Install App
usr04050397
This browser does not support the video element.
କେନ୍ଦୁଝର ସହର: ବେଲବାହାଳୀ କୁସେଇଢ଼ାବା ନିକଟରେ ଓଲଟିଲା ୧୨ଚକିଆ ମଇଦା ବୋଝେଇ ଟ୍ରକ୍ ,ଅଳ୍ପକେ ବଞ୍ଚିଲେ ଡ୍ରାଇଭର,
Kendujhar Town, Kendujhar | Aug 28, 2025
ଘଷିପୁରା ଥାନା ଅନ୍ତର୍ଗତ ବେଲବାହାଳୀ କୁସେଇଢ଼ାବା ନିକଟରେ ଓଲଟିଲା ୧୨ଚକିଆ ମଇଦା ବୋଝେଇ ଟ୍ରକ୍ ଦୁର୍ଘଟଣା । ଅଳ୍ପକେ ବଞ୍ଚିଲେ ଡ୍ରାଇଭର, ଗାଡି ଭିତରୁ ସୁସ୍ଥ ଅବସ୍ଥାରେ ଉଦ୍ଧାର କଲା ଓଡିଶା ଡ୍ରାଇଭର ମହାସଙ୍ଘର କର୍ମକର୍ତ୍ତା ।
Share
Read More News
T & C
Privacy Policy
Contact Us
Your browser does not support JavaScript!