Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଯାତ୍ରା ଇନ୍ଦ୍ରଭୁବନ ନାଟକ ଚୋରି ନେଇ ଭୁବନେଶ୍ୱର ସାଇବର ଥାନାର ଦ୍ୱାରସ୍ଥ ହୋଇ ପ୍ରତିକ୍ରିୟା ରଖିଲେ ମୁଖ୍ୟ ପରିଚାଳକ ମନୋଜ ନାୟକ

Bhubaneswar M Corp, Khordha | Aug 31, 2025
ଯାତ୍ରା ଇନ୍ଦ୍ରଭୁବନ ନାଟକ "ସକଳ ତୀର୍ଥ ତୋ ଚରଣେ" ,  ଚୋରି ହେଇଛି !   ପୁଣି ଚୋରୀ ହେଲା ଯାତ୍ରା ନାଟକ, ସୋସିଆଲ ମିଡିଆରେ ଭାଇରାଳ ହେଲା ପୁରା ନାଟକ  । ଯାତ୍ରା ଇନ୍ଦ୍ରଭୁବନ ର  ବହୁ ପ୍ରତୀକ୍ଷିତ ନାଟକ  "ସକଳ ତୀର୍ଥ ତୋ ଚରଣେ "ଚୋରି ଅଭିଯୋଗରେ ସାଇବର ଥାନାର ଦ୍ୱାରସ୍ଥ ହେଲେ ମୁଖ୍ୟ ପରିଚାଳକ ମନୋଜ ନାୟକ ।
Read More News
T & CPrivacy PolicyContact Us