This browser does not support the video element.
ଘସିପୁରା: ଭେଜିଡିହି ଠାରେ ବାଜିରାଓ ୟୁଥ୍ କ୍ଲବ୍ ପକ୍ଷରୁ ଆୟୋଜିତ ଯୋଗଦେଲେ ବିଧାୟକ
Ghasipura, Kendujhar | Sep 3, 2025
ଵାଂଶପାଳ , ନୟାକୋଟ ଭେଜିଡିହି ଠାରେ ବାଜିରାଓ ୟୁଥ୍ କ୍ଲବ୍ ପକ୍ଷରୁ ଆୟୋଜିତ ଫୁଟୁବଲ ଖେଳରେ ସ୍ଥାନୀୟ କାର୍ଯ୍ୟକର୍ତ୍ତା ଓ ପ୍ରତିନିଧି ଙ୍କ ସହ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲି । ଆଜି ବର୍ଷା କାଳୀନ ସମୟରେ ମଧ୍ୟ ଅଗଣିତ ଦର୍ଶକଙ୍କ ସହ ଯୋଡ଼ିହୋଇ ଏହି ଫୁଟିବଲ କୁ ଉପଭୋଗ କରିଥିଲି ।