This browser does not support the video element.
ଅନୁଗୋଳ: ରଘୁନାଥପୁର ଗ୍ରାମର ୩ ଜଣଙ୍କୁ ପୋଲିସ ଜୋର ଜବରଦସ୍ତ ଉଠାଇ ଆଣିବା ଘଟଣାକୁ ନେଇ ଖମାର ଥାନା ଘେରିଲେ ଗ୍ରାମବାସୀ
Anugul, Angul | Aug 24, 2025
ଅନୁଗୁଳ ଜିଲ୍ଲା ଖମାର ଥାନାକୁ ଘେରିଲେ ରଘୁନାଥପୁର ଗ୍ରାମବାସୀ। ରାତି ଅଧରେ ଗାଁରୁ ଜୋର୍ ଜବରଦସ୍ତ ତିନି ଜଣକୁ ଥାନା କୁ ଉଠାଇ ଆଣିଲା ଖମାର ପୋଲିସ। ପୋଲିସ ଉଠାଇ ଆଣିବା ଅଭିଯୋଗରେ ଆଜି ଖମାର ଥାନା କୁ ଘେରିଲେ ରଘୁନାଥପୁର ଗ୍ରାମର 70 ରୁ ଅଧିକ ଲୋକ। ଅଭିଯୋଗ ମୁତାବକ ଗାଁ ର ରତ୍ନା ବୋଡ଼ରା,କାଳିଆ ବୋଡରା ଓ ଜିତୁ ଚାମ୍ପିଆ ଙ୍କୁ ପୋଲିସ ଗତକାଲି ମଧ୍ୟ ରାତିରେ ରେ ଜୋର୍ ଜବରଦସ୍ତ ଥାନା କୁ ଉଠାଇ ଆଣିବା ସହିତ ଘରେ ଥିବା ମହିଳା ମାନଙ୍କ ଠାରୁ ମୋବାଇଲ ଫୋନ ଛଡାଇ ଆଣିଥିଲା। ତେବେ ଏ ନେଇ ଗାଆଁର ମହିଳା ଓ ପୁରୁଷ ମିଶି ଉଠାଇ ଆଣିଥିବା ଯୁବକ ମାନଙ୍କୁ ଥାନା ରୁ ମୁକ୍ତ କରିବା ଦାବି