This browser does not support the video element.
ଯାଜପୁର: ପ୍ରକାଶ ତ୍ରିପାଠୀ ବିଧାୟିକାଙ୍କ ପ୍ରତିନିଧି ଚୟନ,ଯାଜପୁର ବ୍ଲକ କାର୍ଯ୍ୟାଳୟରେ ପଂଚାୟତ ସମିତି ସଦସ୍ୟଙ୍କ ପକ୍ଷରୁ ସମ୍ବର୍ଦ୍ଧନା
Jajapur, Jajpur | Sep 3, 2025
ପ୍ରକାଶ ତ୍ରିପାଠୀ ବିଧାୟିକାଙ୍କ ପ୍ରତିନିଧି ଚୟନ,ଯାଜପୁର ବ୍ଲକ କାର୍ଯ୍ୟାଳୟରେ ପଂଚାୟତ ସମିତି ସଦସ୍ୟଙ୍କ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଛି l ଅନେକ ଦିନ ହେବ ବିଜେଡି ଦଳରେ ନିଷ୍ଠାର ସହିତ କାର୍ଯ୍ୟ କରୁଥିଲେ l ତାଙ୍କ କାର୍ଯ୍ୟ ଦକ୍ଷତାକୁ ଦୃଷ୍ଟିରେ ରଖି ବିଧାୟିକା ସୁଜାତା ସାହୁ ଯାଜପୁର ବ୍ଲକର ନିଜ ପ୍ରତିନିଧି ଭାବେ ଚୟନ କରିଛନ୍ତି l ଏହି ଖବର ମିଳିବା ପରେ ଆଜି ଯାଜପୁର ବ୍ଲକ କାର୍ଯ୍ୟାଳୟରେ ପଂଚାୟତ ସମିତି ସଦସ୍ୟ ମାନେ ଶୁଭେଚ୍ଛା ଜଣାଇବା ସହିତ ସମ୍ବର୍ଦ୍ଧିତ କରିଛନ୍ତି l