Download Now Banner

This browser does not support the video element.

ପାଟଣାଗଡ: ନୂଆଖାଇ ରେ ମା ପାଟଣେଶ୍ବରୀ ଙ୍କ ଦର୍ଶନ କଲେ ଉପ ମୁଖ୍ୟମନ୍ତ୍ରୀ

Patnagarh, Balangir | Aug 28, 2025
ସ୍ଥାନୀୟ ବିଧାୟକ ତଥା ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂ ଦେଓ ଏବଂ ତାଙ୍କର ଧର୍ମପତ୍ନୀ ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂ ଦେଓ ନୂଆଖାଇ ସାରିଲା ପରେ ଅପରାହ୍ନ ୪ଟାସମୟରେ ପାଟଣାଗଡ଼ ର ଅଧିଷ୍ଠାତ୍ରୀ ଦେବୀ ପାଟଣେଶ୍ବରୀ ମନ୍ଦିର ଯାଇ ମା ପାଟଣେଶ୍ବରୀ ଙ୍କ ଦର୍ଶନ କରିଥିଲେ ।ଦର୍ଶନ ପରେ ଜୁହାରି ଭେଟ ହୋଇ ଯାଇଥିଲା ।
Read More News
T & CPrivacy PolicyContact Us