Install App
publicnewskoraput
This browser does not support the video element.
କୋରାପୁଟ ସହର: କୋରାପୁଟ ପୌର ପରିଷଦର ସୁନାପୁର ସମ୍ପଦ କେନ୍ଦ୍ରରୁ ତିନି ମାସରେ ଅଳିଆ ଉଠାଇବାକୁ ପ୍ରତିଶ୍ରୁତି ଦେଲା ଏଜେନ୍ସୀ ସୂଚନା ଦେଲେ ବରିଷ୍ଠ ନାଗରିକ
Koraput Town, Koraput | Sep 7, 2025
କୋରାପୁଟ ପୌର ପରିଷଦ ଅନ୍ତର୍ଗତ ସୁନାପୁର ଠାରେ ବର୍ଜ୍ୟବସ୍ତୁ ପୃଥକୀକରଣ ପାଇଁ ସମ୍ପଦ କେନ୍ଦ୍ର ସ୍ଥାପନ କରାଯାଇଛି ଏହାକୁ ସାହି ବାସିନ୍ଦା ବିରୋଧ କରିଛନ୍ତି।ଏଠାରେ ଗଦା ଗଦା ହୋଇ ପଡ଼ିଥିବା ଅଳିଆକୁ ତୁରନ୍ତ ଉଠାଇ ନେବାକୁ ଦାବି କରାଯାଇଛି। କାଉନସିଲରଙ୍କ ଉପସ୍ଥିତିରେ ଏଜେନ୍ସୀ କର୍ମକର୍ତ୍ତାଙ୍କ ସହିତ ବରିଷ୍ଠ ନାଗରିକ ଏ କେ ପାଣିଙ୍କ ଆଲୋଚନା ହୋଇଥିଲା । ୩ ମାସ ମଧ୍ୟରେ ବର୍ଜ୍ୟବସ୍ତୁ ପୃଥକୀକରଣ ଶେଷ ହେବ ଏବଂ ଏଠାରେ ଆଉ ଅଳିଆ ପଡ଼ିବ ନାହିଁ ବୋଲି ଏଜେନ୍ସୀ କର୍ତ୍ତୃପକ୍ଷ ପ୍ରତିଶୃତି ଦେଇଥିବା ଶ୍ରୀ ପାଣି କହିଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!