Download Now Banner

This browser does not support the video element.

ଭୁବନ: ଭୁବନ ଶ୍ରୀରାମ ମନ୍ଦିର ସେବା ଘର ପରିସରରେ ଅନୁଷ୍ଟିତ ସାହିତ୍ୟ କାର୍ଯ୍ୟକ୍ରମ ରେ ଯୋଗ ଦେଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭଜମନ ବେହେରା

Bhuban, Dhenkanal | Mar 10, 2024
ଆଞ୍ଚଳିକ ସେବା ସାହିତ୍ୟ ଅନୁଷ୍ଠାନ ର ୨ ବାର୍ଷିକ ଉତ୍ସବ ଭୁବନ ତା ୧୦.୬ ଢେଙ୍କାନାଳ ଜିଲ୍ଲା ଭୁବନ ଶ୍ରୀରାମ ମନ୍ଦିର ସେବା ଘର ପରିସରରେ ଅନୁଷ୍ଟିତ ହୋଇଯାଇଛି ଆଞ୍ଚଳିକ ସେବା ସାହିତ୍ୟ ଅନୁଷ୍ଠାନ ର ୨ୟ ବାର୍ଷିକ ଉତ୍ସବ । ପଣ୍ଡିତ ପ୍ରମୋଦ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭଜମନ ବେହେରା ଯୋଗ ଦେଇ ଶୁଭ ଉଦ୍ଘାଟନ କରିଥିଲେ । କଂଗ୍ରେସ ନେତା ଇଁ ସସ୍ମିତା ବେହେରା , ବିପ୍ରବର୍ ସାହୁ , ଅବସର ପ୍ରାପ୍ତ ଜଜ ଭିକାରୀ ଚରଣ ,ହରିଶ ବେହେରା , ଅବନୀ ମିଶ୍ର, ଶୁଭେନ୍ଦୁ ସାହୁ ଅତିଥି ଭାବେ ଯୋଗ ଦେଇଥିଲେ।
Read More News
T & CPrivacy PolicyContact Us