Download Now Banner

This browser does not support the video element.

ପରଜଙ୍ଗ: ପଣ୍ଡୁଆ ଛକ ନିକଟରେ ଅଜଣା ଗାଡ଼ି ଦୁର୍ଘଟଣାରେ ଆହତ ହୋଇଥିବା ଗୋରୁଙ୍କ ଚିକିତ୍ସା କଲେ ସ୍ବେଚ୍ଛାସେବୀ ସଂଗଠନ

Parajang, Dhenkanal | Sep 6, 2025
ପଣ୍ଡୁଆ ଛକ ନିକଟରେ ଅଜଣା ଗାଡ଼ି ଦୁର୍ଘଟଣାରେ ଆହତ ହୋଇଥିବା ଗୋରୁଙ୍କ ଚିକିତ୍ସା କଲେ ସ୍ବେଚ୍ଛାସେବୀ ସଂଗଠନ ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ପାଣ୍ଡୁଆ ଛକ ନିକଟରେ ଶନିବାର ୩ଟାରେ ଅଜଣା ଗାଡ଼ି ଧକ୍କାରେ ଆହାତ ହୋଇଥିବା ଗୋରୁଙ୍କ ଚିକିତ୍ସା କଲେ ସ୍ବେଚ୍ଛାସେବୀ ସଂଗଠନ। ସୁଚନା ଅନୁଯାୟୀ କାମାକ୍ଷାନଗର ଢେଙ୍କାନାଳ ମୁଖ୍ୟ ରାସ୍ତାର ପଣ୍ଡୁଆ ଛକ ନିକଟରେ ଅଜଣା ଗାଡ଼ି ଗୋରୁଙ୍କୁ ଧକ୍କା ଦେଇ ଘଟଣା ସ୍ଥଳରୁ ଫେରାର ମରିଥିଲା। ଖବର ପାଇ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ମାରୁତି ସେନା ସଦସ୍ୟ ମାନେ ପହଞ୍ଚି ପଶୁ ଡାକ୍ତରଙ୍କ ସହଯୋଗରେ ଗୋରୁର ଚିକିତ୍ସା ଜାରି ରଖିଛନ୍ତି।
Read More News
T & CPrivacy PolicyContact Us