Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: ସୋନପୁର ରେ ଛତିଶଗଡ଼ ବନ ଵିଭାଗ ର ଚଢ଼ାଉ, ବିପୁଳ ପରିମାଣ ର କାଠ ସାମଗ୍ରୀ ଜବତ

Nabarangapur PS, Nabarangpur | Aug 26, 2025
ସୋନପୁର ରେ ଛତିଶଗଡ଼ ବନ ଵିଭାଗ ର ଚଢ଼ାଉ, ବିପୁଳ ପରିମାଣ ର କାଠ ସାମଗ୍ରୀ ଜବତ ଛତିଶଗଡ ବନ ବିଭାଗ ପକ୍ଷରୁ ଓଡ଼ିଶା ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ସୋନପୁର ଗ୍ରାମଠାରେ ଗତ ରାତିଠାରୁ ଚଢ଼ାଉ ଜାରିରହିଛି ଏହି ଚଢାଉ ଛତିଶଗଡ଼ ବନବିଭାଗ ଓଡ଼ିଶା ବନ ବିଭାଗ ଏବଂ ଓଡ଼ିଶା ପୋଲିସ ପକ୍ଷରୁ ମିଳିତ ଭାବେ କରାଯାଉଛି ଏହି ଚଢାଉ ସମୟରେ ବନ ବିଭାଗକୁ 1 ବଡ଼ ସଫଳତା ମିଳିଛି ଶାଗୁଆନ କାଠଗଣ୍ଡି ଭର୍ତ୍ତି ଗୋଟିଏ ପିକ୍ଅପ୍ ଟ୍ରକ୍ କୁ ଜବତ କରି ଛତିଶଗଡ଼ ବନବିଭାଗ ନେଇଯାଇଛନ୍ତି ଆଜି ସକାଳୁ ସୋନପୁର ଗ୍ରାମର ପାଞ୍ଚଜଣ ଙ୍କ ଘରେ ବନବିଭାଗ ଚଢ଼ଉ ଆରମ୍ଭ କରିଥିଲା
Read More News
T & CPrivacy PolicyContact Us