Download Now Banner

This browser does not support the video element.

ଭଟଲି: ଜଡ଼ା ଗ୍ରାମର କଲ୍ୟାଣ ମଣ୍ଡପ ରେ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ

Bhatli, Bargarh (Baragarh) | Sep 27, 2025
ଜଡ଼ା ଗ୍ରାମର କଲ୍ୟାଣ ମଣ୍ଡପ ରେ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ଭଟଲି ବ୍ଲକ ରେ ସୁସ୍ଥନାରୀ ସଶକ୍ତ ପରିବାର ଅଭିଯାନ ଚାଲିଥିବା ବେଳେ ଭଟଲି ବ୍ଳକ କମଗାଁ  ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପକ୍ଷରୁ  ଜଡ଼ା ଗ୍ରାମର କଲ୍ୟାଣ ମଣ୍ଡପ ଠାରେ ସୁସ୍ଥନାରୀ ସଶକ୍ତପରିବାର ଅଭିଯାନ ଓ ସ୍ୱାସ୍ଥ୍ୟମେଲା ଆଜି ସକାଳ ୧୦ ଟାରେଆରମ୍ଭ ହୋଇଥିଲା।ଏଥିରେ ସରପଞ୍ଚ ଦମୟନ୍ତି ନାୟକଙ୍କ ଅଧ୍ୟକ୍ଷତା ରେ ଏକ ସଭା ଅନୁଷ୍ଠିତ ହୋଇଥିବା ବେଳେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ମଧୁସ୍ମିତା ରାଉଳ  ଉଦ୍ଦେଶ୍ୟ ଜ୍ଞାପନ ପ୍ରଦାନ କରିଥିଲେ।ଏଏନଏମ ଲିଲି ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ।
Read More News
T & CPrivacy PolicyContact Us