୍କୁ ନେଇ ଶୁକ୍ରବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଯୁବ ପଣ୍ଡିତ ପୁରୋହିତ ବିଭୁନନ୍ଦନ ପଣ୍ଡାମଞ୍ଚ ପରିଚାଳନା କରିଥିବା ବେଳେ ଯୁବ ପୁରୋହିତ ବାପନ ସତପଥି ଅତିଥି ପରିଚୟ ପ୍ରଦାନ କରିଥିଲେ।ଏହି ବୈଠକରେ ମୁଖ୍ୟ ଅତିଥ୍‌ ଭାବେ ବ୍ରହ୍ମପୁର ପୁରୋହିତ ବ୍ରାହ୍ମଣ ମହାସଂଘ ସଭାପତି ଯୋଗଦେଇଥିଲେ।
Read More News
T & CPrivacy PolicyContact Us