Download Now Banner

This browser does not support the video element.

ଅନୁଗୋଳ: ଅନୁଗୁଳ ପୁରୁଣା ଡେଲି ମାର୍କେଟ ନିକଟରୁ ମଦ ପିଇ ଗାଳି ଗୁଲଜ ଏବଂ କମେଣ୍ଟ ମାରିବା, ଜଣେ ଯୁବକ ଗିରଫ ସୂଚନା

Anugul, Angul | Sep 11, 2025
ମହଙ୍ଗା ପଡିଲା ମଦ ପିଇ ଗାଳି ଗୁଲଜ ଏବଂ କମେଣ୍ଟ ମାରିବା, ଜଣେ ଯୁବକ ଗିରଫ ସୂଚନା। ସୂଚନା ମୁତାବକ ଅନୁଗୁଳ ପୁରୁଣା ଡେଲି ମାର୍କେଟ ରେ ରହୁଥିବା ଆଦିତ୍ୟ ମହାରଣା ଙ୍କ ଘର ଆଗରେ ରହୁଥିବା ଜଣେ ଯୁବକ ବାରମ୍ବାର ମଦ ପିଇ ଆଦିତ୍ୟ ଙ୍କ ପାରିବାର କୁ କମଣ୍ଟ ମରିବା ସହ ମଦ ପିଇ ଗାଳି ଗୁଲଜ୍ କରୁଥିଲେ ତେବେ ଏ ନେଇ ଗତକାଲି ଆଦିତ୍ୟ ଅନୁଗୁଳ ଥାନାର ଦ୍ୱାରସ୍ଥ ହୋଇଥିଲେ। ତେବେ ଏ ନେଇ ପୋଲିସ ମାମଲା ରୁଜୁ ମଧ୍ୟ କରିଥିଲା। ଏ ନେଇ ଆଜି ଅପରାହ୍ନ ଦୁଇଟା ସମୟରେ ପୁରୁଣା ଡେଲି ମାର୍କେଟ ନିକଟରୁ ଉକ୍ତ ଯୁବକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମଧ୍ୟ ମିଳିଛି।
Read More News
T & CPrivacy PolicyContact Us