Download Now Banner

This browser does not support the video element.

ଘସିପୁରା: ଦେଓଗାଁ ଗ୍ରାମ ନିକଟରେ ବୁଲୁଛନ୍ତି ୨ ଦନ୍ତା ଭୟଭୀତ ଅବସ୍ଥାରେ ଗ୍ରାମବାସୀ। ବନବିଭାଗ ପକ୍ଷରୁ ସତର୍କ

Ghasipura, Kendujhar | Sep 8, 2025
ଗ୍ରାମ ନିକଟରେ ବୁଲୁଛନ୍ତି ୨ ଦନ୍ତା। ଭୟଭୀତ ଅବସ୍ଥାରେ ଗ୍ରାମବାସୀ। ବନବିଭାଗ ପକ୍ଷରୁ ସତର୍କ। ଆନନ୍ଦପୁର ବନଖଣ୍ଡ ଦେଓଗାଁ ରେଞ୍ଜ ଦରଡିପାଳ, ଚମ୍ପାପାଳ, ରେକୁଟିଆ, ପଡ଼ିଆପାଳ ଆଦି ଗାଁରେ ବୁଲି ବୁଲି ଦେଓଗାଁ ଶନି ତୋଟା ନିକଟରେ ପହଞ୍ଚିଛନ୍ତି ୨ଦାନ୍ତ ହାତୀ।ବନ ବିଭାଗ ହାତୀ ଉପରେ ରଖିଛି ନଜର ।
Read More News
T & CPrivacy PolicyContact Us